Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କେମିତି କଟିବ ଆଜିର ଦିନଟି ଜାଣନ୍ତୁ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଶିଫଳ

କେମିତି କଟିବ ଆଜିର ଦିନଟି ଜାଣନ୍ତୁ

utkala khabar
Last updated: April 23, 2025 12:27 pm
utkala khabar
Published April 23, 2025
Share
SHARE

ତୁଳା– ମନରେ ଈର୍ଷା ଭାବ ସୃଷ୍ଟି ହେବ। ଅର୍ଥ ବିଷୟକୁ ନେଇ ଚିନ୍ତା ଲାଗି ରହିବ। ଗୃହରେ କଳହର ଯୋଗ ରହିଛି। ମାନସିକ ଅଶାନ୍ତି ଦେଖା ଦେଇପାରେ। ଦାମ୍ପତ୍ୟ ଜୀବନ ଏତେ ଭଲ ରହିବ ନାହିଁ। ଅର୍ଥ ସ୍ଥିତିରେ ଅବନତି ଘଟିବ।

ବିଛା– ପ୍ରତିରୋଧର ଶିକାର ହେବେ। ମାନହାନି ହେବାର ସମ୍ଭାବନା ରହିଛି। ସନ୍ତାନଙ୍କୁ ନେଇ ଚିନ୍ତା ରେ ରହିବେ। ଯାନ ବାହାନରେ ସତର୍କତା ଅବଲମ୍ବନ କରନ୍ତୁ। ଅଙ୍ଗରେ ଆଘାତ ଲାଗିପାରେ ।

ଧନୁ– କିଛି ହାସଲ କରିବା ପାଇଁ ସଂକଳ୍ପ ବଦ୍ଧ ହେବେ। କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ। ଅଧିକାରୀଙ୍କ ଠାରୁ ସମ୍ମାନ ମିଳିବ। ହେଲେ ମଧ୍ୟ ପରିଶ୍ରମର ପରିମାଣ ଅଧିକ ରହିବ। ମୁଣ୍ଡ ବ୍ୟଥା ଭଳି ସମସ୍ୟା ଦେଖା ଦେଇପାରେ ।

ମକର– ମନରେ ଅନିଚ୍ଛା ଭାବ ପ୍ରକାଶ ପାଇବ। ଅଯଥା ଅର୍ଥ ବ୍ୟୟ ହେବାର ସମ୍ଭାବନା ରହିଛି। ଏକାଗ୍ରତାର ଅଭାବ ରହିବ ଏବଂ ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବ ନାହିଁ।

କୁମ୍ଭ– ଆଶାଠାରୁ ଅଧିକ ଧନ ଉପାର୍ଜନ ହେବ। କର୍ମ କ୍ଷେତ୍ରରେ ଚଞ୍ଚଳ ହେବେ। ସମ୍ମାନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି। ପ୍ରେମ ସମ୍ପର୍କ ନିବିଡ଼ ହେବେ। ବିଦ୍ୟାର୍ଥୀମାନେ ଲାଭବାନ ହେବେ। ବ୍ୟବସାୟରେ ଉନ୍ନତିର ଯୋଗ ରହିଛି ।

ମୀନ– ମନ ସାମାନ୍ୟ ଚଞ୍ଚଳ ରହିବ। ଭ୍ରମଣର ଯୋଗ ରହିଛି। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ମାତା-ପିତାଙ୍କ ଆଶୀର୍ବାଦ ମିଳିବ। ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦ୍ୱାରା ଅସୁବିଧା ହୋଇପାରେ। ବିଦ୍ୟାର୍ଥୀମାନେ କର୍ମଫଳ ପ୍ରାପ୍ତ କରିବେ ।

ମେଷ– ଏକାଦଶ ଚନ୍ଦ୍ର ଯୋଗୁ ବାହ୍ୟ ସୂତ୍ରରୁ ଆୟର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପରିବାରରେ ଖୁସି ଲାଗି ରହିବ। ବ୍ୟବସାୟରେ ନୂତନ ଆଶା ଦେଖାଯିବ। ଭ୍ରମଣ ଯୋଗ ଶୁଭ ହେବ। ବିଦ୍ୟାର୍ଥୀ କର୍ମ ଫଳ ପ୍ରାପ୍ତ କରିବେ।

