Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ରେଡ୍‌ କାର୍ପେଟରେ କୋଟି କୋଟି ଟଙ୍କାର ଘଣ୍ଟା ଦେଖାଇଲେ ସୁହାନା ଖାନ୍‌
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ରେଡ୍‌ କାର୍ପେଟରେ କୋଟି କୋଟି ଟଙ୍କାର ଘଣ୍ଟା ଦେଖାଇଲେ ସୁହାନା ଖାନ୍‌

utkala khabar
Last updated: April 19, 2025 11:30 am
utkala khabar
Published April 19, 2025
Share
SHARE

ମୁମ୍ବାଇରେ ‘କେଶରୀ ୨’ ର ସ୍କ୍ରିନିଂ ବେଳେ ସୁହାନା ଖାନ୍‌ଙ୍କୁ ଏକ ଗ୍ଲାମରସ୍ ଲୁକ୍‌ରେ ଦେଖିବାକୁ ମିଳିଥିଲା। କିନ୍ତୁ ସେ ବର୍ତ୍ତମାନ ତାଙ୍କ ଲୁକ୍ ଅପେକ୍ଷା ତାଙ୍କ ଘଣ୍ଟାକୁ ନେଇ ଅଧିକ ଆଲୋଚିତ ହେଉଛନ୍ତି। ପ୍ରକୃତରେ, ଅଭିନେତ୍ରୀ ଜଣକ ରେଡ୍‌ କାର୍ପେଟରେ କୋଟି କୋଟି ଟଙ୍କାର ଏକ ଘଣ୍ଟା ଦେଖାଇଛନ୍ତି। ଏହାର ମୂଲ୍ୟ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ…

ଏହି ସ୍କ୍ରିନିଂରେ ସୁହାନା ଖାନଙ୍କୁ ଏକ ଗ୍ଲାମରସ୍ ଲୁକ୍‌ରେ ଦେଖିବାକୁ ମିଳିଥିଲା। ସେ କଳା ରଙ୍ଗର ଏକ ଲଙ୍ଗ ୱାନ୍ ଶୋଲ୍ଡର ଡ୍ରେସ୍ ପିନ୍ଧିଥିଲେ। ଏହା ସହିତ, ଅଭିନେତ୍ରୀ ଜଣକ ମ୍ୟାଚ୍ କରୁଥିବା ହିଲ୍ସ ମଧ୍ୟ ପିନ୍ଧିଥିଲେ।

ସୁହାନା ଚମକଦାର ମେକ୍‌ଅପ୍ ସହିତ ଖୋଲା କୁଞ୍ଚୁକୁଞ୍ଚିଆ ଚୁଟି ଏବଂ ଲକ୍ଷେ ଟଙ୍କିଆ ହସ ସହିତ ତାଙ୍କର ଲୁକ୍ ସମାପ୍ତ କରିଥିଲେ।କିନ୍ତୁ ଏବେ ସୋସିଆଲ ମିଡିଆରେ ସୁହାନାଙ୍କ ଲୁକ୍ ଅପେକ୍ଷା ତାଙ୍କ ଘଣ୍ଟାକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ଏହି ସମୟରେ ଅଭିନେତ୍ରୀ ଜଣକ ହାତରେ କୋଟିଏ ଟଙ୍କାର ଘଣ୍ଟା ପିନ୍ଧିଥିଲେ।

ଇଣ୍ଡିଆନ୍ ଏକ୍ସପ୍ରେସ୍ ଅନୁଯାୟୀ, ସୁହାନା ଖାନଙ୍କ ଏହି ଘଣ୍ଟା ହେଉଛି ରିଭର୍ସୋ ଟ୍ରିବ୍ୟୁଟ୍ ନାନେଣ୍ଟିଏମ୍ ‘ଏନାମେଲ୍’। ଏହାର ମୂଲ୍ୟ ପ୍ରାୟ ୧.୪ କୋଟି ଟଙ୍କା।ତେବେ କେବଳ ସୁହାନା ନୁହଁନ୍ତି, ତାଙ୍କ ବାପା ଶାହରୁଖ ଖାନଙ୍କର ମଧ୍ୟ ଅନେକ ଲକଜୁରି ଘଣ୍ଟା ଅଛି। ଯାହା ମଧ୍ୟରୁ ଗୋଟିଏର ମୂଲ୍ୟ ୪ କୋଟି ଟଙ୍କା ହୋଇଥିବା ବେଳେ ଆଉ ଗୋଟିଏର ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା।ସୁହାନା ଫିଲ୍ମ “ଦି ଆର୍ଚିଜ୍” ମାଧ୍ୟମରେ ଅଭିନୟ କ୍ଷେତ୍ରରେ ପ୍ରବେଶ କରିଛନ୍ତି। ଏବେ ସେ ଖୁବ୍‌ଶୀଘ୍ର ତାଙ୍କ ବାପା ଶାହରୁଖଙ୍କ ସହ ‘କିଙ୍ଗ୍‌’ରେ ନଜର ଆସିବେ।

You Might Also Like

ମନୋଜଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୋଦି, ଶେୟାର କଲେ କିଛି ପୁରୁଣା ଫଟୋ

ମେଟ୍ ଗାଲାରେ‌ ଡେବ୍ୟୁ କରିଛନ୍ତି ଗର୍ଭବତୀ ଥିବା ଅଭିନେତ୍ରୀ କିଆରା

କପିଲ୍ ଶର୍ମାଙ୍କର ଟ୍ରାନ୍ସଫର୍ମେନ୍ସ ଦେଖି ଉଡିଗଲା ଫ୍ୟାନ୍ସଙ୍କ ହୋସ୍

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ଦେହାନ୍ତ

ବଡ ପରଦାରେ ଦେଖିବାକୁ ମିଳିବ ଏପିଜେ ଅବଦୁଲ କଲାମଙ୍କ ବାୟୋପିକ୍

TAGGED:#bollywood movie#entertainment newsAkhaya KumarAkshay KumarKesari Chapter 2Shahrukh KhanSuhana Khan
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?