Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମେ ମାସରେ ଆସୁଛି ବାତ୍ୟା “ଶକ୍ତି”
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ମେ ମାସରେ ଆସୁଛି ବାତ୍ୟା “ଶକ୍ତି”

utkala khabar
Last updated: May 14, 2025 10:43 am
utkala khabar
Published May 14, 2025
Share
SHARE

ରାଜ୍ୟ ୧୪/୫ ଆପଣ ଶୁଣିଥିବେ ସବୁ ବର୍ଷ ଅକ୍ଟୋବର ମାସରେ ବାତ୍ୟା ହୋଇଥାଏ କିନ୍ତୁ ଏବର୍ଷ କାଳବୈଶାଖୀ ହେବା ପରେ ଏବେ ବାତ୍ୟା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ଆଇଏମଡି କହିନାହାନ୍ତି । କିନ୍ତୁ ବାତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ଏଥିପାଇଁ ପ୍ରଶାସନିକ ସ୍ଥରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହେଲାଣି । ୨୩ ରୁ ୨୮ ତାରିଖ ମଧ୍ୟରେ ବଙ୍ଗୋପ ସାଗରରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନୀ ଏଭଳ କିଛି ଆକଳନ କରୁଛନ୍ତି। ବାତ୍ୟା ହେଲେ ଏହାର ନାଁ ରହିବ ଶକ୍ତି।

ତେବେ ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ବାତ୍ୟା ସମ୍ଭାବନା ନେଇ କିଛି କହିନାହିଁ। ବାଂଲାଦେଶୀ ପାଣିପାଗ  ବିଶେଷଜ୍ଞ ମୋସ୍ତାଫା କାମାଲ ପାଲା କହିଛନ୍ତି, ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ। ମେ ୧୬ରୁ ୧୮ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବାନା ରହିଛି। ଏହା ମେ ୨୩ ରୁ ୨୮ ମଧ୍ୟରେ ବାତ୍ୟାରେ ପରିଣତ ହୋଇପାର। ତେବେ ଏ ନେଇ ଆଇଏମଡି ଏପର୍ଯ୍ୟନ୍ତ ନିଶ୍ଚିତ କରି ନାହିଁ।

କିଛି ପାଣିପାଗ ବିଶେଷଜ୍ଞ ‘ଶକ୍ତି’ ନାମକ ସମ୍ଭାବ୍ୟ ବାତ୍ୟା ଗଠନ ସମ୍ପର୍କରେ ସତର୍କ କରୁଛନ୍ତି। ସେମାନେ ସଚେତନ କରିଛନ୍ତି ଯେ ମେ ୨୩ ରୁ ୨୮ ମଧ୍ୟରେ ବଙ୍ଗୋପସାଗର ରେ ଏହି ବାତ୍ୟା ଗଠିତ ହେବାର ଶକ୍ତିଶାଳୀ ସମ୍ଭାବନା ରହିଛି। ତଥାପି, ଭାରତୀୟ ପାଣିପାଗ ବିଭାଗ (IMD) ଏଯାଁତା ଯାଞ୍ଚ କରିନାହିଁ ଯେ ଏକ ବାତ୍ୟା ଗଠିତ ହୋଇଛି। ଏହି ଘଟଣା ଘୁର୍ଣ୍ଣିବାତ୍ୟାରେ ପରିଣତ ହେବ କି ନାହିଁ, ଏହିଥିରେ ଏଯାଁତା ନିଶ୍ଚିତ କୁହିପାରିବା ନାହିଁ।

You Might Also Like

ପୁରୀ ନୌସେନା ଦିବସରେ ଯୋଗ ଦେଇଥିଲେ ପ୍ରିୟଙ୍କା

ଗଞ୍ଜାମ ଗୋଳନ୍ଥରା କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗଦେଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି

ଆସୁଛି ଦୁଇଟି ଲଘୁଚାପ ,ନେଇପାରେ ବାତ୍ୟାର ରୂପ !

ଭୁଲରେ କେବେ ବି ଖାଆନ୍ତୁ ନାହିଁ ଆଇସ୍କ୍ରିମ୍ ,ଦେଖାଦେଇପାରେ ଅନେକ ସମସ୍ୟା

ମୁମ୍ବାଇକୁ ହରାଇ ଫାଇନାଲରେ ପ୍ରବେଶ କଲା ପଞ୍ଜାବ

TAGGED:#odisha#rain#UTKALA KHABAR#weather newsCycloneCyclone AllertState news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?