Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ହାଇ କୋଲେଷ୍ଟ୍ରୋଲକୁ କିପରି କରିବେ କଣ୍ଟ୍ରୋଲ, ଜାଣନ୍ତୁ ଏହି ଉପାୟ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ହାଇ କୋଲେଷ୍ଟ୍ରୋଲକୁ କିପରି କରିବେ କଣ୍ଟ୍ରୋଲ, ଜାଣନ୍ତୁ ଏହି ଉପାୟ

utkala khabar
Last updated: April 16, 2025 3:24 pm
utkala khabar
Published April 16, 2025
Share
SHARE

ହାଇ କୋଲେଷ୍ଟ୍ରୋଲର ସମସ୍ୟା ଦୃତ୍ତ ଗତିରେ ବଢିବାରେ ଲାଗିଛି । ଆଜି କାଲିକା ଲୋକମାନେ କାମ କରିବା ପାଇଁ ବିଭିନ୍ନ ସରଳ ଉପାୟକୁ ମାଧ୍ୟମ କରି ଚାଲୁଛନ୍ତି । ସେମାନଙ୍କ ଖାଦ୍ୟରେ ମଧ୍ୟ କଣ୍ଟ୍ରୋଲ ରଖୁନାହାଁନ୍ତି । ନିଜ ଖାଇବା ଲିଷ୍ଟରେ ଫାଷ୍ଟଫୁଡର ଅନହେଲଦି ଖାଦ୍ୟକୁ ସାମିଲ କରୁଛନ୍ତି । ଯାହା ଦ୍ବାରା ହାଇ କୋଲେଷ୍ଟ୍ରୋଲର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି । ଡାଏଟ ଏବଂ ଏକ୍ସରସାଇଜ କରିବା ଦ୍ବାରା ଏହି ସବୁ ଚିନ୍ତାରୁ ମୁକ୍ତି ମିଳିପାରିବ । ୱାକ୍ କରି କେମିତି ହାଇ କୋଲେଷ୍ଟ୍ରୋଲକୁ ରୋକି ପାରିବା ସେ ସମ୍ପର୍କରେ ଆସନ୍ତୁ ଜାଣିବା ।

ହାଇ କୋଲେଷ୍ଟ୍ରୋଲ ପାଇଁ ୱାକିଂର ଫାଇଦା: ୱାକିଂ କରିବା ସମୟରେ ଆମ ସମ୍ପୂର୍ଣ୍ଣ ମାଂସପେଶୀ ସଂଚାଳନ ଉପରେ ପ୍ରଭାବ ପକାଇଥାଏ । ଯେତେବେଳେ ଜଣେ ଦ୍ରୁତ ଗତିରେ ଚାଲିଥାନ୍ତି ସେତେବେଳେ ଆମ ଦେହରୁ ଝାଳ ବୋହିଥାଏ । ଫଳରେ ଆମ ଶରୀରକୁ ମୋଟା କରୁଥିବା ଚର୍ବି ଏବଂ ଟ୍ରାଇଗ୍ଲିସରାଇଟ୍ କମାଇବାରେ ସାହାଯ୍ୟ କରିଥାଏ ।

ୱାକିଂ କରିବା ଦ୍ବାରା ଭଲ କୋଲେଷ୍ଟ୍ରୋଲର ବୃଦ୍ଧି: ନିୟମିତ ଦୃତ୍ତ ଗତିରେ ଚାଲିବା ଦ୍ବାରା ଭଲ କୋଲେଷ୍ଟ୍ରୋଲରେ ବୃଦ୍ଧି ଘଟି ଖରାପ କୋଲେଷ୍ଟ୍ରୋଲକୁ ହ୍ରାସ କରିଥାଏ ।ଯଦି ବ୍ୟସ୍ତମୟ ଜୀବନରେ ନିୟମିତ ଚାଲିବା ଅସମ୍ଭବ ହେଉଛି, ତେବେ ସପ୍ତାହକୁ ୩ ଦିନ ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବା ଉଚିତ୍ । ଚାଲିବା ଦ୍ବାରା ମାଂସପେଶୀରେ ଥିବା ଚର୍ବି ଏବଂ କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଯାହା ଦ୍ବାରା  ଭଲ କୋଲେଷ୍ଟ୍ରୋଲ ବୃଦ୍ଧି ପାଇଥାଏ ।

ହାଇ କୋଲେଷ୍ଟ୍ରୋଲ୍ ପାଇଁ କେତେ ସମୟ ୱାକିଂ ଜରୁରୀ: ହାଇ କୋଲେଷ୍ଟ୍ରୋଲର ନିୟନ୍ତ୍ରଣ ପାଇଁ ସଠିକ୍ ଉପାୟ ରହିଛି । ଯେମିତିକି କେତେ ସମୟ  ଚାଲିବା ଦରକାର, କେତେବେଳେ ୱାକିଂ କରିବା ଆବଶ୍ୟକ । ଏହି ସବୁ ଉପାୟ ଉପରେ ଧ୍ୟାନ ଦେବା ଜରୁରୀ । ଏହା ବ୍ୟତୀତ ମାନସିକ ସ୍ତରରେ ନିଜକୁ ଷ୍ଟ୍ରଙ୍ଗ୍ କରିବା ମଧ୍ୟ ଆବଶ୍ୟକ । ହାଇ କୋଲେଷ୍ଟ୍ରୋଲକୁ କମାଇବା ପାଇଁ ସଠିକ୍ ଉପାୟ ହେଉଛି ଖାଇ ସାରିବା ପରେ ୱାକିଂ କରିବା ଦରକାର । ନିଜ ସୁସ୍ଥ ଜୀବନଯାପନ ପାଇଁ ନିୟମିତ ୪୫ମିନିଟ୍ ପର୍ଯ୍ୟନ୍ତ ଚାଲିବା ଦରକାର । ଯାହା ଫଳରେ ଆମ ଶରୀରକୁ ଭଲ ଫାଇଦା ମିଳିଥାଏ ।

You Might Also Like

ସରକାରଙ୍କ ଘୋଷଣା, ବଣ୍ଟା ହେବ ନୂଆ ରାସନ କାର୍ଡ

କୁକୁଡ଼ା ମାଂସ ପ୍ରତି ସାବଧାନ !ହୋଇପାରନ୍ତି ନପୁଂସକତାର ଶିକାର

ଆତଙ୍କବାଦୀଙ୍କ ଆକ୍ରମଣ ପରେ ଶାହରୁଖଙ୍କ ବଡ ପ୍ରତିକ୍ରିୟା

ଭିଟାମିନ-ସି ଅଭାବରୁ କ’ଣ ହୁଏ? ଜାଣନ୍ତୁ

ଭାରତ ଓ ପାକିସ୍ତାନ ଯୁଦ୍ଧ ମଧ୍ୟରେ ବନ୍ଦ ହୋଇପାରେ ଆଇପିଏଲ-୨୦୨୫

TAGGED:#health#UTKALA KHABARCollestrol levelLifestyle news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?