Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପହଲଗାମରେ ପହଞ୍ଚିଲା NIA ଟିମ୍, ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ପହଲଗାମରେ ପହଞ୍ଚିଲା NIA ଟିମ୍, ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

utkala khabar
Last updated: April 23, 2025 1:06 pm
utkala khabar
Published April 23, 2025
Share
SHARE

ଜମ୍ମୁ -କାଶ୍ମୀର ୨୩/୪ : ପହଲଗାମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶାହା । ଏଥିସହ କିଛି ମୃତକଙ୍କ ପରିବାରକୁ ସେ ଭେଟି ସମବେଦନା ଜଣାଇଛନ୍ତି ।
ଆତଙ୍କବାଦୀ ଆକ୍ରମଣ ପରେ ସେ ସୁରକ୍ଷା ସ୍ଥିତି ନେଇ ସେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ଗତକାଲି ଆତଙ୍କୀ ହମଲା ପରେ ଅମିତ ଶାହା ଶ୍ରୀନଗରରେ ପହଞ୍ଚି ଥିଲେ ।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦି ସାଉଦି ଆରବରୁ ଫେରିଆସି ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଥିଲେ । ଦିଲ୍ଲୀରେ ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି। ଦିଲ୍ଲୀ ଏୟାରପୋର୍ଟରେ ପ୍ରଥମ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, NSA ଅଜିତ ଡୋଭାଲ, ବୈଦେଶିକ ସଚିବ ବିକ୍ରମ ମିଶ୍ରି ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଆଜି ସୁରକ୍ଷା ସଂପର୍କିତ କ୍ୟାବିନେଟ ବୈଠକରେ ଏ ସଂପର୍କରେ ମଧ୍ୟ ଆଲୋଚନା ହେବ । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଅଧ୍ୟକ୍ଷତା କରିବେ ।

ସୂଚନାଯୋଗ୍ୟ, ପୁଲଓ୍ବାମା ପରେ ଜମ୍ମୁ କାଶ୍ମୀର ଅନନ୍ତାନାଗ ଜିଲ୍ଲା ପହଲଗାମରେ ଆତଙ୍କୀ ହମଲା ହୋଇଛି। ଯେଉଁଥିରେ ପର୍ଯ୍ୟଟକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କୀ। ହମଲା ଜଣେ ଓଡ଼ିଆ ପର୍ଯ୍ୟକଙ୍କ ସମେତ ମୋଟ ୨୬ ଜଣଙ୍କ ମୃତ୍ୟୁ ହୋଇଛି।

You Might Also Like

ଓଜନ କମାଇବ କଞ୍ଚା କଦଳୀ, ଏହି ଉପାୟରେ ଖାଆନ୍ତୁ

ମାହାଙ୍ଗା ପଡିଲା ବସ ଦୁର୍ଘଟଣା କରି ଖସିଯିବା

ହୁ ହୁ ହୋଇ ଜଳିଗଲା ବ୍ୟାଟେରୀ ସ୍କୁଟି

ମାସୁଦ ଆଜହରର ପରିବାର ସଫା ! ଏୟାର ଷ୍ଟ୍ରାଇକରେ ୧୦ ନିହତ

କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଉପରେ କାହିଁକି ଭୁକେ କୁକୁର?

TAGGED:#UTKALA KHABARAmit Shahjammu kashmirNatioanal NewsSrinagarUnion home ministervictims of the Pahalgam terrorist attack
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?