Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଏସିପି ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ! ସହଜରେ ଗ୍ରହଣ କରିପାରୁନାହାଁନ୍ତି ଦର୍ଶକ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ଏସିପି ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ! ସହଜରେ ଗ୍ରହଣ କରିପାରୁନାହାଁନ୍ତି ଦର୍ଶକ

utkala khabar
Last updated: April 7, 2025 2:10 pm
utkala khabar
Published April 7, 2025
Share
SHARE

ଦୀର୍ଘଦିନ ଧରି ସିଆଇଡି ଶୋ ଚାଲିଆସୁଛି । ଯାହା ଲୋକପ୍ରିୟତାକୁ ବେଶ୍ ଭଲଭାବେ ଆପଣାଇପାରିଛି । ସିଆଇଡି ଶୋରେ ପ୍ରଦ୍ୟୁମ୍ନ ଚରିତ୍ରରେ ଅଭିନୟ କରୁଥିବା ଶିବାଜୀ ସାଟମଙ୍କ ମୃତ୍ୟୁ ଖବର ବର୍ତ୍ତମାନ ଜୋର ଚର୍ଚ୍ଚା ଧରିଛି । ଯିଏକି ଏସିପି ଭାବେ ନଜରରେ ଆସିଥାନ୍ତି । ୨୭ ବର୍ଷ ଧରି ଏହି ଶୋ ପାଇଁ ସେ କାର୍ଯ୍ୟ କରି ଆସୁଥିଲେ । ଏହି ଖବର ବ୍ୟାପିବା ପରେ ପ୍ରଶଂସକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଯାହାର ପୋଷ୍ଟରେ ପ୍ରଶଂସକମାନେ ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି । ଜାଣନ୍ତୁ କଣ କହିଛନ୍ତି ପ୍ରଶଂସକମାନେ ।

୧୯୯୮ ମସିହାରୁ ସିଆଇଡି ଶୋ ଆରମ୍ଭ ହୋଇ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ଜାଗା ତିଆରି କରିବାରେ ସଫଳ ହୋଇପାରିଛି । ପୂର୍ବ ଏପିସୋଡର ଏକ ବିସ୍ଫୋରଣରେ ଏସିପି ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ ଦେଖିବାକୁ ମିଳିଛି । ଗତ ଶନିବାରର ଏକ ସୋସିଆଲ ପେଜରେ ଏକ ଫଟୋ ସେୟାର ହୋଇଛି । ଫଟୋ ସେୟାର କରି କ୍ୟାପସନରେ ଲେଖାଯାଇଥିଲା, ଏସିପି ପ୍ରଦ୍ୟୁମ୍ନଙ୍କ ବିୟୋଗ ଏପରି କ୍ଷତି ଯାହାକୁ କେବେ ଭୁଲିହେବନାହିଁ ।  ପୋଷ୍ଟ ଦେଖିବା ପରେ ପ୍ରଶଂସକ ପ୍ରତିକ୍ରିୟା ରଖିବାକୁ ଯାଇ କହିଛନ୍ତି ଯେ, ଏହା କେବଳ ଏସିପି ପ୍ରଦ୍ୟୁମ୍ନଙ୍କ ଶେଷ ନୁହେଁ ବରଂ ସିଆଇଡିର ଶୋର ଶେଷ । ପିଲାଦିନରୁ ଦେଖିଆସୁଥିବା ଚରିତ୍ର ଏଭଳି ସିନ୍ ହୃଦୟକୁ ଭାଙ୍ଗିଦେଇଛି । ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରି ସିଆଇଡି ଶୋକୁ ବନ୍ଦ କରିବା ପାଇଁ କହିଛନ୍ତି ।

ସୂଚନାନୁଯାୟୀ ଶିବାଜୀ ସାଟମ ସିଆଇଡି ଶୋ ଛାଡିବାକୁ ଚାହିୁଁଛନ୍ତି ତେଣୁ ତାଙ୍କୁ ଏପିସୋଡରେ ହତ୍ୟା କରାଯାଇଛି ।

You Might Also Like

ଆତଙ୍କବାଦୀ ଆକ୍ରମଣ ପରେ ହିନାଙ୍କ ମାନସିକ ସ୍ୱାସ୍ଥ୍ୟ ଉପ‌ରେ ପ୍ରଭାବ ପଡ଼ିଛି

‘ଛୋରୀ-୨’ କୁ ନେଇ ଚର୍ଚ୍ଚାରେ ଅଛନ୍ତି ନୁସ୍‌ରତ ଭରୁଚା

କାହିଁକି ବିଗବି କେବିସି ଛାଡ଼ିବେ ? କିଏ କରିବେ ହୋଷ୍ଟ ?

ବଲିଉଡ ଅଭିନେତା ମୁକୁଲ ଦେବଙ୍କ ୫୪ ବର୍ଷ ବୟସରେ ପରଲୋକ

ସୃଷ୍ଟି ହେଲା ଲଘୁଚାପ, ୩‌୬ ଘଣ୍ଟାରେ ଅବପାତର ରୂପ ନେବ

TAGGED:#cid#entertainment news#Pradyuman#scp#Shivaji Satam#sony tv
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?