Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବାଲେଶ୍ଵର ପୋଲିସର ଚେକିଂ ଜୋରଦାର, ୧୦ଟି ସ୍ଥାନରେ ଜୋରଦାର ଚାଲିଛି ଯାଞ୍ଚ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ବାଲେଶ୍ଵର ପୋଲିସର ଚେକିଂ ଜୋରଦାର, ୧୦ଟି ସ୍ଥାନରେ ଜୋରଦାର ଚାଲିଛି ଯାଞ୍ଚ

utkala khabar
Last updated: May 1, 2025 1:02 pm
utkala khabar
Published May 1, 2025
Share
SHARE

ବାଲେଶ୍ଵର ୦୧/୪ : ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ହାଇ ଆଲର୍ଟ । ବିଭିନ୍ନ ସଂବେଦନଶୀଳ ଅଞ୍ଚଳରେ ଚାଲିଛି ଚେକିଂ ବ୍ଳକିଂ । ଗୁଇନ୍ଦା ବିଭାଗର ଆଲର୍ଟ ପରେ ବାଲେଶ୍ବର ପୋଲିସ ପକ୍ଷରୁ ୧୦ ଟି ସ୍ଥାନରେ ଚେକିଂ ପଏଣ୍ଟ କରା ଯାଇଛି । ବାଲେଶ୍ବରର ରାଜ୍ଯ ସୀମା ଏବଂ ଜିଲ୍ଲା ସୀମା ମଧ୍ଯରେ ୧୦ଟି ଚେକ୍ ପୋଷ୍ଟ କରାଯାଇଛି । ସଦିଗ୍ଧଙ୍କ ଉପରେ ନଜର ରଖାଯାଇଛି । ବିଶେଷ କରି ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଏବଂ ଭୋଗରାଇ ସୀମାନ୍ତ ଉଦୟପୁରରେ କଡାକଡି ଚେକିଂ କରା ଯାଉଛି ।

ପଶ୍ଚିମବଙ୍ଗକୁ ଯାତାୟତା କରୁଥିବା ସମସ୍ତ ଗାଡିକୁ ତନ୍ନ ତନ୍ନ ଯାଞ୍ଚ କରାଯାଉଛି । ସେହିପରି ଜିଲ୍ଲାର ସମସ୍ତ ମେରାଇନ ଥାନା ଉପରେ ବିଶେଷ ଫୋକସ ରହିଛି । ତଟବର୍ତ୍ତୀ ଅଞ୍ଚଳର ବେଆଇନ କାର୍ଯ୍ଯକଳାପ ଓ ସାମୁଦ୍ରିକ ବୋଟ୍ ଉପରେ ନଜର ରଖିଛି ପୋଲିସ । କଷାଫଳ ଏବଂ ତାଳସାରୀ ମେରାଇନ ଥାନା ପକ୍ଷରୁ ଜଳପଥରେ ପାଟ୍ରୋଲିଂ କରାଯାଉଛି ।

You Might Also Like

ଆଇପିଏଲ୍ ମଝିରେ ଟେଷ୍ଟ କ୍ରିକେଟରୁ ଅବସର ନେଲେ ରୋହିତ ଶର୍ମା

କେମିତି କଟିବ ଆଜିର ଦିନଟି ଜାଣନ୍ତୁ

କଲମା ପଢ଼ି ନପାରିବାରୁ ଶୁଭମଙ୍କୁ ଗୁଳି କରି ମାରିଲେ ଆତଙ୍କବାଦୀ

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ ,ଏଥର ବି ବାଜି ମାରିଲେ ଛାତ୍ରୀ

ଏପ୍ରିଲରେ ୨.୩୭ ଲକ୍ଷ କୋଟିର ଜିଏସଟି ସଂଗ୍ରହ

TAGGED:#odisha#UTKALA KHABARBalasorePolice checking
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?