ବୃଷ– ସର୍ବ କାର୍ଯ୍ୟରେ ସିଦ୍ଧି ହେବ। ଭାଗବତ ବିଶ୍ୱାସୀ ହେବେ, ଯାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ବ୍ୟବସାୟ ପାଇଁ ଯାତ୍ରା କରିପାରନ୍ତି। ଚାକିରିରେ ଉଚ୍ଚସ୍ଥାନ ପ୍ରାପ୍ତି ହେବ ।

ମିଥୁନ– ଯାନବାହାନ ଚଳାଚଳରେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ। କିଛି କଥାକୁ ନେଇ ମନରେ ବିଷାଦ ଭାବ ସୃଷ୍ଟି ହେବାର ସମ୍ଭାବନା ରହିଛି।ବ୍ୟବସାୟରେ ସାମାନ୍ୟ କ୍ଷତି ହୋଇପାରେ। ବିଦ୍ୟାର୍ଥୀମାନେ ମାନଯୋଗୀ ହେବେ।

କର୍କଟ– ପରିବାରରେ ସୁଖ ହାନି ଘଟିବ। ଅଙ୍ଗରେ ଆଘାତ ଲାଗିଲା ଭଳି ସମସ୍ୟା ଦେଖା ଦେବ। ଦେହ ପୀଡ଼ା ଯୋଗୁ ଅଳସୁଆ ହେବେ। ଅଯଥା ବ୍ୟୟର ଯୋଗ ରହିଛି। କର୍ମ କ୍ଷେତ୍ରରେ ମନସ୍ତାପ କରିବେ। ବିଦ୍ୟାର୍ଥୀ ମାନେ ପରିଶ୍ରମର ଫଳ ପ୍ରାପ୍ତ କରିବେ ନାହିଁ।

ସିଂହ– ବନ୍ଧୁଙ୍କ ସହ ଭ୍ରମଣରେ ଯାଇପାରନ୍ତି। ଗୃହକୁ ଅତିଥିଙ୍କ ଆଗମନ ହେବ। କର୍ମ କ୍ଷେତ୍ରରେ ସର୍ବ କାର୍ଯ୍ୟରେ ସିଦ୍ଧି ହେବ।ପୁରୁଣା ସମସ୍ୟାର ସମାଧାନ ହେବ। ବ୍ୟବସାୟ ମଧ୍ୟମ ହେବ।

କନ୍ୟା– ମାନସିକ ସ୍ତରରେ ବିବ୍ରତ ହେବେ। ନିଜ କ୍ରୋଧକୁ ନିଜ ନିୟନ୍ତ୍ରଣରେ ରଖିପାରିବେ ନାହିଁ। ନୂତନ ଚାକିରିର ଯୋଗ ରହିଛି। କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ। ଗୃହରେ ଶୁଭ କର୍ମ ହୋଇପାରେ। ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ ।

 

You Might Also Like

ଭୁବନେଶ୍ୱରରେ ୧୦୦ ଏକର ଜମିରେ ନିର୍ମାଣ ହେବ ସାଇନ୍ସ ସିଟି

କେଶ ବୃଦ୍ଧି ପାଇଁ ଖାଆନ୍ତୁ ଏହିସବୁ ମଞ୍ଜି, ମିଳିବ ଜବରଦସ୍ତ ଫାଇଦା

ପ୍ରଶାନ୍ତ ଶତପଥୀଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା

କେନ୍ଦ୍ର ସରକାରଙ୍କ କ୍ୟାବିନେଟରେ ବଡ଼ ନିଷ୍ପତ୍ତି, ଜାତିଭିତ୍ତିକ ଜନଗଣନାକୁ ଅନୁମତି

ପୁରୀ ବଡ଼ଦାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

TAGGED:#horoscope2025#rashifal#UTKALA KHABARAstrology News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?