Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପୁଣି ୭ ବର୍ଷ ପରେ ବିଗିଡିଲା ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ସ୍ତ୍ରୀଙ୍କ ଦେହ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ପୁଣି ୭ ବର୍ଷ ପରେ ବିଗିଡିଲା ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ସ୍ତ୍ରୀଙ୍କ ଦେହ

utkala khabar
Last updated: April 11, 2025 3:36 pm
utkala khabar
Published April 11, 2025
Share
SHARE

ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ତାଙ୍କ ସ୍ତ୍ରୀ ତାହିରା କଶ୍ୟପ ଅନେକ ସମୟରେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ତାଙ୍କ ଜୀବନର ସୁଖ ଦୁଃଖକୁ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ୭ବର୍ଷ ତଳେ ସେ ପ୍ରଥମେ କ୍ୟାନସରରେ ପୀଡିତ ଥିଲେ ତାହିରା । କିନ୍ତୁ ପୁଣି ଥରେ ସେ ବ୍ରେଷ୍ଟ କ୍ୟାନସରରେ ପୀଡିତ ହୋଇଛନ୍ତି ।  ସ୍ୱାସ୍ଥ୍ୟବସ୍ଥାକୁ ନେଇ ସେ ବର୍ତ୍ତମାନ ସୋସିଆଲ ମିଡିଆରେ ଅପଡେଟ୍ ଦେଇଛନ୍ତି । ଥରେ କର୍କଟ ରୋଗ ବିରୁଦ୍ଧରେ ଜିତିଥିଲେ । ଏହି ରୋଗ ସହ ଲଢିବା ସାଧାରଣ କଥା ନୁହେଁ ବୋଲି ମଧ୍ୟ କହିଛନ୍ତି । ସୁସ୍ଥ ହେବା ପାଇଁ ପୁଣି ତାଙ୍କ ପ୍ରଚେଷ୍ଟାକୁ ଜାରି ରଖିଛନ୍ତି । ଏହା ବ୍ୟତୀତ ସୂର୍ଯ୍ୟମୁଖୀ ଫୁଲ ଧରି ଗୋଟିଏ ଫଟୋ ପୋଷ୍ଟ କରିଛନ୍ତି । ବୁଧବାର ଦିନ ରୋଗକୁ ନେଇ ସେୟାର କରିଥିବା ପୋଷ୍ଟଟି ଭାଇରଲ ହେବା ପରେ ପରିବାରବର୍ଗ, ବନ୍ଧୁ ଏବଂ ତାଙ୍କ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି । ତାଙ୍କୁ ଏଭଳି ଦୃଢ ମନୋବଳ ବଢାଇବା ପାଇଁ ଦେଉଥିବା ପ୍ରୋତ୍ସାହନକୁ ନେଇ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି  । ଯାହାକୁ ନେଇ ତାଙ୍କୁ ଶାନ୍ତି ଅନୁଭବ ହେଉଛି ।

ଅନ୍ୟପଟେ ତାହିରା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଆପଣଙ୍କର ସମସ୍ତ ପ୍ରେମ ଏବଂ ପ୍ରାର୍ଥନା ମତେ ଆନନ୍ଦ ଦେଇଛି । ଧନ୍ୟବାଦ ଜଣାଇବା ସହ ମୁଁ ଘରକୁ ଫେରି ଆସିଛି ଏବଂ ସୁସ୍ଥ ହେଉଛି ବୋଲି ମଧ୍ୟ କହିଛନ୍ତି । ଏହା ବ୍ୟତୀତ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ପ୍ରାର୍ଥନା କରୁଛନ୍ତି କେତେକଙ୍କୁ ସେ ଜାଣନ୍ତି ଏବଂ ଅନେକ ଅଛନ୍ତି ଯାହାକୁ ସେ ଜାଣିନାହାଁନ୍ତି । ଏବଂ ତଥାପି ସେ ସମସ୍ତଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି A

You Might Also Like

ଆମିରଙ୍କ ମାଆଙ୍କୁ ଭେଟିଲେ ପ୍ରେମିକା ଗୌରୀ, ସମ୍ପର୍କକୁ ମିଳିଲା ମଞ୍ଜୁରୀ

ଜହିରଙ୍କଠାରୁ ତଲାକ ନେବେ ସୋନାକ୍ଷୀ ସିହ୍ନା

ରାଜ୍ୟରେ ପ୍ରଚଣ୍ଡ ତାତିରୁ ଆଶ୍ୱସ୍ତି ଆଣିଛି କାଳବୈଶାଖୀ

କପିଲ୍ ଶର୍ମାଙ୍କର ଟ୍ରାନ୍ସଫର୍ମେନ୍ସ ଦେଖି ଉଡିଗଲା ଫ୍ୟାନ୍ସଙ୍କ ହୋସ୍

ଫିଲ୍ମ ସମୟରେ ଅକ୍ଷୟ, ସୈଫ୍ ଅଲ୍ଲୀ ଖାନଙ୍କୁ ଭଡକାଇଥିଲେ କାରୀନାଙ୍କ ବିରୋଧରେ

TAGGED:Ayushman khurransBollywood newsBreast cancerDisease
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?