Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ତ୍ୱଚାରେ ଚମକ ଆଣିଥାଏ ନଡ଼ିଆ କ୍ଷୀର, ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବା
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ତ୍ୱଚାରେ ଚମକ ଆଣିଥାଏ ନଡ଼ିଆ କ୍ଷୀର, ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବା

utkala khabar
Last updated: April 18, 2025 12:59 pm
utkala khabar
Published April 18, 2025
Share
SHARE

ନଡ଼ିଆ  ଘରୁ ଆରମ୍ଭ କରି ମନ୍ଦିର ତଥା ପୂଜାର୍ଚ୍ଚନା ସବୁଠି କାମରେ ଲାଗିଥାଏ । ନଡ଼ିଆରେ ଅନେକ ଖାଦ୍ୟ ତଥା ପିଠା ପଣା ତିଆରି ହୁଏ । ସେହିପରି ନଡ଼ିଆ କ୍ଷୀର ଏବଂ ନଡ଼ିଆ ତେଲରେ ରୋଷେଇ ହୁଏ ।  ନଡ଼ିଆରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ଶରୀରକୁ ସୁସ୍ଥ ରଖିଥାଏ ।  ମହିଳାମାନେ ନିଜ ତ୍ୱଚାକୁ ନେଇ ଅଧିକ ଚିନ୍ତା କରିଥାନ୍ତି । ସେଥିପାଇଁ ମହିଳା ନିଜ ତ୍ୱଚାରେ ଚମତ୍କାରିତା ଆଣିବା ପାଇଁ ଅନେକ ଜିନିଷ ବ୍ୟବହାର ମଧ୍ୟ କରଥାନ୍ତି । ସକାଳୁ ଉଠିବା ପରେ ସାଧାରଣତଃ ଶରୀରର ଚର୍ମ  ଶୁଖିଲା ଦେଖାଯାଇଥାଏ । କିନ୍ତୁ ନଡ଼ିଆ କ୍ଷୀର ତ୍ୱଚାରେ ଗୋଟିଏ ଚମକ ଆଣିଦେଇଥାଏ ।

ନଡ଼ିଆ କ୍ଷୀର ଯେତିକି ସ୍ୱାଦିଷ୍ଟ ଦେହ ପାଇଁ ମଧ୍ୟ ସେତିକି ହିତକାରୀ । ନଡ଼ିଆ ସୁସ୍ଥ ଶରୀର ପାଇଁ ବେଶ୍ ପ୍ରଭାବଶାଳୀ । ନଡ଼ିଆ କ୍ଷୀର ପ୍ରଚୁର ପୋଷାକ ତତ୍ତ୍ୱରେ ଭରପୁର । ଯାହା ବଡ଼ି ଫଙ୍ଗସନ୍ ପାଇଁ ଜରୁରୀ । ଯେଉଁଥିପାଇଁ ଡାକ୍ତରମାନେ ଡାଏଟ୍ ପାଇଁ ନଡ଼ିଆକୁ ଖାଦ୍ୟରେ ସାମିଲ କରିବାକୁ ପରାମର୍ଶ ଦେଇଥାନ୍ତି । ନଡ଼ିଆ କ୍ଷୀର ପିଇବା ଦ୍ଵାରା ଆମ ଶରୀରକୁ ଲାଭ  ମିଳିଥାଏ ।

ନ୍ୟୁଟ୍ରେସନରେ ଭରପୁର : ନଡ଼ିଆ କ୍ଷୀରରେ ଭିଟାମିନ ସି, ଇ, ବି, ମ୍ୟାଗ୍ନେସିୟମ, ପୋଟାସିୟମ, ଆଇରନ ଭଳି ଅନେକ ପୋଷାକ ତତ୍ତ୍ଵ ଭରପୁର ମାତ୍ରାରେ ରହିଥାଏ ।

କୋଲେଷ୍ଟ୍ରୋଲରେ ହ୍ରାସ : ନଡ଼ିଆ କ୍ଷୀରରେ ମିଡ଼ିୟମ ଚେନ୍ ଟ୍ରାଇଗ୍ଲିସରାଇଡ୍ସ ରହିଥାଏ । ଯାହା ଦ୍ଵାରା ହାର୍ଟ ଉପରେ ଭଲ ପ୍ରଭାବ ପକାଇବାରେ ସହାୟକ ହୋଇଥାଏ।

ଓଜନ ହ୍ରାସ : ଆମ ଶରୀରର ଓଜନ ଉପରେ ଏହା ନିୟନ୍ତ୍ରଣ ରଖିଥାଏ । ଚର୍ବିକୁ ମଧ୍ୟ ହ୍ରାସ କରିଥାଏ ।

ହଜମ ପ୍ରକ୍ରିୟାରେ ସୁଧାର : ଏଥିରେ ଫାଇବର ଗୁଣ ଥିବାରୁ ହଜମ ପ୍ରକ୍ରିୟାକୁ ଠିକ୍ ରଖିଥାଏ । ଖାଲି ପେଟରେ ନଡ଼ିଆ କ୍ଷୀର ପିଇବା ଦ୍ଵାରା ପେଟକୁ ସଫା ରଖିଥାଏ ।

ସ୍କିନ ପାଇଁ ଫଳପ୍ରଦ : ସ୍କିନକୁ ହାଇଡ୍ରେଟ ରଖିବା ସହିତ ମାଇଶ୍ଚରାଇଜ କରିଥାଏ ।

ହାଡ଼ ଶକ୍ତିରେ ବୃଦ୍ଧି : ନଡ଼ିଆ କ୍ଷୀରରେ କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ଥିବାରୁ ଏହା ହାଡକୁ ସୁସ୍ଥ ରଖେ । ହାଡକୁ ମଜବୁତ୍ ରଖିଥାଏ । ହାଡ଼ ବୃଦ୍ଧି ପାଇଁ ବେଷ୍ଟ ବୋଲି ମାନଯାଇଥାଏ ।

You Might Also Like

ପହଲଗାମ ହାମଲା, ସୁରକ୍ଷା ଏଜେନ୍ସୀ ଜାରି କଲା ୩ ଆତଙ୍କବାଦୀଙ୍କ ସ୍କେଚ

ବାହାଘରର ୮ ବର୍ଷ ପରେ ବାପା ହେଲେ ଜାହିର ଖାନ

ବିଦେଶୀଙ୍କ ରାସନ କାର୍ଡ କଟାଯିବ, ଖୁବଶୀଘ୍ର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ହଟିଲେ ପାକିସ୍ତାନର ସେନାମୁଖ୍ୟ ମୁନିର ଅହମ୍ମଦ

‘ଛୋରୀ-୨’ କୁ ନେଇ ଚର୍ଚ୍ଚାରେ ଅଛନ୍ତି ନୁସ୍‌ରତ ଭରୁଚା

TAGGED:#UTKALA KHABARCoconut milkEffect on our skinLifestyle news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?