Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କେମିତି କଟିବ ଆଜିର ଦିନଟି ଜାଣନ୍ତୁ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଶିଫଳ

କେମିତି କଟିବ ଆଜିର ଦିନଟି ଜାଣନ୍ତୁ

utkala khabar
Last updated: May 12, 2025 10:30 am
utkala khabar
Published May 12, 2025
Share
SHARE

ମକର– ସପ୍ତମ ଚନ୍ଦ୍ର ହେତୁ ସର୍ବ କାର୍ଯ୍ୟ ସିଦ୍ଧି ହେବ। କର୍ମ କ୍ଷେତ୍ରରେ ବୁଦ୍ଧିବିଚାରୀ କାର୍ଯ୍ୟ କରନ୍ତୁ। ଯାନ ବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ। ଦମ୍ପତିଙ୍କ ମଧ୍ୟରେ ସୁସମ୍ପର୍କ ଲାଗି ରହିବ।

କୁମ୍ଭ– ଷଷ୍ଠ ଚନ୍ଦ୍ର ହେଲେ ସବୁ ପ୍ରକାର ଶୁଭ ଦାୟକ। ଏହାର ଅର୍ଥ କର୍ମ କ୍ଷେତ୍ରରେ କ୍ଷମତାର ବିକାଶ ହେବ। ଧର୍ମ କର୍ମରେ ମନୋନିବେଶ କରିବେ। ଦିନଟି ବ୍ୟସ୍ତ ବହୁଳ ରହିଲେ ମଧ୍ୟ ଅନେକ ସୁଫଳ ପ୍ରଦାନ କରିବ।

ମୀନ– ଅର୍ଥ ବିଷୟରେ ଚିନ୍ତା କରିବେ। ବନ୍ଧୁଙ୍କ ସହ କିଛି ବିଶେଷ ଆଲୋଚନାରେ ଦିନ କଟିବ। ଦାମ୍ପତ୍ୟ ଜୀବନରେ ବିବାଦର ସମ୍ଭାବନା ଅଛି। ପିତାମାତାଙ୍କ ଆଶୀର୍ବାଦ ନେବା ପରେ ଘରୁ ବାହାରକୁ ଯାଆନ୍ତୁ।

ମେଷ– ଚତୁର୍ଥ ଚନ୍ଦ୍ର ଯୋଗ ରହିଥିବାରୁ, ମୂଲ୍ୟବାନ ଦ୍ରବ୍ୟ କିଛି ନଷ୍ଟ ହୋଇପାରେ। ଦିନରେ କିଛି ବାଧା ବିଘ୍ନ ଦେଖା ଦେଇପାରେ। କରିଥିବା ଆର୍ଥିକ ଯୋଜନା ଅଳ୍ପ ଲାଭ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ ନାହିଁ।

ବୃଷ– କାର୍ଯ୍ୟ କ୍ଷେତ୍ରରେ ପ୍ରାଧାନ୍ୟ ବୃଦ୍ଧି ପାଇବ। ପୁରୁଣା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ। ଧନ ସଂପତ୍ତିରେ ବୃଦ୍ଧି ଘଟିବ। ପ୍ରେମ ସମ୍ପର୍କ ସୁଦୃଢ଼ ହେବ। ଛାତ୍ରଛାତ୍ରୀମାନେ ଅଧିକ ପଢ଼ିବାକୁ ଇଛୁକ ହେବେ।

ମିଥୁନ– ଆଳସ୍ୟର ବଶବର୍ତ୍ତୀ ହେବେ। ପରିଶ୍ରମର ଫଳ ପ୍ରାପ୍ତି ହେବ। ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବ। ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ।  ଆୟରେ ବୃଦ୍ଧି ହେବ।

କର୍କଟ–  ରାଶି ପାଇଁ ଶ୍ରୀ ଚନ୍ଦ୍ର। ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଚାକିରିରେ ପଦୋନ୍ନତି ଘଟିବ। ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି। ବିଦେଶ ଯାତ୍ରା ପାଇଁ ଦିନଟି ଖୁବ୍ ଭଲ ରହିବ।

