Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆସନ୍ତା ମାସରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଓଡ଼ିଶାକୁ ମିଳିବ ଆଉ ୧ ଲକ୍ଷ ଘର
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଆସନ୍ତା ମାସରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଓଡ଼ିଶାକୁ ମିଳିବ ଆଉ ୧ ଲକ୍ଷ ଘର

utkala khabar
Last updated: April 26, 2025 11:53 am
utkala khabar
Published April 26, 2025
Share
SHARE

ରାଜ୍ୟ  ୨୬/୪ : ଓଡ଼ିଶା ସରକାର ଆସନ୍ତା ମାସରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଗରିବ ହିତାଧିକାରୀଙ୍କୁ ଆଉ ଏକ ଲକ୍ଷ ଘର ଯୋଗାଇ ଦେବାକୁ ଯାଉଛନ୍ତି।ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଶୁକ୍ରବାର ଏହି ସୂଚନା ଦେଇ କହିଛନ୍ତି ଯେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ ସାମାଜିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କୁ ସ୍ଥାୟୀ ଆବାସ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ଯୋଜନାର ଏକ ଅଂଶ ବିଶେଷ ଭାବେ ଏହି ପଦକ୍ଷେପ ନିଆଯାଇଛି।ଆବାସ ଯୋଜନାରେ ସରକାର ଏକ ଲକ୍ଷ ଘର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀମାନଙ୍କୁ ଚିଠି ପଠାଯାଇଛି ଏବଂ ଖୁବ୍ ଶୀଘ୍ର ଏହି କାର୍ଯ୍ୟ କାର୍ଯ୍ୟକାରୀ ହେବ।

ଆସନ୍ତା ୩ ବର୍ଷ ରେ ମୋଟ ୫ ଲକ୍ଷ ଘର ନିର୍ମାଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।ମେ ମାସ ଶେଷ ପର୍ଯ୍ୟନ୍ତ ଚାଲିଥିବା ଆବାସ ସର୍ବେକ୍ଷଣ ଜାରି ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୯ ଲକ୍ଷ ହିତାଧିକାରୀଙ୍କୁ ଏହି ସର୍ଭେରେ ସାମିଲ କରାଯାଇଛି।ଏଥିରେ ଅଧିକ ଅଂଶଗ୍ରହଣ କୁ ସୁନିଶ୍ଚିତ କରିବା ପାଇଁ ସମଗ୍ର ରାଜ୍ୟରେ ବ୍ୟାପକ ସଚେତନତା ଅଭିଯାନ କରାଯାଇଛି ବୋଲି ଶ୍ରୀ ନାୟକ କହିଛନ୍ତି।

 

You Might Also Like

ଏପ୍ରିଲରେ ୨.୩୭ ଲକ୍ଷ କୋଟିର ଜିଏସଟି ସଂଗ୍ରହ

ଏସବିଆଇ ବଦଳାଇଲା ଏଟିଏମ ୱିଡ୍ରାଲର ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ୱାକଫ ଆଇନ : ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସପ୍ତାହ ପାଇଁ ସମୟ ଦେଲେ ସୁପ୍ରିମକୋର୍ଟ

୧୪ ବର୍ଷୀୟ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଶତକ ହାସଲ,ରାଜସ୍ଥାନ ବିଜୟୀ

ଆଜି ଏହି ରାଶିର ଲୋକଙ୍କ ମନ ଖୁସି ରହିବ

TAGGED:#mohan charan majhi#odisha cm#UTKALA KHABAR1 lakh houseAntyodaya YojanaState news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?