Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପୁଣି ଭୁଶୁଡ଼ିଲା ଭାରତୀୟ ପୁଞ୍ଜିବଜାର, ସେନସେକ୍ସ ପ୍ରାୟ ୧୩୦୦ ପଏଣ୍ଟ ହ୍ରାସ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

ପୁଣି ଭୁଶୁଡ଼ିଲା ଭାରତୀୟ ପୁଞ୍ଜିବଜାର, ସେନସେକ୍ସ ପ୍ରାୟ ୧୩୦୦ ପଏଣ୍ଟ ହ୍ରାସ

utkala khabar
Last updated: April 1, 2025 4:19 pm
utkala khabar
Published April 1, 2025
Share
SHARE

ପୁଣି ଭୁଶୁଡ଼ିଲା ଭାରତୀୟ ପୁଞ୍ଜିବଜାର । ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ କାରବାର ଦିବସରେ କ୍ରାସ କଲା ସେନସେକ୍ସ । ବିଏସଇ ସୂଚକାଙ୍କ ସେନ୍ ସେକ୍ସରେ ପ୍ରାୟ ୧୩୦୦ ପଏଣ୍ଟ ହ୍ରାସ । ସେହିପରି ନିଫ୍ଟି ୩୬୦ ପଏଣ୍ଟରୁ ଅଧିକ ଖସିଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଆଇଟି ସେକ୍ଟର । ବିଦେଶୀ ନିବେଶକଙ୍କ ପୁଞ୍ଜି ପ୍ରତ୍ୟାହାର ସେୟାର ମାର୍କେଟ କ୍ରାସର ବଡ଼ କାରଣ । ଆସନ୍ତାକାଲିଠୁ ଟ୍ରମ୍ପଙ୍କ ଟାରିଫ ବୃଦ୍ଧି ନିଷ୍ପତ୍ତି ମଧ୍ୟ ସେୟାର ବଜାର ହ୍ରାସର କାରଣ ।

ଏହାପୂର୍ବରୁ ମାର୍ଚ୍ଚରେ ଆରମ୍ଭରେ ବିଏସ୍ଇ ସେନ୍ସେକ୍ସ ୧୧୩୧.୩୧ ପଏଣ୍ଟ (୧.୫୩%) ବୃଦ୍ଧି ପାଇ ୭୫,୩୦୧.୨୬ ପଏଣ୍ଟରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷରେ ଏନଏସଇ ନିଫ୍ଟି ୫୦ ଇଣ୍ଡେକ୍ସ ୩୨୫.୫୫ ପଏଣ୍ଟ (୧.୪୫%) ବୃଦ୍ଧି ପାଇ ୨୨,୮୩୪.୩୦ ପଏଣ୍ଟରେ ବନ୍ଦ ହୋଇଥିଲା ।

You Might Also Like

ନୂଆ ଷ୍ଟାଇଲରେ ଆସିବ କାର Jeep Compass

ରାମନବମୀ ଅବସରରେ ନୂତନ ପମ୍ବନ ରେଳସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ତୀର୍ଥଯାତ୍ରୀଙ୍କ ପାଇଁ ହେବ ସହଜ

ଏପ୍ରିଲ ୦୨ ତାରିଖ, ବୁଧବାର ଜାଣନ୍ତୁ କେଉଁ ରାଶି ଆପଣଙ୍କ ପାଇଁ କେମିତି ରହିବ

ମାଳତୀପାଟପୁର ବସ୍ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ, ଜଳିଗଲା ଟୁରିଷ୍ଟ ବସ୍

ଏପ୍ରିଲରୁ ଜୁନ୍ ଯାଏଁ ଅଗ୍ନିବର୍ଷା; ଏବେ ଆଶ୍ଵସ୍ତି ଆଣିବ କାଳବୈଶାଖୀ

TAGGED:#businessnews#economy#sensex#stock market#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?