Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭୁଲରେ କେବେ ବି ଖାଆନ୍ତୁ ନାହିଁ ଆଇସ୍କ୍ରିମ୍ ,ଦେଖାଦେଇପାରେ ଅନେକ ସମସ୍ୟା
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଭୁଲରେ କେବେ ବି ଖାଆନ୍ତୁ ନାହିଁ ଆଇସ୍କ୍ରିମ୍ ,ଦେଖାଦେଇପାରେ ଅନେକ ସମସ୍ୟା

utkala khabar
Last updated: April 29, 2025 4:02 pm
utkala khabar
Published April 29, 2025
Share
SHARE

ପିଲାଠୁ ଆରମ୍ଭ କରି ବଡ ଯାଏଁ ସମସ୍ତେ ଆଇସକ୍ରିମ ଖାଇବାକୁ ପସନ୍ଦ କରିଥାନ୍ତି । ଦିନକୁ ଦିନ ମାର୍କେଟରେ ବିଭିନ୍ନ ପ୍ରକାର ଆଇସ୍କ୍ରିମ ଉପଲବ୍ଧ ହେଉଛି । ଯାହାଦ୍ୱାରା ଆଇସକ୍ରିମର କ୍ରେଜନେସକୁ ବଢାଇଦେଇଛି ।  ବିଶେଷ କରି ଖରା ଦିନରେ ଆଇସ୍କ୍ରିମର ଚାହିଦା ବଢିଯାଇଥାଏ । ଖରା ଗରମ ପାଇଁ ମଧ୍ୟ ଅନେକ ଜଣ ଆଇସ୍କ୍ରିମ ଖାଇବାକୁ ଅଭ୍ୟାସରେ ପକାଇଦିଅନ୍ତି । ଯାହା ପରେ ଅନେକ ଶାରୀରିକ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ ।  ଆଇସ୍କ୍ରିମ ଖାଇବାର ମଜା ଖୁବ୍ ନିଆରା । ସବୁକିଛି ତା ସାମ୍ନାରେ ଫିକା ଭଳି ଲାଗେ । ଆଇସ୍କ୍ରିମର କଥା ଉଠିବା ମାତ୍ରେ ଖାଇବାର ଇଚ୍ଛାକୁ ବଢାଇଦେଇଥାଏ । ଏହାକୁ ଅତ୍ୟଧିକ ଖାଇବା ଦ୍ବାରା ଶରୀରରେ ଅସୁସ୍ଥତା ଦେଖାଦେଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି? ଆଇସ୍କ୍ରିମ୍ କେଉଁମାନଙ୍କ ପାଇଁ ହାନିକାରକ ଆସନ୍ତୁ ଜାଣିବା ।

ଡାଇବେଟିସ୍ ରୋଗୀ : ଖରା ଗରମ ପାଇଁ ଡାଇବେଟିସ ରୋଗୀମାନେ ମଧ୍ୟ ଆଇସ୍କ୍ରିମ୍ ଖାଇବାର ମଜା ନେବାକୁ ଛାଡୁନାହାନ୍ତି । ଆଇସ୍କ୍ରିମରେ ପ୍ରଚୁର ମାତ୍ରାରେ ସୁଗାରର ବ୍ୟବହାର କରାଯାଇଥାଏ । ତେଣୁ ଡାଇବେଟିସ ରୋଗୀଙ୍କ ପାଇଁ ହିତକାରୀ ନୁହେଁ ।  ଯାହାଫଳରେ ହଠାତ୍ ସୁଗାର ଲେବଲକୁ ବଢାଇଥାଏ । କିଛି ମୁହୁର୍ତ୍ତ୍ବ ପାଇଁ ତ ଆରାମ ମିଳିଥାଏ ହେଲେ ତାଙ୍କ ରୋଗର ସମସ୍ୟାକୁ ଦ୍ବିଗୁଣିତ କରିଦେଇଥାଏ । ତେଣୁ ଡାଇବେଟିସ ରୋଗୀ ଆଇସ୍କ୍ରମ ଖାଇବା ଆଦୌ ଉଚିତ୍ ନୁହେଁ।

