Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା

utkala khabar
Last updated: June 5, 2025 1:24 pm
utkala khabar
Published June 5, 2025
Share
SHARE

୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବ ଜନଗଣନା। ଦେଶରେ ଜନଗଣନା ୨ଟି ପର୍ଯ୍ୟାୟରେ ହେବ। ତେବେ ତୁଷାରପାତ ହେଉଥିବା ରାଜ୍ୟ ଗୁଡ଼ିକରେ ୨୦୨୬ ଅକ୍ଟୋବରରେ ଆରମ୍ଭ ହେବ ଜନଗଣନା। ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ତୁଷାରପାତ ହେଉଥିବା ଅଞ୍ଚଳ ଗୁଡ଼ିକରେ ୨୦୨୬ ଅକ୍ଟୋବର ୧ରୁ ଜନଗଣନା ଆରମ୍ଭ ହେବ ।

ଏହି ଜନଗଣନାରେ ସାମାଜିକ ଓ ଅର୍ଥନୈତିକ ବିବରଣୀ ସହ ଜାତି ଓ ଉପଜାତି ତଥ୍ୟ ମଧ୍ୟ ସ୍ଥାନ ପାଇବ ବୋଲି ସୂଚନା ମିଳିଛି । ଦେଶରେ ଜନଗଣନା ଶେଷ ଥର ପାଇଁ ୨୦୧୧ରେ ହୋଇଥିବା ବେଳେ, ଦୀର୍ଘ ୧୬ ବର୍ଷ ପରେ ଏହା ପୁଣି ହେବାକୁ ଯାଉଛି ।

ଏହି ଜନଗଣନାରେ ସାମାଜିକ ଓ ଅର୍ଥନୈତିକ ବିବରଣୀ ସହ ଜାତି ଓ ଉପଜାତି ତଥ୍ୟ ମଧ୍ୟ ସ୍ଥାନ ପାଇବ ବୋଲି ସୂଚନା ମିଳିଛି । ଦେଶରେ ଜନଗଣନା ଶେଷ ଥର ପାଇଁ ୨୦୧୧ରେ ହୋଇଥିବା ବେଳେ, ଦୀର୍ଘ ୧୬ ବର୍ଷ ପରେ ଏହା ପୁଣି ହେବାକୁ ଯାଉଛି । ସୂଚନା ଯୋଗ୍ୟ ଯେ, ୨୦୨୧ରେ ଜନଗଣନା ହେବାକୁ ଥିଲେ ମଧ୍ୟ କୋଭିଡ୍ ମହାମାରୀ ପାଇଁ ଏହାକୁ ସ୍ଥଗିତ ରଖିବାକୁ ପଡ଼ିଥିଲା ।

You Might Also Like

ରାଜ୍ୟରେ ମୋଟ ୫ କୋଭିଡ ପଜିଟିଭ ଚିହ୍ନଟ, ଭୁବନେଶ୍ୱରରୁ ୪ ଖୋର୍ଦ୍ଧାରୁ ଜଣେ

ବହୁଚୁରା ମାଁତାଙ୍କ ଷୋହଳ ପୁଜା ଅନୁଷ୍ଠିତ

ପ୍ରେମିକାଙ୍କ ଆତ୍ମହତ୍ୟା ବନ୍ଧା ହେବେ ୟୁଟ୍ୟୁବର ଲବ ହାଁସଦା

ଅମୃତଭଣ୍ଡା ଖାଇଲେ ଆଣ୍ଠୁଗଣ୍ଠୀ ଯନ୍ତ୍ରଣାରୁ ମିଳିବ ମୁକ୍ତି

ଚୀନ ଓ ତୁର୍କୀ ‘ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ’ କୁ ବ୍ଲକ କରାଗଲା

TAGGED:#UTKALA KHABARCentre AnnouncesPopulations
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?