Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ରାଜଧାନୀରେ ବାଜିଲା ସାଇରନ, ଅପରାହ୍ନ ୪ଟାରୁ ୪ଟା ୩୦ ଯାଏ ମକଡ୍ରିଲ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ରାଜଧାନୀରେ ବାଜିଲା ସାଇରନ, ଅପରାହ୍ନ ୪ଟାରୁ ୪ଟା ୩୦ ଯାଏ ମକଡ୍ରିଲ

utkala khabar
Last updated: May 7, 2025 5:17 pm
utkala khabar
Published May 7, 2025
Share
SHARE

ରାଜ୍ୟ ୦୭/୫ : ରାଜଧାନୀରେ  ବାଜିଲା ଏୟାର ରେଡ ୱାର୍ଣ୍ଣିଂ ସାଇରନ ।  ପୁରୀ ସମେତ ରାଜ୍ୟର ୧୨ ସିଭିଲ ଡିଫେନସ ଜିଲ୍ଲାରେ ମକଡ୍ରିଲ ।   ସାଇରନ ବାଜିଲେ ପକ୍କା ଘରେ ନିଜକୁ ରଖିବା ପାଇଁ ସମସ୍ତଙ୍କୁ ନିବେଦନ କରାଯିବ ।  ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ ମକଡ୍ରିଲ ।  ଶତ୍ରୁବିମାନ ଆକ୍ରମଣ କଲେ କିଭଳି ପ୍ରସ୍ତୁତ ରହିବାକୁ ହେବ ଜଣାଇ ଦିଆଯିବ । ରାଜଧାନୀରେ ୪ଟାରୁ ୪ଟା ୩୦ ଯାଏ ମକଡ୍ରିଲ କରାଯିବ । ମକଡ୍ରିଲ ବେଳେ ବନ୍ଦ ହେବନି ଜରୁରୀକାଳୀନ ସେବା । ଆଜି ସାରାଦେଶରେ ୨୫୯ ସିଭିଲ ଲାଇନ ଡିଫେନସ ଜିଲ୍ଲାରେ ମକ ଡ୍ରିଲ ।

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କ ଆତ୍ମରକ୍ଷାକୁ ଗୁରୁତ୍ୟ ଦିଆଯାଇଛି । କୌଣସି ପରିସ୍ଥିତିରେ ଶତ୍ରୁପକ୍ଷ ଆକ୍ରମଣରୁ ଜୀବନ ରକ୍ଷା ଲାଗି ଭାରତ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛି ।  ସପ୍ତାହେ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପର୍ଯ୍ୟାୟ କ୍ରମରେ ଏହି ମକ୍‌ଡ୍ରିଲ୍‌ କରାଯିବ । ଏହି ମକ୍‌ ଡ୍ରିଲ୍‌ରେ ଓଡ଼ିଶାର ୧୨ଟି ଜିଲ୍ଲା ମଧ୍ୟ ସାମିଲ କରାଯାଇଛି, ଯେଉଁଥିରେ ଭୁବନେଶ୍ଵରରେ ମଧ୍ୟ ସାମିଲ ରହିଛି ।

ଭୁବନେଶ୍ଵର ଠାରେ ଆଜି ସିଭିଲ ଡିଫେନ୍ସ ମକ୍ ମକ୍ ଡ୍ରିଲ ଅପରାହ୍ନ ୪.୦୦ ଘଟିକା ଏ ଏବଂ ୪.୩୦ ଘଟିକା ମଧ୍ୟରେ (ରାଜମହଲ ଛକଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଅଞ୍ଚଳରେ) ଅନୁଷ୍ଠିତ ହେବ ହେବ । ଏହି ଅଭ୍ୟାସ ଦ୍ଵାରା ସିଭିଲ୍ ଡିଫେନ୍ସ ଓ ଅନ୍ୟ ଉପସ୍ଥିତ କର୍ତ୍ତୃପକ୍ଷଙ୍କ ପ୍ରସ୍ତୁତିକୁ ପରୀକ୍ଷା କରାଯିବ । ଏହା ଏକ ବିମାନ ଆକ୍ରମଣ ସଜାଗତା ଓ ଏଥିରେ ସାଇରନ ମାଧ୍ୟମରେ ଅଞ୍ଚଳବାସୀଙ୍କୁ ସତର୍କ କରାଯିବ ।

You Might Also Like

ତିନିବର୍ଷ ପାଇଁ ବାସନ୍ଦ ହେଲେ ଶ୍ରୀସନ୍ଥ

ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଆଜି ଗର୍ବ ଓ ଗୌରବର ଦିନ

ଘରେ ଅଗରବତୀ ଲଗାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

୫ ଦଫା ଦାବି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଆମ ବସରେ ଯାଉଥିଲେ ସାବଧାନ, ଲୁଟ ବେଳେ ୭ ଲୁଟେରାଙ୍କୁ କାବୁ କଲେ ବସ କର୍ମଚାରୀ

TAGGED:#dhenkanal#odisha#puri#UTKALA KHABARAngulBalasoreBapujinagarBhadrakFire Service DG Sudhansu SarangiGanjamJagatsingpurKendrapadaKhurdaKoraputMock DrillRajmahal SquareSambalpurSishu Bhawan SquareSundargarh
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?