Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ବଢ଼ିଲା ଭତ୍ତା , ଜୁନରୁ ମାସିକ ପାଇବେ ୩୫୦୦ ଟଙ୍କା
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ବଢ଼ିଲା ଭତ୍ତା , ଜୁନରୁ ମାସିକ ପାଇବେ ୩୫୦୦ ଟଙ୍କା

utkala khabar
Last updated: May 21, 2025 5:54 pm
utkala khabar
Published May 21, 2025
Share
SHARE

ରାଜ୍ୟ ୨୧/୫ : ବଢ଼ିଲା ଭତ୍ତା ଟଙ୍କା । ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର । ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ ବା ତାଠାରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗଙ୍କ ଭତ୍ତା ବଢ଼ିଲା । ଏଣିକି ଏମାନଙ୍କୁ ମିଳିବ ୩,୫୦୦ ଟଙ୍କା ଭତ୍ତା । ଜୁନ୍ ସୁଦ୍ଧା ୮୦ବର୍ଷ ହୋଇଥିଲେ ବି ମିଳିବ ବର୍ଦ୍ଧିତ ଟଙ୍କା ।ଆସନ୍ତା ଜୁନ୍ ମାସରୁ ହିତାଧିକାରୀଙ୍କୁ ୩,୫୦୦ ଟଙ୍କା ବର୍ଦ୍ଧିତ ଭତ୍ତା ମିଳିବ । ବର୍ଦ୍ଧିତ ଭତ୍ତା ନେଇ DSSOsଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ସରକାରର ଏହି ମହତ୍ତ୍ବାକାଂକ୍ଷୀ ଯୋଜନା ଦ୍ବାରା ରାଜ୍ୟର ୪ ଲକ୍ଷ ୧୭ ହଜାର ୪୯୬ଜଣ ହିତାଧିକାରୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

 

You Might Also Like

ଆଜିଠୁ ମା’ ତାରିଣୀଙ୍କ ଚଇତି ଯାତ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ଇନଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କ ଭବିଷ୍ୟତ ବାଣୀ , ସୁନା ଭରି ହେବ ଲକ୍ଷେ ତିରିଶ

ଟେଷ୍ଟ କ୍ରିକେଟରୁ ଅବସର ନେଲେ ଭାରତୀୟ କ୍ରିକେଟର ବିରାଟ କୋହଲି

ରାଜ୍ୟବ୍ୟାପୀ ସବୁ ସ୍କୁଲରେ ପାଳନ ହେବ ଖଡ଼ିଛୁଆଁ ଉତ୍ସବ, ସାମିଲ ହେବେ ମୁଖ୍ୟମନ୍ତ୍ରୀ

ହାଇ କୋଲେଷ୍ଟ୍ରୋଲକୁ କିପରି କରିବେ କଣ୍ଟ୍ରୋଲ, ଜାଣନ୍ତୁ ଏହି ଉପାୟ

TAGGED:#mohan charan majhi#odisha#odisha cm#UTKALA KHABARDibyangaSenior citizensState news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?