Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପ୍ରତିଦିନ ପଇଡ ପାଣି ପିଇଲେ ଶରୀର ପାଇଁ ବେଶ ଉପକାରୀ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ପ୍ରତିଦିନ ପଇଡ ପାଣି ପିଇଲେ ଶରୀର ପାଇଁ ବେଶ ଉପକାରୀ

utkala khabar
Last updated: May 1, 2025 5:28 pm
utkala khabar
Published May 1, 2025
Share
SHARE

ଖରାଦିନରେ ପଇଡ଼ ପାଣି ବେଶ୍ ଉପକାରୀ ଜାଣିଥିବେ ନିଶ୍ଚୟ, କିନ୍ତୁ ଏହା ଶୀତଋତୁରେ ବି ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ଜାଣନ୍ତି କି? ଅନେକ ଲୋକ ଭାବନ୍ତି ଯେ ଗ୍ରୀଷ୍ମଦିନେ ପଇଡ଼ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ, କିନ୍ତୁ ସେପରି ହୁଏନାହିଁ। ଗ୍ରୀଷ୍ମଦିନେ ପଇଡ଼ ପାଣି ଶରୀରକୁ କେବଳ ଭିତରୁ ଶକ୍ତିଶାଳୀ କରେ ନାହିଁ, ବରଂ ଅନେକ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ବିଶେଷକରି ଶୀତ ଦିନରେ ଲୋକମାନେ ପାଣି ପିଇବାକୁ ଅମଙ୍ଗ ହୁଅନ୍ତି। ଏପରି ସମୟରେ ପଇଡ଼ ପାଣି ଶରୀରକୁ ହାଇଡ୍ରେଟ ରଖିବାରେ ପ୍ରମୁଖ ଭୂମିକା ନିଭାଇଥାଏ। କେବଳ ଏତିକି ନୁହେଁ, ପଇଡ଼ ପାଇ ଶୀତଦିନେ ଶରୀରକୁ ଏକାଧିକ ଲାଭ ଦେଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ
ଗ୍ରୀଷ୍ମଦିନେ ରୋଗ ଶୀଘ୍ର ଆକ୍ରମଣ କରେ। ଏହାର ମୁଖ୍ୟ କାରଣ ପ୍ରତିରୋଧ ଶକ୍ତିର ଅଭାବ। ତେଣୁ, ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ପାଇଁ ପଇଡ଼ ପାଇଁ ହେଉଛି ସର୍ବତ୍କୃଷ୍ଠ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।

ଚର୍ମରେ ଚମକ ଆଣେ
ଗ୍ରୀଷ୍ମଦିନେ ଚର୍ମ ପ୍ରାୟତଃ ଶୁଷ୍କ ହୋଇଯାଏ। ଏପରି ସ୍ଥିତିରେ, ଯଦି ଆମେ ପଇଡ଼ ପାଣି ପିଇଥାଉ, ଏହା ଆମ ଚର୍ମକୁ ପ୍ରାକୃତିକ ଭାବରେ ଆର୍ଦ୍ର କରିବାରେ ସାହାଯ୍ୟ କରେ। ପଇଡ଼ ପାଣି ଚର୍ମକୁ ଭିତରରୁ ହାଇଡ୍ରେଟ୍ ରଖେ। ଏହା ଚର୍ମର ପ୍ରାକୃତିକ ଚମକକୁ ବଜାୟ ରଖିବା ସହ ଶୁଷ୍କ ହେବାକୁ ଦିଏନାହିଁ।

You Might Also Like

କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ

ଭିଟାମିନ-ସି ଅଭାବରୁ କ’ଣ ହୁଏ? ଜାଣନ୍ତୁ

ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଥିଲେ ସାବଧାନ ହୋଇଯାଆନ୍ତୁ

ଖରାଦିନେ ଖାଆନ୍ତୁନାହିଁ ଏହି ୫ଟି ଫଳ, ନଚେତ ହୋଇପାରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା

ଖରାଦିନେ ଅଞ୍ଜିର ଜୁସ୍ ପିଇବା ଦ୍ଵାରା ପେଟକୁ ଥଣ୍ଡା କରିଥାଏ

TAGGED:#benefits#healthCoconut waterLifestyle news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?