Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପିଠିରେ ହାତ ମାରିଦେବାରୁ ମହିଳା ପ୍ରଶଂସକଙ୍କ ଉପରେ ରାଗିଗଲେ ଜୟା ବଚ୍ଚନ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ପିଠିରେ ହାତ ମାରିଦେବାରୁ ମହିଳା ପ୍ରଶଂସକଙ୍କ ଉପରେ ରାଗିଗଲେ ଜୟା ବଚ୍ଚନ

utkala khabar
Last updated: April 8, 2025 2:33 pm
utkala khabar
Published April 8, 2025
Share
SHARE

ମୁମ୍ବାଇ: ଜୟା ବଚ୍ଚନ ନିଜର ରୁକ୍ଷ ବ୍ୟକ୍ତିତ୍ବ ପାଇଁ ବେଶ୍‌ ଜଣାଶୁଣା। ଅନେକ ସମୟରେ ସେ ତାଙ୍କ ପ୍ରଶଂସକମାନଙ୍କୁ କଡ଼ା ଜବାବ ଦେଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଅଭିନେତା ମନୋଜ କୁମାରଙ୍କ ପାଇଁ ଅନୁଷ୍ଠିତ ପ୍ରାର୍ଥନା ସଭାରେ ଜୟା ଯୋଗ ଦେଇଥିବା ବେଳେ ତାଙ୍କର ଜଣେ ମହିଳା ପ୍ରଶଂସକଙ୍କ ଉପରେ ରାଗି ଯାଇଥିବାର ଦେଖିବାକୁ ମିଳିଛି।ଜୟା ଛିଡ଼ା ହୋଇଥିବା ବେଳେ ପ୍ରଶଂସକ ଜଣକ ଜୟାଙ୍କୁ ପଛ ପଟରୁ ବାଡ଼େଇ ଥି‌ଲେ, ଯେପରି ଜଣେ ବନ୍ଧୁଙ୍କ ଭଳି। ଯାହାକି ଜୟାଙ୍କୁ ପସନ୍ଦ ଆସିନଥିଲା।

ସେ ମହିଳାଙ୍କ ହାତକୁ ଧରି ବିରକ୍ତ ଭାବ ପ୍ରକାଶ କରିଥିଲେ। ସେ ସମୟର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ଏହି ମୁହୂର୍ତ୍ତ ଅନେକଙ୍କ ଦ୍ୱାରା କଏଦ ହୋଇଥିବା ବେଳେ ବର୍ତ୍ତମାନ ଇଣ୍ଟରନେଟରେ ବ୍ୟାପକ ଭାବେ ପ୍ରସାରିତ ହେବାରେ ଲାଗିଛି। ଇନଷ୍ଟାଗ୍ରାମରେ ପ୍ରସାରିତ ଏହି ଭିଡିଓଟିକୁ ଦେଖିବା ପରେ ଅନେକ ପ୍ରଶଂସକ ମିଳିତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଜୟା ବଚ୍ଚନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ଅନେକ ପ୍ରସଙ୍ଗରେ ରାଜନୈତିକ ବୟାନ ଦେବା କାରଣରୁ ଚର୍ଚ୍ଚାରେ ଥାଆନ୍ତି। ସେ ଅଧିକାଂଶ ସମୟରେ ନିଜର କ୍ରୋଧ ପାଇଁ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି।

 

You Might Also Like

SBI ଡିଜିଟାଲ ସେବା ୩ ଘଣ୍ଟା ପାଇଁ ବନ୍ଦ, ATM ବ୍ୟବହାର ପାଇଁ ପରାମର୍ଶ

ଔଷଧ ଦୋକାନରେ ଇଞ୍ଜେକ୍ସନ ଫୋଡିବା ମନା

ନବୀନଙ୍କୁ ପ୍ରଭାତ ତ୍ରିପାଠୀଙ୍କ ଜବାବ

ବିଶ୍ୱ ମୁଖ ସ୍ୱାସ୍ଥ୍ୟ ମାସ ପରିପ୍ରେକ୍ଷୀରେ ସୋଆ ଆଇଡିଏସ୍ ପକ୍ଷରୁ ୱାକାଥନ୍ ଆୟୋଜିତ

‘ଛୋରୀ-୨’ କୁ ନେଇ ଚର୍ଚ୍ଚାରେ ଅଛନ୍ତି ନୁସ୍‌ରତ ଭରୁଚା

TAGGED:#elderly fan#entertainment news#jaya bachchan#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?