Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ

utkala khabar
Last updated: April 10, 2025 10:57 am
utkala khabar
Published April 10, 2025
Share
SHARE

କେନ୍ଦୁଝର ୧୦।୦୪ : ଆଜିଠୁ ୨ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ହେଲିକପଟର ଯୋଗେ ଆସି ସକାଳ ୯.୩୦ ମିନିଟ ସମୟରେ ରିଜର୍ଭ ପୋଲିସ ଗ୍ରାଉଣ୍ଡ ରେ ପହଞ୍ଚିବେ। ଦିନ ୧୦ଟା ସମୟରେ ହ୍ୟାଣ୍ଡବଲ ଷ୍ଟାଡିୟମ ଯାଇ ସେଠାରେ ଚାଲିଥିବା ୩୯ ତମ ସବ୍ ଜୁନିୟର ବଏଜ ହ୍ୟାଣ୍ଡବଲ ଚମ୍ପିୟାନସିପ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I ଏହାପରେ ୧୦.୪୦ ମିନିଟ ସମୟରେ କାଳୀ ପଡିଆ ଠାରେ ଆୟୋଜିତ ରାଜ୍ୟ ସନାତନ ଧର୍ମ ସମ୍ମିଳନୀ ଏବଂ ୧୧୪ କୁଣ୍ଡୀୟ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ତ୍ରୀଶକ୍ତି ମହାଯଜ୍ଞ ରେ ଯୋଗ ଦେବେ । ୧୧ଟା ୫ ମିନିଟ ସମୟରେ ବୀରକିଶୋରପୁର ସ୍ଥିତ ମଣ୍ଡଳପାଟ ନୋଡାଲ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ରେ ଯୋଗ ଦେବେ । ଅପରାହ୍ନ ୪ ଟା ସମୟରେ ଝୁମ୍ପୁରା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୭ ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ । ଏହା ପରେ ସେଠାରୁ ଯାଇ ସଂଧ୍ୟା ୬.୩୦ ମିନିଟ ସମୟରେ ମରସୁଆଁ ଗ୍ରାମ ପଞ୍ଚାୟତ ଖେଳ ପଡିଆ ଠାରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଯୋଗ ଦେବେ । ଶୁକ୍ରବାର ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।

You Might Also Like

ଚୋରା ମଦ ବିକ୍ରି ବିରୁଦ୍ଧରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା!

ଆସୁଛି ବଡ଼ ଲଘୁଚାପ ! କାଲିଠୁ ପ୍ରବଳ ବର୍ଷା

ପ୍ରଡ୍ୟୁସର ସଲିମ ଅଖତରଙ୍କ ପରଲୋକ, ୮୨ ବର୍ଷ ବୟସରେ ଦୁନିଆରୁ ବିଦାୟ

ପୁଣି ଥରେ ଦାଦନ ଶ୍ରମିକଙ୍କ ଶବ ନିଜ ଗାଁ ଭିଟାମାଟିକୁ ଫେରିଲା

କରଞ୍ଜିଆ ଉପଖଣ୍ଡରେ ଥମୁନି ହାତୀ ଆତଙ୍କ

TAGGED:#keounjhar#mohan charan majhi#odisha cm#odisha news#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?