Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆସନ୍ତା ୨୨ରେ ମିଳିବ ‘ସୁଭଦ୍ରା’ କିସ୍ତି, ସର୍ଭେ ପରେ ଦିଆଯିବ ତୃତୀୟ ପର୍ଯ୍ୟାୟ ଟଙ୍କା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଆସନ୍ତା ୨୨ରେ ମିଳିବ ‘ସୁଭଦ୍ରା’ କିସ୍ତି, ସର୍ଭେ ପରେ ଦିଆଯିବ ତୃତୀୟ ପର୍ଯ୍ୟାୟ ଟଙ୍କା

utkala khabar
Last updated: April 7, 2025 12:16 pm
utkala khabar
Published April 7, 2025
Share
SHARE

ଭୁବନେଶ୍ୱର ୦୭।୦୪ : ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍‌। ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ। ଆସନ୍ତା ୨୨ ଏବଂ ୨୩ ତାରିଖରେ ଏହି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଭିତରୁ ଯେଉଁମାନେ ଯୋଗ୍ୟ ସେମାନେ ସୁଭଦ୍ରା ଟଙ୍କା ପାଇବେ। ତୃତୀୟ କିସ୍ତି ପରେ ଯେଉଁମାନେ ୨୧ ବର୍ଷ ହୋଇଥିବ ତାଙ୍କ ପାଇଁ ପୁଣି ସୁଭଦ୍ରା ଓପନ ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମ କିସ୍ତି ପାଇବା ପରେ ଅନେକ ହିତାଧିକାରୀ ତାଲିକାରୁ କଟି ଯାଇଛନ୍ତି। ହିତାଧିକାରୀମାନେ କିଛି ଲୋନ ଆବେଦନ କରି ଆଇଟି ରିଟର୍ଣ୍ଣ ଦେଇଥିବାରୁ କଟି ଯାଇଛି। ଏକ କୋଟି ହିତାଧିକାରୀ ହେଇଯାଇଥିବାରୁ ବର୍ତ୍ତମାନ ଆଉ ନୂଆ ଆବେଦନ କରିପାରିବେନି। ରିଜେକ୍ସନ ଲିଷ୍ଟର ସର୍ଭେ କରାଯାଇ ବଞ୍ଚିତ ଥିବା ହିତାଧିକାରୀଙ୍କ ଦିଆଯିବ ତୃତୀୟ କିସ୍ତି। ମାର୍ଚ୍ଚ ୩୧ ତାରିଖ ପରେ ମଧ୍ୟ କିଛି ଆବେଦନ ଆସିଛି। ରିଜେକ୍ସନ ଲିଷ୍ଟର ହିତାଧିକାରୀଙ୍କ ଯାଞ୍ଚ ପରେ ତୃତୀୟ କିସ୍ତି ଦିଆଯିବ । ତାପରେ ନୂଆ ଆବେଦନ କଥା ପରେ ଚିନ୍ତା କରାଯିବ ।

You Might Also Like

ମେ ୧୨ରୁ କାର୍ଯ୍ୟକ୍ଷମ ହେବ ନୂଆ ଭୁବନେଶ୍ୱର ଷ୍ଟେସନ

ଆଜି ଏପ୍ରିଲ ୧ ଉତ୍କଳ ଦିବସ ,ଆଜିର ଦିନରେ ସ୍ୱତନ୍ତ୍ର ପ୍ରଦେଶ ରୂପେ ଜନ୍ମଲାଭ କରିଥିଲା ଓଡ଼ିଶା

ଧର୍ମ ଜାଗରଣ ସମିତିର ବୈଠକ ଅନୁଷ୍ଠିତ

ସରକାରୀ ଚାକିରି ଆବେଦନ ସମୟ ସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି

ସୁଭଦ୍ରା ସର୍ଭେରେ କଲେଜ ଛାତ୍ରୀମାନେ ସାମିଲ ହେବେ

TAGGED:#deputycm#odisha#pravati parida#subhadra 3rd istallment#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?