Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଯନ୍ତ୍ରଣାଦାୟକ ଚିତ୍କାର ଶୁଣି ଥରି ଉଠୁଛି ଛାତି, ଆସିଲା ‘କେସରୀ ୨’ ଟିଜର
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ଯନ୍ତ୍ରଣାଦାୟକ ଚିତ୍କାର ଶୁଣି ଥରି ଉଠୁଛି ଛାତି, ଆସିଲା ‘କେସରୀ ୨’ ଟିଜର

utkala khabar
Last updated: April 18, 2025 2:17 pm
utkala khabar
Published April 18, 2025
Share
SHARE

ମୁମ୍ବଇ ୧୮/୦୪ : ଅକ୍ଷୟ କୁମାର ଅଭିନୀତ ଚଳଚ୍ଚିତ୍ର ‘କେସରୀ ଚାପ୍ଟର ୨: ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍‌ ଜାଲିଆନଓ୍ବାଲା ବାଗ’ର ଟିଜର ସୋମବାର ରିଲିଜ୍‌ ହୋଇଛି। କରଣ ସିଂହ ତ୍ୟାଗୀ ନିର୍ଦେଶିତ ଏହି ଚଳଚ୍ଚିତ୍ର ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଘଟିଥିବା ଜାଲିଆନଓ୍ବାଲା ବାଗ ହତ୍ୟାକାଣ୍ଡ ପରବର୍ତ୍ତୀ ଘଟଣାକ୍ରମ ଉପରେ ଆଧାରିତ। ଟିଜରରେ ଫିଲ୍ମର କାହାଣୀର ଝଲକ୍‌ ଦେଖିବାକୁ ମିଳିଛି।

୧ ମିନିଟ୍‌ ୨୯ ସେକେଣ୍ଡର ଏହି ଟିଜରର ପ୍ରଥମ ୩୦ ସେକେଣ୍ଡର ଭିଡିଓ ଦର୍ଶକଙ୍କ ହୃଦୟ ଥରାଇ ଦେଇଛି। ଭିଡିଓଟି ଯନ୍ତ୍ରଣାଦାୟକ ଚିତ୍କାରରୁ ଆରମ୍ଭ ହୋଇଛି, ଯେଉଁଥିରେ କୌଣସି ଦୃଶ୍ୟ କିମ୍ବା କୌଣସି ଶୀର୍ଷକ ନାହିଁ, କେବଳ ଲୋକମାନଙ୍କର ଚିତ୍କାର ଏବଂ କାନ୍ଦିବାର ଶବ୍ଦ ଶୁଣାଯାଉଛି, ଯାହା ଜଲିଆନୱାଲା ବାଗ ହତ୍ୟାକାଣ୍ଡର ଦୃଶ୍ୟକୁ ମନେ ପକାଇ ଦର୍ଶକଙ୍କ ହୃଦୟ ଥରାଇ ଦେଉଛି। ଟିଜର ଏକ ଡିସ୍‌କ୍ଲେମର ସହ ମଧ୍ୟ ଆରମ୍ଭ ହେଉଛି, ଯେଉଁଥିରେ ଲେଖା ହୋଇଛି, ‘‘ଏହି ଦୃଶ୍ୟଗୁଡ଼ିକ ଦେଖାଇବା ବହୁତ ଭୟଙ୍କର।’’

ଫିଲ୍ମରେ ଅକ୍ଷୟ ସାର୍‌ ସି. ଶଙ୍କରନ୍‌ ନାୟର ଭୂମିକାରେ ଅଭିନୟ କରିଛନ୍ତି, ଯିଏ କି ଜଣେ ନିର୍ଭୀକ ଓକିଲ। ପୁଷ୍ପା ପଲାତ ଓ ରଘୁ ପଲାତଙ୍କ ପୁସ୍ତକ ‘ଦି କେସ୍ ଦାଟ୍‌ ଶୁକ୍‌ ଦି ଏମ୍ପାୟର’ ଉପରେ ଆଧାରିତ ‘କେସରୀ ଚାପ୍ଟର ୨’ ଧର୍ମା ପ୍ରଡକ୍ସନ୍ସ, କେପ୍ ଅଫ୍ ଗୁଡ୍ ଫିଲ୍ମସ୍ ଏବଂ ଲିଓ ମିଡିଆ କଲେକ୍ଟିଭ୍ ଦ୍ୱାରା ନିର୍ମିତ। ଏଥିରେ ଅକ୍ଷୟ କୁମାରଙ୍କ ସହ ଆର. ମାଧବନ ଓ ଅନନ୍ୟା ପାଣ୍ଡେ ମଧ୍ୟ ଅଛନ୍ତି। ଚଳିତ ବର୍ଷ ଏପ୍ରିଲ ୧୮ରେ ପରଦାକୁ ଆସିବ ‘କେସରୀ ଚାପ୍ଟର ୨’।

You Might Also Like

ଧର୍ମଶାଳାରୁ ଦିଲ୍ଲୀ ପହଞ୍ଚିଲେ ଆଇପିଏଲ ପଞ୍ଜାବ କିଙ୍ଗସ ଖେଳାଳି

କାହିଁକି ବୁଡ଼ିଥିଲା ଟାଇଟନିକ୍‌ ଜାହଜ , ଆସନ୍ତୁ ଜାଣିବା ଏହା ବିଷୟରେ…

ପହଲଗାମରେ ପହଞ୍ଚିଲା NIA ଟିମ୍, ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଆହୁରି କଲବଲ କରିବ ଗରମ ସାଙ୍ଗକୁ ଗୁଳୁଗୁଳି, ୪୦ ଡିଗ୍ରୀ ଟପିଲା ପାରଦ

ରାଜ୍ୟରେ ଆହୁରି ବଢିବ ତାତି, ୨ରୁ ୪ ଡିଗ୍ରୀ ବଢିପାରେ ପାରଦ

TAGGED:#bollywood movie#entertainment news#UTKALA KHABARKesari-2New release2025
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?