ହାର୍ଟ ରୋଗୀ :

ଆଇସ୍କ୍ରିମରେ କେମିକାଲ ଗୁଣ ଥିବା ହେତୁ ଏହା ହାର୍ଟ ରୋଗୀଙ୍କ ପାଇଁ ମଧ୍ୟ ହାନିକାରକ । ଆଇସ୍କ୍ରିମରେ ଥିବା କ୍ରିମ ହାର୍ଟ ରୋଗୀଙ୍କ ପାଇଁ ଖରାପ କରିଥାଏ । ଆଇସ୍କ୍ରିମ ଖାଇବା ଦ୍ବାରା କୋଲେଷ୍ଟ୍ରୋଲକୁ ବଢାଇବା ସହ ରକ୍ତଚାପକୁ ମଧ୍ୟ ବଢାଇଦେଇଥାଏ । ଯାହା ହାର୍ଟ ରୋଗୀଙ୍କ ପାଇଁ କ୍ଷତିକାରକ ।

ଦାନ୍ତରେ ସମସ୍ୟା :

ଅଧିକ ଆଇସ୍କ୍ରିମ୍ ଖାଇବା ଫଳରେ ଦାନ୍ତକୁ ଦୁର୍ବଳ କରିଦେଇଥାଏ । ଦାନ୍ତରେ କ୍ୟାବେଟିଜ ଭଳି ସମସ୍ୟା ଦେଖାଦେଇଥାଏ । ଚିନିର ମାତ୍ରା ସେଥିରେ ଥିବାରୁ ଦାନ୍ତ ବିନ୍ଧା ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଫଳରେ ଦାନ୍ତ ଜନିତ ସମସ୍ୟାରେ ପୀଡିତ ଥିଲେ ଆଇସ୍କ୍ରିମ୍ ଖାଇବା ଅନୁଚିତ୍ ।

ଓଜନରେ ବୃଦ୍ଧି ହେଉଥିଲେ :

ଆମେ ସାଧାରଣତଃ ଜାଣିଥାଉ କି ଚିନି ଖାଇବା ଦ୍ବାରା ଆମ ଓଜନକୁ ବଢାଇଥାଏ । ଯାହା ବର୍ତ୍ତମାନ ସମୟରେ ମୋଟା ହେବାର ଚିନ୍ତାକୁ ବଢାଇଦେଇଛି । ଏହାର ମୁଖ୍ୟ କାରଣ ହେଉଛି ଆଇସ୍କ୍ରମ ଖାଇବା । ଆଇସ୍କ୍ରିମରେ କ୍ୟଲୋରୀ ଥିବାରୁ ଆମର ମୋଟାପଣକୁ ବଢାଇଥାଏ । ଯଦି ଆପଣ ମୋଟାପଣକୁ କମାଇବାକୁ ଚାହୁଁଛନ୍ତି ତେବେ ଆଇସ୍କ୍ରିମ୍ କାଇବା ଉଚିତ୍ ନୁହେଁ ।

You Might Also Like

କେମିତି ଆତଙ୍କୀ ହମଲା ବେଳେ ୪ ପର୍ଯ୍ୟଟକ ପରିବାରକୁ ବଞ୍ଚାଇଥିଲେ ନଜାକତ ଅଲୀ ?

ଭଡା ବିମାନରେ ୪୦ ଘଣ୍ଟାର ଉଡ଼ାଣ, ରାଣା ପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ୪ କୋଟି ଟଙ୍କା

୨୪ରେ ପୁଣି ମିଳିବ ସୁଭଦ୍ରାର ଷଷ୍ଠ ପର୍ଯ୍ୟାୟ ଟଙ୍କା

ବିରାଟ-ଅନୁଷ୍କାଙ୍କୁ କ’ଣ କହିଲେ ପ୍ରେମାନନ୍ଦ ମହାରାଜ ?

ଅନଲାଇନ ଗେମରେ କିଏ କୋଟିପତି ତ କିଏ କାଙ୍ଗାଳ!

TAGGED:#UTKALA KHABARIce creamLife styleLifestyle news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?