Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଫ୍ଲିପକାର୍ଟର ଜବରଦସ୍ତ ସେଲ୍‌ ଶସ୍ତାରେ ମିଳିବ ଏସି ଠାରୁ ଆରମ୍ଭ କରି ସ୍ମାର୍ଟଫୋନ୍‌
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

ଫ୍ଲିପକାର୍ଟର ଜବରଦସ୍ତ ସେଲ୍‌ ଶସ୍ତାରେ ମିଳିବ ଏସି ଠାରୁ ଆରମ୍ଭ କରି ସ୍ମାର୍ଟଫୋନ୍‌

utkala khabar
Last updated: April 24, 2025 12:48 pm
utkala khabar
Published April 24, 2025
Share
SHARE

ଫ୍ଲିପକାର୍ଟରେ ମେ’ ୨ରେ ନୂଆ ସେଲ୍‌ ଆରମ୍ଭ ହେବାକୁ ଯାଉଛି। କମ୍ପାନୀ ପକ୍ଷରୁ ଏନେଇ ସୂଚନା ମିଳିଥିବା ବେଳେ ଏହାର ନାମ SASA LELE ବୋଲି କୁହାଯାଉଛି ।ଏହି ସେଲ୍‌ରେ ଅନେକ ଜିନିଷ ଉପରେ ଜବରଦସ୍ତ ଅଫର୍‌ ମିଳିବ। ଏହି ତାଲିକାରେ ଏସି ମଧ୍ୟ ରହିଛି । ଯଦି ଆପଣ ନୂଆ ଏସି କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ।ଏହାସହ ଏସବିଆଇ କାର୍ଡରେ କିଛି ସର୍ତ୍ତ ସହ ୧୦ ପ୍ରତିଶତ ରିହାତି ତୁରନ୍ତ ମିଳିବ। ଏହି ସେଲ୍‌ ଅନୁଯାୟୀ, ଗୋଟିଏ ଜିନିଷ କିଣିଲେ, ଅନ୍ୟଟିରେ ଖୁବ୍‌ ଅଧିକ ରିହାତି ମିଳିବ । ଏହି ସେଲ୍‌ରରେ ସ୍ମାର୍ଟଫୋନ୍‌, ବୈଦ୍ୟୁତିକ ଉପକରଣ, ଲାପ୍‌ଟପ୍‌ ଆଦିରେ ଜବରଦସ୍ତ ଅଫର୍‌ ମିଳିବ। ମେ’୨ରେ ସେଲ୍‌ ଆରମ୍ଭ ହେବ। ଖୁବ୍‌ ଶୀଘ୍ର ଗ୍ରାହକ ଜିନିଷ ଉପରେ କେତେ ରିହାତି ରହିଛି ଜାଣି ପାରିବେ।

You Might Also Like

ଆମିର ଖାନଙ୍କ ଆଗାମୀ ଫିଲ୍ମ “ସୀତାରେ ଜମିନ୍ ପର” ଜୁନ୍ ୨୦ରେ ରିଲିଜ

ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା, ମହାପ୍ରଭୁଙ୍କ ହେଲା ମହାସ୍ନାନ

ସୁନା ଦର ବଢ଼ିବା ପଛରେ ଟ୍ରମ୍ପ୍‌ଙ୍କ ହାତ, ପ୍ରଥମେ ମହଙ୍ଗା ପରେ ଶସ୍ତା

ବିଜେଡିର ବରିଷ୍ଠଙ୍କୁ ମିଳିଲା ନୂଆ ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ ବଣ୍ଟନ

କେମିତି ହୋଇଥିଲା ଏୟାରଷ୍ଟ୍ରାଇକ; କହିଲେ ୱିଙ୍ଗ କମାଣ୍ଡର ବ୍ୟୋମିକା ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀ

TAGGED:#UTKALA KHABARBusiness newsFlipkartOnline Shopping AppsSale
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?