Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଜାଣନ୍ତୁ କେମିତି ରହିବ ଆଜିର ଦିନ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଶିଫଳ

ଜାଣନ୍ତୁ କେମିତି ରହିବ ଆଜିର ଦିନ

utkala khabar
Last updated: April 22, 2025 11:28 am
utkala khabar
Published April 22, 2025
Share
SHARE

ତୁଳା– ଗୃହରେ ନୂତନ ଶୁଭ କାର୍ଯ୍ୟର ଆରମ୍ଭ ହେବ। ଅଟକିଥିବା କାର୍ଯ୍ୟର ସମାପ୍ତି ଘଟିବ। ଆୟରେ ବୃଦ୍ଧି ଘଟିବ। ମନରେ ଶାନ୍ତି ବଜାୟ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଘରକୁ ବନ୍ଧୁଙ୍କ ଆଗମନ ହେବ।

ବିଛା– କର୍ମ ଫଳ ନିଶ୍ଚିନ୍ତ ପ୍ରାପ୍ତ ହେବ। ଦୂର ସ୍ଥାନକୁ ଯାତ୍ରା ସଫଳ ହେବ। ନୂତନ ଯାନବାହାନ କ୍ରୟ କରିପାରନ୍ତି। ଅର୍ଥ ପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟରେ ବୃଦ୍ଧି ହେବ। ନୂଆ ଚାକିରି ପ୍ରାପ୍ତ ହୋଇପାରେ।

ଧନୁ– ଭାଗବତ ସେବାରେ ମନୋନିବେଶ କରିବେ। ଆଧ୍ୟାତ୍ମିକ ଚିନ୍ତାଧାରାରେ ବୃଦ୍ଧି ଘଟିବ। କିଛି ମାନସିକ ବିଷାଦ ମଧ୍ୟ ଦେଖା ଦେଇପାରେ। ଘରେ ଚିନ୍ତାଜନକ ପରିବେଶ ରହିବ। କିନ୍ତୁ ସମୟ ସହିତ ସବୁ କିଛି  ସମାଧାନ ହୋଇଯିବ ।

ମକର– ସନ୍ତାନର ଭବିଷ୍ୟତ ପାଇଁ ଧନ ନିବେଶ କରିବେ। ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିପାରେ। ଅଙ୍ଗରେ କ୍ଲେଶ ଦେଖା ଦେଇପାରେ। ସୁଖ ହାନି ହୋଇପାରେ। ମନ ଅସ୍ଥିର ରହିବ। ଚାକିରିରେ ପରିବର୍ତ୍ତନ ହୋଇପାରେ ।

କୁମ୍ଭ– ବନ୍ଧୁଙ୍କୁ ପାଖରେ ପାଇ ଖୁସି ଅନୁଭବ କରିବେ। ଅଟକିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। କର୍ମ କ୍ଷେତ୍ରରେ କିଛି ନୂଆ କରିବା ପାଇଁ ନିଜେ ପଦକ୍ଷେପ ନେଇପାରନ୍ତି। ପ୍ରେମ ସମ୍ପର୍କ ନିବିଡ଼ ହେବ। ବ୍ୟବସାୟୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିଛି।

ମୀନ– ଦିନଟି ଉତ୍ତମ ଫଳ ପ୍ରଦାନ କରିବ। ସମ୍ମାନ ପ୍ରାପ୍ତିର ଯୋଗ ରହିଛି। ଭ୍ରମଣ ଯୋଗ ରହିଛି। ମନରେ ସାମାନ୍ୟ ଗ୍ଲାନି ଦେଖା ଦେଇପାରେ। ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ଭଲ ଲାଭ ମିଳିପାରେ ।

ମେଷ– ଅର୍ଥ ଉପାର୍ଜନକୁ ନେଇ ଚିନ୍ତାରେ ପଡ଼ିବେ। କୌଣସି ସ୍ଥାନରେ ସମ୍ମାନ ହାନି ହେବାର ସମ୍ଭାବନା ରହିଛି। ଶାରୀରିକ ଓ ମାନସିକ ଚିନ୍ତାରେ ରହିବେ। ଦାମ୍ପତ୍ୟ ଜୀବନ ମଧ୍ୟମ ଫଳପ୍ରଦ କରିବ। ବିଦ୍ୟାର୍ଥୀମାନେ ଅଳ୍ପ ପରିଶ୍ରମୀ ହେବେ।

ବୃଷ– ସମ୍ମାନକୁ ଜଗି ରଖି କାର୍ଯ୍ୟ କରନ୍ତୁ। କୌଣସି ବିବାଦରେ ପଡ଼ି ଅଯଥା ସମୟ ନଷ୍ଟ କରିବେ। ବ୍ୟବସାୟ ଏତେ ଭଲ ଫଳ ଦେବ ନାହିଁ। ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେବ। ବିଦ୍ୟାର୍ଥୀମାନେ ରାଗ ଦ୍ୱେଷର ଶିକାର ହେବେ।

ମିଥୁନ– ଦୃଢ଼ ମନା ହୋଇ ସର୍ବ କାର୍ଯ୍ୟ ସମ୍ପାଦନ କରିବେ। କୌଣସି ନୂତନ କିମ୍ବା ପୁରାତନ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। କର୍ମ କ୍ଷେତ୍ରରେ ଉଚ୍ଚ ସମ୍ମାନର ପାତ୍ର ହେବେ। ବିଦ୍ୟାର୍ଥୀମାନେ ସଫଳତା ଅର୍ଜନ କରିବେ। ବ୍ୟବସାୟରେ ଲାଭର ଯୋଗ ରହିବ।

କର୍କଟ– ଯାନ ବାହାନରେ ସତର୍କତା ଅବଲମ୍ବନ କରନ୍ତୁ। ଆୟ ଠାରୁ ବ୍ୟୟ ଅଧିକ ରହିବ। ବନ୍ଧୁ ମାନଙ୍କ ସହ ଭ୍ରମଣରେ ଯାଇ ଖର୍ଚ୍ଚାନ୍ତ ହେବେ। ମୁଣ୍ଡ ବ୍ୟଥା ପରି ସମସ୍ତ ଦେଖା ଦେବ ।

ସିଂହ–  କୌଣସି ସ୍ଥାନକୁ ଯାତ୍ରା କରି ଶୁଭ ଫଳ ପ୍ରାପ୍ତି କରିବେ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ପରିବାରର ସହଯୋଗ ମିଳିବ। ବିଭିନ୍ନ ସୂତ୍ରରୁ ଆୟର ଯୋଗ ରହିଛି। ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତି ହେବ।

କନ୍ୟା– ଆୟ ଠାରୁ ଯଥେଷ୍ଟ ଅଧିକ ପରିମାଣରେ ବ୍ୟୟର ଯୋଗ ରହିଛି। କିଛି ଶାରୀରିକ ସମସ୍ୟା ଦେଖାଦେବ। ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ। କର୍ମ କ୍ଷେତ୍ରରେ ଆଳସ୍ୟ ଦେଖାଦେବ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ବହୁତ ଲାଭଦାୟକ ରହିଛି ।

 

You Might Also Like

ପ୍ରଶାନ୍ତ ଶତପଥୀଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା

ଆଜିଠୁ ପୁଣି ୪ ଦିନ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା

ଏପ୍ରିଲ ୨୧ ତାରିଖ ସୋମବାର, କେମିତି କଟିବ ଆଜିର ଦିନ

ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

TAGGED:#horoscope2025#rashifal#UTKALA KHABAR22th AprilAstrology News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?