Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଛତିଶଗଡ ଓ ତେଲେଙ୍ଗାନା ସୀମାରେ ସୁରକ୍ଷାକର୍ମୀଙ୍କ ଗାଡି ଉପରକୁ ବିସ୍ଫୋରଣ କରିଛନ୍ତି ନକ୍ସଲ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଛତିଶଗଡ ଓ ତେଲେଙ୍ଗାନା ସୀମାରେ ସୁରକ୍ଷାକର୍ମୀଙ୍କ ଗାଡି ଉପରକୁ ବିସ୍ଫୋରଣ କରିଛନ୍ତି ନକ୍ସଲ

utkala khabar
Last updated: May 8, 2025 12:51 pm
utkala khabar
Published May 8, 2025
Share
SHARE

ତେଲେଙ୍ଗାନା ୦୮/୫ N ଛତିଶଗଡ ଓ ତେଲେଙ୍ଗାନା ସୀମାରେ ନକ୍ସଲ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୂତ୍ରରୁ ମିଳିଥିବା ଖବର ମୁତାବକ, ସୁରକ୍ଷାକର୍ମୀଙ୍କ ଗାଡିକୁ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଛନ୍ତି । ଏଥିରେ ୩ ସେନା ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଏନେଇ ଆନୁଷ୍ଠାନିକ ଭାବରେ କୌଣସି ସୂଚନା ମିଳିନାହିଁ ।

ପୋଲିସର ବରିଷ୍ଠ ଅଧିକାରୀଙ୍କ ସୂଚନାନୁସାରେ, ମୁଲୁଗୁ ଜିଲ୍ଲାର ବଜିଦୁ-ପେରୁର ଥାନା ଅନ୍ତର୍ଗତ ଜଙ୍ଗଲରେ ନିୟମିତ ଅଭ୍ୟାସ କରୁଥିଲେ ଯବାନ । ସେହି ସମୟରେ ବୀରଭଦ୍ରବରମ୍ ଓ ତଡାପାଲା ପାହାଡିଆ ଅଂଚଳରେ ଆକ୍ରମଣ କରିଥିଲେ ନକ୍ସଲ । ସୂଚନା ମୁତାବକ, ଏହି ଅଂଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସର୍ଚ୍ଚ ଅପରେସନ ଚାଲିଛି ।

You Might Also Like

ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

କଳାଜାଇ କହିବ ଆପଣଙ୍କ ବ୍ୟକ୍ତିତ୍ଵ

ହାଇ କୋଲେଷ୍ଟ୍ରୋଲକୁ କିପରି କରିବେ କଣ୍ଟ୍ରୋଲ, ଜାଣନ୍ତୁ ଏହି ଉପାୟ

ବିଜେଡିର ବରିଷ୍ଠଙ୍କୁ ମିଳିଲା ନୂଆ ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ ବଣ୍ଟନ

ଶପଥ ନେଲେ ପ୍ରଧାନ ବିଚାରପତି ଜଷ୍ଟିସ୍‍ ବି.ଆର. ଗବାଇ

TAGGED:#UTKALA KHABARChatisgardNational newsTelangana
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?