Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଶୁଭମନ-ସାରା କାହା ପାଇଁ ଅଲଗା ହେଲେ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଶୁଭମନ-ସାରା କାହା ପାଇଁ ଅଲଗା ହେଲେ

utkala khabar
Last updated: April 26, 2025 3:27 pm
utkala khabar
Published April 26, 2025
Share
SHARE

ମୁମ୍ବାଇ ୨୬/ ୪ : କ୍ରିକେଟ ସହ ବଲିଉଡର ସମ୍ପର୍କ ବେଶ ପୁରୁଣା। ଏମିତିରେ କିଛି କ୍ରିକେଟର ଏମିତି ଅଛନ୍ତି ଯେଉଁମାନେ ଅଭିନେତ୍ରୀମାନଙ୍କୁ ଜୀବନସାଥୀ ଭାବେ ବାଛି ଖୁସିରେ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି।

ଏବେ ଓପନର ଶୁବମନ ଗିଲ ମଧ୍ୟ ଏଭଳି କିଛି କାରଣକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ପ୍ରଥମେ ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କୁ ସେ ଡେଟ୍‌ କରୁଥିବା କୁହାଯାଇଥିଲା। ହେଲେ ଏବେ ସମ୍ପର୍କରେ ଦୂରତା ଆସିଯାଇଛି। ଏହା ପଛରେ ଜଣେ ଅଭିନେତ୍ରୀ ଥିବା କୁହାଯାଉଛି।

ଦୁବାଇରେ ଖେଳ ଦେଖିବାକୁ ଯାଇଥିଲେ ସେହି ଅଭିନେତ୍ରୀ। ଯାହାକୁ ନେଇ ଗିଲଙ୍କ ସହ ତାଙ୍କର ନାମକୁ ଯୋଡ଼ା ଯାଉଛି। ସେ ହେଲେ ଟେଲି ଅଭିନେତ୍ରୀ ଅବନୀତ କୌର। ସେ ଗତ ଜନ୍ମଦିନରେ ଗିଲଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପୂର୍ବରୁ ଦୁହେଁ ଏକାଠି ନଜର ଆସିଛନ୍ତି। ଫଳରେ ପ୍ରଶଂସକମାନେ ସାରାଙ୍କ ସହ ତାଙ୍କ ସମ୍ପର୍କ ତିକ୍ତତା ପଛରେ ଅବନୀତ ଥିବା କହୁଛନ୍ତି।

ଗିଲଙ୍କ ନାମ ପୂର୍ବରୁ ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ସହ ଯୋଡ଼ାଯାଇଛି। ହେଲେ କେବଳ ନାଁ ସମାନ ଯୋଗୁ ଉଭୟଙ୍କୁ ନେଇ ଗୁଜବ ସୃଷ୍ଟି ହୋଇଥିବା ସେ କହିଥିଲେ। ସେହିଭଳି ଟେଲିଭିଜନ ଅଭିନେତ୍ରୀ ରିଦ୍ଧିମା ପଣ୍ଡିତଙ୍କ ସହ ଗିଲଙ୍କ ବିବାହ ନେଇ ଖବର ଆସିଥିଲା। ପରେ ଅଭିନେତ୍ରୀ ଏହାକୁ ଖଣ୍ଡନ କରିଥିଲେ।

You Might Also Like

ତ୍ୱଚାରେ ଚମକ ଆଣିଥାଏ ନଡ଼ିଆ କ୍ଷୀର, ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବା

ବଜ୍ରପାତରେ ଜଣେ ନାବାଳକଙ୍କ ମୃତ

ବିଚ୍ ରାସ୍ତାରେ ବୁଲିଲା ଖଣ୍ଡା, ଯୁବକଙ୍କୁ ରାସ୍ତାରେ ଗୋଡ଼ାଇଲେ ଦୁର୍ବୃତ୍ତ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରାୟ ୧୨ ଲକ୍ଷ ଆଡଭାନ୍ସ ବୁକିଂ ବାତିଲ

ଆତଙ୍କବାଦୀ ହମଲା ପରେ ପାକିସ୍ତାନ ବିରୁଦ୍ଧରେ ଭାରତ ଦ୍ୱାରା ନିଆଯାଇଛି ୭ଟି ବଡ ପଦକ୍ଷେପ

TAGGED:#UTKALA KHABARAvneet kaurSara TendulkarShubman Gill
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?