Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମେଟ୍ ଗାଲାରେ‌ ଡେବ୍ୟୁ କରିଛନ୍ତି ଗର୍ଭବତୀ ଥିବା ଅଭିନେତ୍ରୀ କିଆରା
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ମେଟ୍ ଗାଲାରେ‌ ଡେବ୍ୟୁ କରିଛନ୍ତି ଗର୍ଭବତୀ ଥିବା ଅଭିନେତ୍ରୀ କିଆରା

utkala khabar
Last updated: May 6, 2025 4:26 pm
utkala khabar
Published May 6, 2025
Share
SHARE

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ସ୍ୱାମୀ  ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିବା ବେଳେ ଡିଜାଇନର ଗୌରବ ଗୁପ୍ତାଙ୍କ ଦ୍ୱାରା ନିର୍ମିତ ଏକ ସ୍ୱତନ୍ତ୍ର ଗାଉନ ପିନ୍ଧି ମେଟ୍ ଗାଲାରେ ନଜର ଆସିଛନ୍ତି।

ପୋଷାକରେ ସେ ତାଙ୍କର ମାତୃତ୍ୟ ମନାଉଥିବାର ସ୍ପଷ୍ଟ ଦେଖିବାକୁ ମିଳିଛି। ନ୍ୟୁୟର୍କର ପ୍ରତିଷ୍ଠିତ ମେଟ୍ରୋପଲିଟାନ୍ ମ୍ୟୁଜିୟମ୍ ଅଫ୍ ଆର୍ଟରେ ହେଉଥିବା ମେଟ୍ ଗାଲା ୨୦୨୫ରେ ପହଞ୍ଚିବା ସମୟରେ ମା’ ହେବାକୁ ଥିବା କିଆରା ଏକ ମୋନୋକ୍ରୋମ୍ ଗାଉନରେ ବେଶ୍‌ ଆକର୍ଷଣୀୟ ‌ଦିଶୁଥିଲେ।

କିଆରା ‘ବ୍ରେଭ୍‌ ହାର୍ଟସ’ ଥିମ୍‌ରେ ସଜ ହୋଇ ଏକ ଉଦାହରଣ ପାଲଟିଛନ୍ତି। ତାଙ୍କର ଲୁକ୍‌ ଫ୍ୟାଶନ ଅପେକ୍ଷା ନାରୀତ୍ୱକୁ ଅଧିକ ପ୍ରତିପାଦନ କରୁଥିଲା।
ଗାଉନରେ ଘୁଙ୍ଗୁରୁ ଏବଂ କ୍ରିଷ୍ଟାଲ୍‌ ଲାଗିିବା ବେଳେ କଳା ରଂଗର କପଡ଼ାର ବକ୍ଷ ଅଞ୍ଚ‌ଳରେ ସୁନା ପ୍ଲେଟ୍‌ ଲାଗିଥିବା ଦେଖିବାକୁ ମିିଳିଥିଲା।
ଦୁଇଟି ପ୍ରତୀକାତ୍ମକ ମାଆ ଓ ଛୁଆ ହୃଦୟ (ହାର୍ଟ) ବି ଦେଖିବାକୁ ମିଳିଥିଲା କିଆରାଙ୍କ‌ ପୋଷାକରେ। କିଆରା ଲାଲ କାର୍ପେଟରେ ଶକ୍ତି ଏବଂ ମାତୃତ୍ୱର ଏକ ସ୍ପଷ୍ଟ ଚିତ୍ର ଆଙ୍କିବାରେ ସଫଳ ହୋଇଥିଲେ।
ତାଙ୍କର ପୋଷାକ ଚୟନ ଚିନ୍ତାଶୀଳ ଥିଲା ଏବଂ ତାଙ୍କର ମେକଅପ୍ ଓ ଷ୍ଟାଇଲିଂ  ଆହୁରି ଉଚ୍ଚ କୋଟ୍ଟୀର ଥିଲା। ନ୍ୟୁଡ୍‌ ଲିପ୍‌ଷ୍ଟିକ୍‌ ଓ ହାଲୁକା ଆଇ-ସ୍ୟାଡୋ ଲଗାଇ ସେ ନିଜର ଲୁକ୍‌କୁ ପୂରା କରିଥିଲେ।

 

 

 

 

You Might Also Like

ଏପ୍ରିଲ ୧୨ ତାରିଖ ଶନିବାର, ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

୪୯ ବର୍ଷ ବୟସରେ ଗର୍ଭବତୀ ହେଲେ କି ଅମିଷା ପଟେଲ, ଭିଡିଓ ପୋଷ୍ଟ ହେଲା ଭାଇରାଲ

ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି, ଓଡ଼ିଆ ପରମ୍ପରାରେ ଆଜିଠାରୁ ନୂଆବର୍ଷ ଆରମ୍ଭ

ସଲମାନଙ୍କ ବଡ ପ୍ରଶଂସକ; ୧.୭୨ ଲକ୍ଷ ଟଙ୍କା ଦେଇ କିଣିଲେ ‘ସିକନ୍ଦର’ ଟିକେଟ

ନବୀନଙ୍କୁ ପ୍ରଭାତ ତ୍ରିପାଠୀଙ୍କ ଜବାବ

TAGGED:Bollywood ActressKiara AdvaniLooking BeautifulOutfit
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?