Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଜିର ରାଶିଫଳ ଜାଣନ୍ତୁ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଶିଫଳ

ଆଜିର ରାଶିଫଳ ଜାଣନ୍ତୁ

utkala khabar
Last updated: June 5, 2025 10:45 am
utkala khabar
Published June 5, 2025
Share
SHARE

ମେଷ – ଷଷ୍ଠ ଚନ୍ଦ୍ର ଯୋଗୁଁ ସବୁ ପ୍ରକାର ଶୁଭ ଦାୟକ । ବନ୍ଧୁ ମିଳନର ଯୋଗରହିବ। ବ୍ୟବସାୟରେ ଇଚ୍ଛାକୃତ ଲାଭ ପାଇବା ପରେ ଆପଣ ବହୁତ ଖୁସି ହେବେ । ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ସଚେତନ ରୁହନ୍ତୁ ।

ବୃଷ – ଜୀବନ ଉତ୍ତମ ରହିବ ହେଲେ ମଧ୍ୟ ମନ ସାମାନ୍ୟ ଚିନ୍ତାରେ ରହି ପାରେ । ଶାରୀରିକ ଅସୁସ୍ଥତା ମଧ୍ୟ କିଛି ଦେଖା ଦେବ । ବ୍ୟବସାୟରେ ଯାତ୍ରା କରି ପାରନ୍ତି ଯାହା ଆପଣଙ୍କୁ ଲାଭଦାୟକ ହେବ ।

ମିଥୁନ – ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ଅଙ୍ଗରେ କୌଣସି ଆଘାତ ଲାଗିପାରେ । ଅପଦସ୍ତ ହେବାରୁ ନିଜକୁ ରୋକନ୍ତୁ । ମାନସିକ ଚିନ୍ତାରେ ରହି ନିଷ୍ପତି ନେବେ । ଛାତ୍ର ଛାତ୍ରୀ ମାନେ ବ୍ୟସ୍ତତାରେ ଦିନ କାଟିବେ।

କର୍କଟ – ତୃତୀୟ ଚନ୍ଦ୍ର ଯୋଗ ରହି ଥିବାରୁ , ଦିନଟି ଖୁସିରେ କଟିବ ଭ୍ରମଣର ଯୋଗ ରହିବ । କୌଣସି ସ୍ଥାନରୁ ସମ୍ମାନର ଅଧିକାରୀ ହେବେ । ଚାକିରିରେ ପଦୋନ୍ନତି ମିଳିବ । ଲାଗିଥିବା ସମସ୍ୟାର ସମାଧାନ ହେବ ।

ସିଂହ – କୌଣସି କାର୍ଯ୍ୟ କିମ୍ବା ବସ୍ତୁକୁ ନେଇ ଆଶାବାଦୀ ହୋଇ ରହିବେ। ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ପ୍ରାପ୍ତ ହେବ । ଆୟର ଯୋଗ ଉତ୍ତମ ରହିବ ।

କନ୍ୟା – ମନ ପ୍ରସନ୍ନ ଓ ପ୍ରଫୁଲ୍ଲ ରହିବ । ଉତ୍ତମ ଫଳ ଲାଭ ହେବ ।ଧର୍ମ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବେ । ଚାକିରି ରେ ପଦୋନ୍ନତି ଘଟିବ ।

ତୁଳା – ଦ୍ଵାଦଶ ଚନ୍ଦ୍ର ରହିଥିବାରୁ , ଶାରୀରିକ ସମସ୍ୟା ଦେଖା ଦେବ ।ତଳିପେଟ ରେ ଯନ୍ତ୍ରଣା ଦେଖା ଦେବ ଆର୍ଥିକ ବ୍ୟୟ ରେ ଦିନଟି କଟିବ।

ବିଛା – ଏକାଦଶ ଚନ୍ଦ୍ର ରେ ସର୍ବ କାର୍ଯ୍ୟ ସଫଳ ହେବା ସହ ଗୃହ ରେ ନୂତନ କାର୍ଯ୍ୟ ଆରମ୍ଭ ହେବ ।ଦିନଟି ରେ ବହୁତ୍ ଭଲ ଯୋଗ ରହିଛି ।

ଧନୁ – ଦଶମ ଚନ୍ଦ୍ର ରେ ସର୍ବ କର୍ଯ୍ୟ ସଫଳ ଚନ୍ଦ୍ର ରେ ସର୍ବଚାକିରି କ୍ଷେତ୍ର ରେ ସମ୍ମାନ ଓ ପଦୋନ୍ନତି ର ଯୋଗ ରହିଛି । ଗୃହ କୁ ବନ୍ଧୁ ଙ୍କ ଆଗମନ ହୋଇପାରେ । ବ୍ୟବସାୟ ରେ ଲାଭ ଯୋଗ ରହିଛି ।

ମକର – ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ ।ଶତ୍ରୁ ଭୟ ରହିବ । ଚିନ୍ତାକୁ ଦୂରୀଭୂତ କରନ୍ତୁ । ଧନ ଲାଭର ସଂଯୋଗ ରହିଛି । ଖର୍ଚ୍ଚ ମଧ୍ୟ ଅଧିକ ହୋଇ ପାରେ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତାରେ ରହିବେ ।

କୁମ୍ଭ – ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ଅଙ୍ଗରେ ଆଘାତ ଲାଗିପାରେ । ବ୍ୟବସାୟରେ ଧୀର ବୃଦ୍ଧି ହେବ । ଆୟ ଠାରୁ ବ୍ୟୟ ବଢିବ ରହିବ । ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡି ପାରେ । ଭ୍ରମଣ ଯୋଗ ରହିଛି ।

ମୀନ – ସପ୍ତମ ଚନ୍ଦ୍ର ଯୋଗୁଁ ପରିବାରରେ ସୁଖ ସନ୍ତୋଷ ରହିବ ।

You Might Also Like

କାହିଁକି ବୁଡ଼ିଥିଲା ଟାଇଟନିକ୍‌ ଜାହଜ , ଆସନ୍ତୁ ଜାଣିବା ଏହା ବିଷୟରେ…

ଶନିବାର ଆଜିର ଦିନଟି କେମିତି କଟିବ ଆପଣଙ୍କର ଜାଣନ୍ତୁ

କରୋନା ନେଲା ୧୧ ଜଣଙ୍କର ମୁଣ୍ଡ

ଖରା ଦିନେ ଘିମିରି ସମସ୍ୟାରୁ କିପରି ମୁକ୍ତି ପାଇବେ ଜାଣନ୍ତୁ

ଫିଲ୍ମ ସମୟରେ ଅକ୍ଷୟ, ସୈଫ୍ ଅଲ୍ଲୀ ଖାନଙ୍କୁ ଭଡକାଇଥିଲେ କାରୀନାଙ୍କ ବିରୋଧରେ

TAGGED:#horoscope#UTKALA KHABARAstrologer NewsAstrology NewsRashifal 2025
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?