Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭାରତରେ ମିଳୁଛି ଏହି ଶସ୍ତା କାର୍ Maruti Suzuki Alto K10
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

ଭାରତରେ ମିଳୁଛି ଏହି ଶସ୍ତା କାର୍ Maruti Suzuki Alto K10

utkala khabar
Last updated: April 24, 2025 11:46 am
utkala khabar
Published April 24, 2025
Share
SHARE

ଭାରତୀୟ ବଜାରରେ ଅନେକ ଶସ୍ତା କାର୍ ଉପଲବ୍ଧ । ଯେଉଁଥିରୁ ସବୁଠାରୁ ଶସ୍ତା କାର Maruti Alto K10 ପାଖରେ ଅଛି । Maruti Suzuki Alto K10 କୁ ନିକଟରେ ୬-ଟି ଏୟାରବ୍ୟଗ୍ ସହିତ ଅପଡେଟ୍ କରାଯାଇଛି । Maruti Alto ର ପ୍ରାଇସ୍ ପ୍ରାୟ ୪୨୩ ଲକ୍ଷ ଟଙ୍କା ରହିଛି । ଏହି କାରଟି ପେଟ୍ରୋଲ ଏବଂ CNG ଇଞ୍ଜିନ୍ ଅପ୍ସନ ସହିତ ଆସିଥାଏ ।

ଯଦି ଆପଣ କାରର ସାଇଜ୍ ଯୋଗୁଁ Maruti Alto ବଦଳରେ ଅନ୍ୟ ଏକ ହ୍ୟାଚବ୍ୟାକ୍ ଖୋଜୁଛନ୍ତି । ତେବେ ଏଠାରେ ଆପଣଙ୍କୁ ଏପରି କିଛି କାର୍ ବିଷୟରେ କହିବୁ, ଯାହା ଆପଣଙ୍କ ପାଇଁ ବେଷ୍ଟ ହୋଇପାରିବ । ଏଥି ସହ ଜାଣି ରଖନ୍ତୁ ଯେ ଏହି କାରଗୁଡିକ ମଧ୍ୟରେ Renault Kwid, Tata Tiago ଏବଂ Maruti Celerio ସାମିଲ୍ ଅଛି । ତେବେ ଆସନ୍ତୁ ଏହି କାରଗୁଡିକ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା ।

Maruti Suzuki Celerio :
Maruti Alto K10 ପରି, Celerio କାର୍ ମଧ୍ୟ Maruti Suzuki କମ୍ପାନୀର । ଏହା ମଧ୍ୟ ଏକ ହ୍ୟାଚବ୍ୟାକ୍, ଯାହାକୁ ୬ ରୁ ୮ ଲକ୍ଷ ଟଙ୍କା ବଜେଟ୍ ମଧ୍ୟରେ କିଣାଯାଇପାରିବ । ଏହି କାରର ଖାସ୍ କଥା ହେଉଛି ଏହା ଏକ ଭଲ ମାଇଲେଜ୍ ଦେଉଥିବା କାର୍, ଯାହା ପେଟ୍ରୋଲ୍ ଏବଂ CNG ଉଭୟରେ ଚାଲିଥାଏ । ଏହାର ଇଞ୍ଜିନ୍ ପେଟ୍ରୋଲରେ ୨୬.୮୮ କିଲୋମିଟର ପ୍ରତି ଲିଟର ଏବଂ CNG ର ୩୪.୪୩ କିଲୋମିଟର ପ୍ରତି କିଲୋଗ୍ରାମ୍ ମାଇଲେଜ୍ ଦେଇଥାଏ ।

Renault Kwid :
Maruti Celerio ପରେ, Renault Kwid ନାମ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଛି । ଏହି ହ୍ୟାଚବ୍ୟାକ୍ କାରଟି ୧-ଲିଟର ପେଟ୍ରୋଲ୍ ଇଞ୍ଜିନ ସହିତ ଲେସ୍, ଯାହା ୬୮PS ପାୱାର ଏବଂ ୯୧Nm ଟର୍କ ଜେନେରେଟ୍ କରେ । ଏଥି ସହ ପ୍ରତି ଲିଟର ପେଟ୍ରୋଲରେ ୨୨.୩ କିଲୋମିଟର ମାଇଲେଜ୍ ଦିଏ । ବଜାରରେ ଏହାର ପ୍ରାରମ୍ଭିକ ମୂଲ୍ୟ ୪.୭୦ ଲକ୍ଷ ଟଙ୍କାରୁ ୬.୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହା ବ୍ୟତୀତ, ଏହି କାରରେ ୨୭୯ ଲିଟର ବୁଟ୍ ସ୍ପେସ୍ ମଧ୍ୟ ଉପଲବ୍ଧ ।

Tata Tiago: ଏହି ସେଗମେଣ୍ଟରେ ଥାର୍ଡ କାର ହେଉଛି Tata କମ୍ପାନୀର Tata Tiago । ହୋମ ମାର୍କେଟରେ Tata Tiago କୁ ଏକ ଉନ୍ନତ ହ୍ୟାଚବ୍ୟାକ୍ କାର୍ ଭାବେର ବିବେଚନା କରାଯାଏ । ଯେଉଁଥିରେ ୧.୨ ଲିଟର ପେଟ୍ରୋଲ ଇଞ୍ଜିନ୍ ଉପଲବ୍ଧ । ଏହା ବ୍ୟତୀତ, ଏହା CNG ମଡେଲରେ ମଧ୍ୟ ଉପଲବ୍ଧ । ଏଥି ସହ ହୋମ ମାର୍କେଟରେ ଏହାର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ୭.୩୦ ଲକ୍ଷ ଟଙ୍କା ଏକ୍ସ-ଶୋରୁମ୍ ପର୍ଯ୍ୟନ୍ତ ରହିଛି । ଏହି କାରଟି ପାଞ୍ଚଟି ଭାରିଆଣ୍ଟରେ ଉପଲବ୍ଧ । Tata କମ୍ପାନୀ ଦାବି କରୁଛି ଯେ ଏହି କାରର ପେଟ୍ରୋଲ ଇଞ୍ଜିନ୍ ୨୦.୦୧kmpl ଏବଂ CNG ଇଞ୍ଜିନ୍ ୨୮.୦୬ km/km ମାଇଲେଜ୍ ଦିଇଥାଏ ।

You Might Also Like

ବିଜେଡିର ବରିଷ୍ଠଙ୍କୁ ମିଳିଲା ନୂଆ ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ ବଣ୍ଟନ

ସୁନ୍ଦରଗଡ଼ରେ ବେଆଇନ ଖଣି ଖନନ ଉପରେ ମନ୍ତ୍ରୀଙ୍କ ନେତୃତ୍ୟ

ଭୂକମ୍ପ ଝଟକାରେ ଥରିଲା ଜମ୍ମୁ କଶ୍ମୀର

ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା, ମହାପ୍ରଭୁଙ୍କ ହେଲା ମହାସ୍ନାନ

ଶ୍ରୀନଗରରେ ପହଞ୍ଚି ସେନା ମୁଖ୍ୟ ଜମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ

TAGGED:#UTKALA KHABARBusiness newsMaruti Alto K10Maruti Suzuki CelerioRenault Kwid
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?