Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆମ ବସରେ ଯାଉଥିଲେ ସାବଧାନ, ଲୁଟ ବେଳେ ୭ ଲୁଟେରାଙ୍କୁ କାବୁ କଲେ ବସ କର୍ମଚାରୀ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଆମ ବସରେ ଯାଉଥିଲେ ସାବଧାନ, ଲୁଟ ବେଳେ ୭ ଲୁଟେରାଙ୍କୁ କାବୁ କଲେ ବସ କର୍ମଚାରୀ

utkala khabar
Last updated: April 30, 2025 4:30 pm
utkala khabar
Published April 30, 2025
Share
SHARE

ଭୁବନେଶ୍ୱର ୩୦/ ୪ : ଆମ ବସରେ ଯାଉଥିଲେ ସାବଧାନ । ମାତିଛନ୍ତି ଲୁଟେରା । ଏକାଠି ହୋଇ ଆସୁଛନ୍ତି, ଜନଗହଳି ସ୍ଥାନ ଦେଖି ଯାତ୍ରୀଙ୍କୁ କରୁଛନ୍ତି ଟାର୍ଗେଟ୍ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ଆମ ବସରୁ ଲୁଟ ବେଳେ ଲୁଟେରାକୁ କାବୁ କଲେ ବସ କର୍ମଚାରୀ । ଏଥିରେ ୫ ଜଣ ମହିଳା ଲୁଟେରାଙ୍କ ଶହ ଦୁଇ ଜଣ ପୁରୁଷ ଲୁଟେରା କାବୁ କରାଯାଇଥିବା ବେଳେ ଆଉ ଦୁଇଜଣ ଫେରାର ହୋଇଯାଇଛନ୍ତି । ମୋଟ ୭ ଜଣଙ୍କୁ କାବୁ କରି କ୍ୟାପିଟାଲ ଥାନା ପୋଲିସର ଜିମା ଦିଆଯାଇଛି ।

ତେବେ କୁହାଯାଉଛି ଯେ ଏହି ଗ୍ରୁପ ବାରମ୍ବାର ଚୋରି କରି ଆସୁଥିଲେ । ସିସିଟିଭି ଆଧାରରେ ଚୋରକୁ ଚିହ୍ନଟ କରି କାବୁ କରିଛି ଆମ ବସ ଅଧିକାରୀ ଏବଂ ବସ ଭିତରେ ଥିବା ମହିଳା ଚୋର ମାନଙ୍କୁ ଆମ ବସ ମହିଳା ସ୍କ୍ୱାର୍ଡ ଟିମ୍ ଧରିଥିଲେ। ବିଗତ କିଛିଦିନ ଧରି ମୋ ବସରେ ଲୁଟ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଜନଗହଳିର ସୁବିଧା ନେଇ ଲୁଟପାଟ କରୁଥିଲେ ଲୁଟେରା । ଏବେ ପୁଣି ମହିଳାଗ୍ଯାଙ୍ଗ ରାଜଧାନୀରେ ରହିବା ସାଙ୍ଗକୁ ମୋ ବସରୁ ଲୁଟିବା ଘଟଣା ପୋଲିସ୍ ପାଇଁ ଚ୍ଯାଲେଞ୍ଜ ସାବ୍ଯସ୍ତ ହୋଇଛି ।

You Might Also Like

କାଳବୈଶାଖୀ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଏପ୍ରିଲ ୧୮ ତାରିଖ ଶୁକ୍ରବାର ପଡ଼ୁଥିବାରୁ ଆଜିର ଦିନଟି କେମିତି କଟିବ ଜାଣନ୍ତୁ

ରାଜନୀତିରେ ଯୋଗ ଦେବେ ରୋହିତ ଶର୍ମା

ଆଜି ହେଉଛି ଏପ୍ରିଲ ୧୩ ତାରିଖ, କେମିତି କଟିବ ଆପଣଙ୍କ ଦିନ

ସରିଲା ନିଟ୍‌ ୟୁଜି, ଜୁନ୍‌ ୧୪ରେ ଫଳ

TAGGED:#odisha#UTKALA KHABARAma busRobbers
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?