Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ସାରାଙ୍କୁ ମିଳିଗଲା ନୂଆ ବୟଫ୍ରେଣ୍ଡ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ସାରାଙ୍କୁ ମିଳିଗଲା ନୂଆ ବୟଫ୍ରେଣ୍ଡ

utkala khabar
Last updated: May 7, 2025 3:41 pm
utkala khabar
Published May 7, 2025
Share
SHARE

ମହାନ ଭାରତୀୟ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ସୋସିଆଲ ମିଡିଆରେ ତାଙ୍କ ବୋଲ୍ଡ ଅନ୍ଦାଜ୍‌ ପାଇଁ ତ କେତେବେଳେ ତାଙ୍କ ଡେଟିଂ ଖବର ପାଇଁ। ଏବେ ସାରାଙ୍କୁ ଏକ ନୂଆ ବୟଫ୍ରେଣ୍ଡ୍‌ ମିଳିଯାଇଛି । ସାରା ଏବଂ ଉଦୀୟମାନ ବଲିଉଡ ଅଭିନେତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି।

ସାରା ଏବଂ ସିଦ୍ଧାନ୍ତଙ୍କୁ ନିକଟ ଅତୀତରେ କିଛି ଥର ଏକାଠି ଦେଖିବାକୁ ମିଳିଛି। ଉଭୟ ବର୍ତ୍ତମାନ ସାଧାରଣ ପ୍ରଶଂସକଙ୍କ ଦୃଷ୍ଟିରୁ ସେମାନଙ୍କ ସମ୍ପର୍କକୁ ଦୂରରେ ରଖୁଛନ୍ତି।

ନିକଟରେ ସାରା ଏବଂ ଷ୍ଟାର ଭାରତୀୟ କ୍ରିକେଟର ଶୁବମନ ଗିଲ ପରସ୍ପରକୁ ଅନଫଲୋ କରିଥିଲେ। ଉଭୟଙ୍କ ସମ୍ପର୍କକୁ ନେଇ ୨-୩ ବର୍ଷ ଧରି ଚର୍ଚ୍ଚାରେ ରହିଛି।

କିଛି ମାସ ପୂର୍ବରୁ ସାରାଙ୍କୁ ସଚିନ ତେନ୍ଦୁଲକର ଫାଉଣ୍ଡେସନର ନିର୍ଦ୍ଦେଶକ କରାଯାଇଥିଲା। ଏହି ଫାଉଣ୍ଡେସନ ପଛୁଆ ଅଞ୍ଚଳର ଗରିବ ପିଲାମାନଙ୍କୁ ସାହାଯ୍ୟ କରେ। ଏହା ବ୍ୟତୀତ, ସମ୍ପ୍ରତି ସାରା ଇ-କ୍ରିକେଟ ପ୍ରିମିୟର ଲିଗ୍‌ରେ ମୁମ୍ବାଇ ଦଳ କିଣିଥିଲେ, ଯାହା ଏହି ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଥିଲା।

You Might Also Like

‘କୌନ ବନେଗା କରୋଡପତି ସିଜିନ-୧୭’ ର ନୂଆ ହୋଷ୍ଟ ହେବେ ସଲମାନ

ଆଳୁକୁ ମୁଁହରେ ବ୍ୟବହାର କରନ୍ତୁ, ଆଉ ଦରକାର ପଡ଼ିବନି ସାବୁନ୍‌

କାହିଁକି ବିଗବି କେବିସି ଛାଡ଼ିବେ ? କିଏ କରିବେ ହୋଷ୍ଟ ?

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଇମେଲରେ ଆସିଲା ହତ୍ୟା ଧମକ

ଭାରତୀୟ ଦଳ ୨୦୨୫ ଏସିଆ କପ୍‌ ଖେଳିନପାରେ

TAGGED:#bollywood actor#entertainment newsRumoured RomanceSachin Tendulkar’s daughterSara TendulkarSiddhant ChaturvediUtkala News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?