Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଦୀପିକା କକ୍କର ଦ୍ୱିତୀୟ ପର୍ଯ୍ୟାୟ ଯକୃତ କର୍କଟ ରୋଗରେ ପୀଡ଼ିତ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ଦୀପିକା କକ୍କର ଦ୍ୱିତୀୟ ପର୍ଯ୍ୟାୟ ଯକୃତ କର୍କଟ ରୋଗରେ ପୀଡ଼ିତ

utkala khabar
Last updated: May 30, 2025 1:11 pm
utkala khabar
Published May 30, 2025
Share
SHARE

ଟେଲିଭିଜନ ଜଗତର ସୁନ୍ଦରୀ ଅଭିନେତ୍ରୀ ଦୀପିକା କକ୍କର କିଛିଦିନ ହେବ କଷ୍ଟଯନ୍ତ୍ରଣା ଦେଇ ଗତି କରୁଛନ୍ତି। ଦୀପିକା କକ୍କର ଦ୍ୱିତୀୟ ପର୍ଯ୍ୟାୟ ଯକୃତ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଏକଥାକୁ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ଜରିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।ଏଥିସହିତ ସେ ସମସ୍ତ ପ୍ରଶଂସକଙ୍କୁ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି। ଦୀପିକା କକ୍କର ଏବଂ ତାଙ୍କ ସ୍ୱାମୀ ସୋଏବ ଇବ୍ରାହିମ ପୂର୍ବରୁ ଏକ ବ୍ଲଗ ପୋଷ୍ଟ କରିଥିଲେ।

ଏଥିରେ ଦୀପିକାଙ୍କ ଯକୃତରେ ଏକ ଟ୍ୟୁମର ଥିବାର ସୂଚନା ଦେଇଥିଲେ।ଦୀପିକା କକ୍କର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ‘ଯେପରିକି ଆପଣମାନେ ସମସ୍ତେ ଜାଣନ୍ତି, ଗତ କିଛି ସପ୍ତାହ ଆମ ପାଇଁ ବହୁତ କଷ୍ଟକର ରହିଛି।

ପେଟର ଉପର ଭାଗରେ ଯନ୍ତ୍ରଣା ଯୋଗୁଁ ହସ୍ପିଟାଲ ଯିବାକୁ ପଡ଼ିଥିଲା। ସେଠାରେ ପରୀକ୍ଷା ପରେ ଜାଣିବାକୁ ପାଇଲୁ ଯେ ଯକୃତରେ ଏକ ଟେନିସ୍ ବଲ୍ ଆକାରର ଟ୍ୟୁମର ଅଛି। ତା’ପରେ ଜାଣିବାକୁ ପାଇଲୁ ଯେ ଉକ୍ତ ଟ୍ୟୁମର ଦ୍ୱିତୀୟ ପର୍ଯ୍ୟାୟ ମାଲିଗ୍ନାଣ୍ଟ (କର୍କଟ)।’ଜୀବନରେ ଏ ସମୟ ମୋ ପାଇଁ ସବୁଠାରୁ କଷ୍ଟକର ସମୟ। ତଥାପି ମୁଁ ସମ୍ପୂର୍ଣ୍ଣ ଭାବେ ସକାରାତ୍ମକ ଅଛି। ମୁଁ ଜାଣିଛି ପରିବାରଲୋକଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ଭଲପାଇବା ମୋ ସହିତ ଅଛି। ତେଣୁ ମୁଁ ଖୁବଶୀଘ୍ର ସୁସ୍ଥ ହୋଇଯିବି ସେ ଆଶା ମୋର ଅଛି।’

You Might Also Like

ସୃଷ୍ଟି ହେଲା ଲଘୁଚାପ, ୩‌୬ ଘଣ୍ଟାରେ ଅବପାତର ରୂପ ନେବ

ଶ୍ରୀମତୀ ବୁମ୍ରା କାହିଁକି ଫ୍ୟୁରିୟସ୍? ଦେଖନ୍ତୁ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ

ଆହୁରି ୩ ଦିନ ବର୍ଷିବ

ଆଜିଠାରୁ ୩ ମାସ ବନ୍ଦ ରହିବ ଭିତରକନିକା

ଜାଣନ୍ତୁ ଆପଣଙ୍କ ପାଇଁ ଆଜିର ଦିନଟି କେମିତି କଟିବ

TAGGED:#entertainment news#UTKALA KHABARDiagnosedInstagram postLiver cancerstage 2Television Actor
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?