ସିଂହ– ଦ୍ଵାଦଶ ଚନ୍ଦ୍ର କାଳ ଭୋଗ ଯୋଗୁ, ଶତ୍ରୁ ଭୟ ରହିବ। ଆୟଠାରୁ ବ୍ୟୟ ଅଧିକ ରହିବ। ଭ୍ରମଣ ଯୋଗୁ ଖର୍ଚ୍ଚାନ୍ତ ହେବେ। ନୂତନ ବିନିଯୋଗରେ ବିପୁଳ ଅର୍ଥ କ୍ଷତି ହୋଇପାରେ। ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରାଯାଇପାରେ।

କନ୍ୟା– ଏକାଦଶ ଚନ୍ଦ୍ର କାଳ ଭୋଗ ଯୋଗୁ, ଗୃହରେ ନିଶ୍ଚିନ୍ତ ଭାବରେ ଶୁଭ କାର୍ଯ୍ୟ ହେବ। ସର୍ବ କାର୍ଯ୍ୟ ସଫଳ ହେବ। ଧନପ୍ରାପ୍ତିର ଯୋଗ ରହିଛି। ଇଚ୍ଛା କରିଥିବା ବସ୍ତୁ ପ୍ରାପ୍ତ କରିବେ। ବନ୍ଧୁଙ୍କ ସାହାଯ୍ୟରେ ଲାଭ ପାଇଁ ସୁଯୋଗ ପାଇପାରିବେ।

ତୁଳା– ଦୂର ଯାତ୍ରାର ଯୋଗ ରହିଛି। ସର୍ବ କାର୍ଯ୍ୟ ସଫଳ ହେବ। ମନରେ ଆତ୍ମ ସନ୍ତୋଷ ଲାଗି ରହିବ। କାମ କରିବାକୁ ନୂଆ ସୁଯୋଗ ପାଇବେ। ସମସ୍ୟାର ସମାଧାନ ହେବ। ପରିବାର ସଦସ୍ୟ ସାହାଯ୍ୟ କରିବେ।

ବିଛା– ଶୁକ୍ଳ ପକ୍ଷ ନବମ ଚନ୍ଦ୍ର ଭୋଗ ହେତୁ ପରୋପକାର କରି ଖୁସି ଅନୁଭବ କରିବେ। କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ଶିଖିବାକୁ ମିଳିବ। ଲାଗି ରହିଥିବା ମାଲି ମୋକଦ୍ଦମାର ଅନ୍ତ ଘଟିବ। ବିଶ୍ରାମ କରିବାକୁ ସମୟ ମିଳିବ।

ଧନୁ–  ଅର୍ଥ ବ୍ୟୟର ଯୋଗ ରହିଛି। ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେବ। ପୁରୁଣା କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ। ଧନ ସଂପତ୍ତିରେ ବୃଦ୍ଧି ଘଟିବ। ପ୍ରେମ ସମ୍ପର୍କ ସୁଦୃଢ଼ ହେବ।

You Might Also Like

ଅନଲାଇନ ଗେମରେ କିଏ କୋଟିପତି ତ କିଏ କାଙ୍ଗାଳ!

କେଉଁଠି ଅଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ?

Bajaj ଲଞ୍ଚ କଲା ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର, ଜାଣନ୍ତୁ ଫିଚର୍ସ ଏବଂ ପ୍ରାଇସ୍

ବହୁଚୁରା ମାଁତାଙ୍କ ଷୋହଳ ପୁଜା ଅନୁଷ୍ଠିତ

ଶପଥ ନେଲେ ପ୍ରଧାନ ବିଚାରପତି ଜଷ୍ଟିସ୍‍ ବି.ଆର. ଗବାଇ

TAGGED:#rashifal#UTKALA KHABARHoroscope 2025
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?