Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ୩୪ ନିଖୋଜ ଶିଶୁ ଉଦ୍ଧାର
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଅପରାଧ

୩୪ ନିଖୋଜ ଶିଶୁ ଉଦ୍ଧାର

utkala khabar
Last updated: April 22, 2025 4:30 pm
utkala khabar
Published April 22, 2025
Share
SHARE

ଗଞ୍ଜାମ ୨୨/୪ : ଗଞ୍ଜାମ ପୋଲିସକୁ ବଡ଼ ସଫଳତା । ୨୮ ଶିଶୁ ଉଦ୍ଧାର । ଉଦ୍ଧାର ଶିଶୁଙ୍କ ମଧ୍ୟରୁ ୨୬ ନାବାଳିକା ଓ ୨ ନାବାଳକ ଥିବା ସୂଚନା । ରାଜ୍ୟରେ ଶିଶୁ ଅପହରଣ ଓ ନିଖୋଜ ନେଇ ଚହଳ ପଡିଛି  । ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା  । ଏନେଇ ଗଞ୍ଜାମ ପୋଲିସ ତତ୍ପର ଦେଖାଇଛି । ଚଳିତ ମାସ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା ଜିଲ୍ଲା ପୋଲିସ । ପୋଲିସର ଉତ୍ସର୍ଗୀକୃତ ପ୍ରୟାସରେ ରାଜ୍ୟ ଓ ରାଜ୍ୟ ବାହାରୁ ୨୮ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁଙ୍କୁ ନିଜ ନିଜ ପରିବାରକୁ ହସ୍ତାନ୍ତର କରାଯାଇଛି ।

ଭଞ୍ଜନଗର ଥାନା ସର୍ବାଧିକ ୫ଟି ମାମଲାରେ ୫ଟି ନାବାଳିକା ଉଦ୍ଧାର ହୋଇଛନ୍ତି । ସେହିପରି ଖଲ୍ଲିକୋଟରେ ୨ଟି ମାମଲାରେ ଜଣେ ନାବାଳିକା ଓ ଜଣେ ନାବାଳକ ଉଦ୍ଧାର । ପୁରୁଷୋତ୍ତମପୁରରେ ୪ଟି ନାବାଳିକା, କବିସୂର୍ଯ୍ୟନଗରରେ ୨ଟି ନାବାଳିକା, ବେଗୁନିଆପଡା ଜଣେ ନାବାଳକ, ଆସିକାରେ ଦୁଇ ନାବାଳିକା, ହିଞ୍ଜିଳିରେ ୨ ନାବାଳିକା, ପାଟପୁରରେ ଜଣେ ନାବାଳିକା, ବଡଗଡରେ ଦୁଇ ନାବାଳିକା, ବେଲଗାଁ ଜଣେ ନାବାଳିକା, ବେଲଗୁଣ୍ଠାରେ ଜଣେ ନାବାଳିକା, ବୁଗୁଡାରେ ୩ଟି ମାମଲାରେ ୪ଟି ନାବାଳିକା ଓ ତାରସିଂ ଥାନା ଅଧୀନରେ ଜଣେ ନାବାଳିକା ଉଦ୍ଧାର ହୋଇଛି ।

You Might Also Like

ମେ ୦୧ ତାରିଖ ଗୁରୁବାର, ଆଜିର ଦିନଟି କେମିତି କଟିବ ଜାଣନ୍ତୁ

ଆସିଲା ନୂଆ ପେଟ୍ରୋଲ ଦର; ଟାଙ୍କି ଭରିବା ପୂର୍ବରୁ ଜାଣନ୍ତୁ ରେଟ୍

ସୁନାର ସର୍ବକାଳୀନ ରେକର୍ଡ, ୯୫ ହଜାର ଡେଇଁଲା ଦର

ପୋଷ୍ଟ ମ୍ୟାଚ ପ୍ରେଜେଣ୍ଟେସନରେ କୁଲଦୀପଙ୍କଠୁ ଚାପୁଡା ଖାଇଲେ ରିଙ୍କୁ ସିଂ

ପୁଣି ବଢ଼ିଲା ସୁନା ଦର

TAGGED:#odisha#UTKALA KHABAR28 Children rescuedGanjam
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?