Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କୁକୁଡ଼ା ମାଂସ ପ୍ରତି ସାବଧାନ !ହୋଇପାରନ୍ତି ନପୁଂସକତାର ଶିକାର
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

କୁକୁଡ଼ା ମାଂସ ପ୍ରତି ସାବଧାନ !ହୋଇପାରନ୍ତି ନପୁଂସକତାର ଶିକାର

utkala khabar
Last updated: April 14, 2025 4:35 pm
utkala khabar
Published April 14, 2025
Share
SHARE

କୁକୁଡା ଭିତରେ ରହିଛି ଭୟଙ୍କର ଜୀବାଣୁ। ଏହା ଦ୍ଵାରା ବାର୍ଡଫ୍ଲୁ ହେବା ସହ ଆନେକ ପ୍ରକାରର ସଂକ୍ରମକ ରୋଗ ହୋଇଥାଏ। ତେବେ ଆପଣ ଜାଣିଛନ୍ତି କି, ଚିକେନ୍ ଖାଇବା ଦ୍ବାରା ମଣିଷ ହୋଇପାରେ ନଂପୁସକ। ଶୁଣିବାକୁ ଆଶ୍ଚର୍ଯ୍ଯ ଳାଗିଥିଲେ ମଧ୍ୟ ସତ ! ବହୁତ ଲୋକ ଅଛନ୍ତି ଯେଉଁ ମାନେ ଚିକେନ୍ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । କିଛି ତ ଏପରି ଅଛନ୍ତି ଯେଉଁମାନଙ୍କୁ ସପ୍ତାହରେ ନିହାତି ୩ ରୁ ୪ ଥର ଚିକେନ୍ ଦରକାର ପଡିଥାଏ । ଆସନ୍ତୁ ଜାଣିବା କିପରି ଚିକିନ୍ ପାଲଟିଥାଏ ନପୁଂସକର କାରଣ । ଏହା ଛଡ଼ା ଏକ ଅନୁସନ୍ଧାନରୁ ଜଣାପଡିଛି ସପ୍ତାହରେ ୪ଥରରୁ ଅଧିକ ଚିକେନ୍ ଖାଇଲେ ଅନେକ ଭୟଙ୍କର ରୋଗ ହୋଇପାରେ ।

ମଧୁମେହର ଡର : ଯେଉଁ ମାନେ ମଟନ ଓ ଚିକେନ୍ ଅତ୍ଯଧିକ ଖାଇଥାନ୍ତି ସେମାନଙ୍କ ପାଖରେ ମଧୁମେହର ସମସ୍ଯା ଅଧିକ ମାତ୍ରାରେ ଦେଖାଦେଇଥାଏ ।

ମେଦବୃଦ୍ଧିର ସମସ୍ଯା : ଦୋକାନି ଚିକେନ ବିକ୍ରି କରିବା ପୂବରୁ ତାହାର ଓଜନ ବଢାଇବା ପାଇଁ ଅକ୍ସିଟୋନିକ ଇଂଜେକସନ୍ ବ୍ଯବହାର କରିଥାନ୍ତି । ଯାହା ଆମ ଦେହର ମେଦବୃଦ୍ଧି କରାଇଥାଏ । ଏହା ଦ୍ବାରା ଅନେକ ରୋଗ ଆମ ଶରୀରକୁ ଅତି ସହଜରେ ଆକ୍ରମଣ କରିପାରିଥାଏ।

ନପୁଂସକର କାରଣ : ଚିକେନ୍ ଖାଇବା ଦ୍ବାରା କେବଳ ପୁରୁଷ ମାନଙ୍କର ସମସ୍ଯା ହୋଇ ନଥାଏ । ଯେଉଁ ମହିଳା ମାନେ ଅଧିକ ଚିକେନ୍ ଖାଇଥାନ୍ତି ସେମାନଙ୍କ ପାଖରେ ମେଦବୃଦ୍ଧି ଦେଖା ଦେଇଥାଏ । ଏହି ସମସ୍ଯା ଦ୍ବାରା ପିତା ମାତା ହେବାକୁ ବହୁତ ଅଧିକ ପ୍ରତିବନ୍ଧକ ଆସିଥାଏ । ଅର୍ଥାତ୍ କୁହାଯାଇ ପାରିବ ଚିକେନ୍ ପୁରୁଷଙ୍କ  ନଂପୁସକ କାରଣ ପାଲଟିଥାଏ ।

You Might Also Like

ବାଦାମ୍ ଖାଇବା ଶରୀର ପାଇଁ ହାନିକାରକ ! ଜାଣନ୍ତୁ…

ଆଜି ଆକାଶରେ ଦିଶିବ ବିରଳ ଦୃଶ୍ୟ ଷ୍ଟ୍ରବେରୀ ଚନ୍ଦ୍ର

ଐଶ୍ୱର୍ଯ୍ୟାଙ୍କ ଜଲୱା, ଭାରତୀୟ ସଂସ୍କୃତି ପରେ ଏବେ ଚର୍ଚ୍ଚାରେ ଶ୍ରୀମଦ ଭଗବତ ଗୀତା

ଟେଷ୍ଟ କ୍ରିକେଟରୁ ଅବସର ନେଲେ ଭାରତୀୟ କ୍ରିକେଟର ବିରାଟ କୋହଲି

ବିଦେଶୀଙ୍କ ରାସନ କାର୍ଡ କଟାଯିବ, ଖୁବଶୀଘ୍ର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

TAGGED:#UTKALA KHABARChickenDangerous bacteriaLife styleLifestyle newspoultry
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?