Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଜାଣନ୍ତୁ କେମିତି କଟିବ ଆଜିର ଦିନ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଶିଫଳ

ଜାଣନ୍ତୁ କେମିତି କଟିବ ଆଜିର ଦିନ

utkala khabar
Last updated: May 20, 2025 10:59 am
utkala khabar
Published May 20, 2025
Share
SHARE

ମେଷ- ଏକାଦଶ ଚନ୍ଦ୍ର କାଳ ଭୋଗ ଯୋଗୁ ଦିନଟି ବହୁତ ଭଲରେ କଟିବ। ଆରମ୍ଭ କରିଥିବା କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ। ଚାକିରିରେରେ ପଦୋନ୍ନତି ଘଟିବାର ସମ୍ଭାବନା ଅଛି।

ବୃଷ- ମିଳୁନଥିବା ଧନ ଫେରିପାଇବେ। କାର୍ଯ୍ୟରେ ଖୁସି ହୋଇ ବନ୍ଧୁମାନଙ୍କ ଦ୍ଵାରା ପ୍ରଶଂସାର ପାତ୍ର ହେବେ। ପ୍ରେମ ସମ୍ପର୍କ ସୁଦୃଢ଼ ହେବ। ଲୁଚି ରହିଥିବା ଦକ୍ଷତାର ପରିପ୍ରକାଶ ହେବ। ବିଦ୍ୟାର୍ଥୀମାନେ ଉତ୍ତମ ଫଳ ପ୍ରାପ୍ତ କରିବେ।

ମିଥୁନ- ଘାତ ଚନ୍ଦ୍ର ଯୋଗୁ ସତର୍କ ରହିବା ବିଧେୟ। ଜମିଜମାକୁ ନେଇ ରହିଥିବା ବିବାଦର ଅନ୍ତ ଘଟିବ। କର୍ମ ବ୍ୟସ୍ତତାରେ ଦିନଟି କଟିବ। ଚିନ୍ତା ବଢ଼ିପାରେ। ବାଣିଜ୍ୟରେ ମଧ୍ୟମ ଫଳ ପ୍ରାପ୍ତ ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ପଛରେ ରହିବେ।

କର୍କଟ- ଅଷ୍ଟମ ଚନ୍ଦ୍ର ଯୋଗୁ ଦିନଟିରେ ଚିନ୍ତାରେ ପଡ଼ିବେ। ଜୀବନ ସାଥିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଦେବ। ମିତ୍ରଙ୍କ ଠାରୁ ଉପହାର ମିଳିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ବିଦ୍ୟାର୍ଥୀମାନେ ଅସଫଳ ହେବେ।

ସିଂହ- ଚାକିରିରେ ସଫଳତା ମିଳିବ। ଦିନଟିରେ ଉନ୍ନତି ଆଶାନୁରୂପ ହେବ। ବିଦେଶ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। କିଛି ଲୁଚି ରହିଥିବା ମିଥ୍ୟା ସର୍ବ ସମୁଖକୁ ଆସିପାରେ। ସନ୍ତାନଙ୍କ ସହ ମନୋମାଳିନ୍ୟ ହୋଇପାରେ।

କନ୍ୟା- କର୍ମରେ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଶତ୍ରୁଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ। ନିବେଶ ପାଇଁ ଦିନଟି ଉତ୍ତମ ରହିଛି। ବିଦ୍ୟାର୍ଥୀମାନଙ୍କୁ ପ୍ରଶଂସା ମିଳିପାରେ।

ତୁଳା- ଦିନଟି ବହୁତ ଖୁସିରେ କଟିବ। ପରିବାରରେ ସାଧାରଣ ସମସ୍ୟା ସୃଷ୍ଟି ହେବ। ଉଚ୍ଚପଦସ୍ଥ ଲୋକଙ୍କ ସହ ସାକ୍ଷାତ ହେବ। ବ୍ୟବସାୟରେ ଲାଭ ଯୋଗ ରହିଛି। ବିଦ୍ୟାର୍ଥୀମାନେ ସଫଳତା ପ୍ରାପ୍ତ କରିବେ।

ବିଛା- ବାକିଥିବା କାର୍ଯ୍ୟକୁ ସମୟାନୁସାରେ ପୂରଣ କରନ୍ତୁ। ବନ୍ଧୁଙ୍କ ସହ ଅଧିକାଂଶ ସମୟ କଟିବ । ଜୀବନସାଥୀଙ୍କ ସହଯୋଗ ମିଳିବ। ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଉପଯୁକ୍ତ ହେବେ । ବଡ଼ ପଦବୀ ପାଇଁ ଆଶାୟୀ ହେବେ।

ଧନୁ- ଦିନଟି ଭଲ ଫଳ ପ୍ରଦାନ କରିବ। ସଭା ସମିତିରେ ନେତୃତ୍ୱ ଲାଭ କରିବେ। ପରିବାରରୁ ପ୍ରଶଂସା ମିଳିବ। ବିବାଦର ଅନ୍ତ ଘଟିବ। ବିଦ୍ୟାର୍ଥୀମାନେ ପରୀକ୍ଷାକୁ ନେଇ ଚିନ୍ତାରେ ରହିବେ।

ମକର- ଦିନଟି ଅନୁକୂଳ ରହିବ। ସାମାଜିକ କାର୍ଯ୍ୟରେ ମନୋନିବେଶ କରିବେ। ପରିବାରରୁ ଆର୍ଥିକ ସହାୟତା ମିଳିବ। ମିଛ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ। ବିଦ୍ୟାର୍ଥୀମାନଙ୍କ ମନ ଉଣା ରହିବ। ଆର୍ଥିକ ବ୍ୟୟ ସାମାନ୍ୟ ଅଧିକ ରହିବ।

କୁମ୍ଭ- ମିତ୍ରଙ୍କ ଠାରୁ ଭଲ ଖବର ମିଳିବ। ଧନ ସଂପତ୍ତି କ୍ରୟ କରିବେ। ପ୍ରତିଶ୍ରୁତି ପୂରଣ କରନ୍ତୁ। ଅନ୍ୟ ଲୋକଙ୍କ କାର୍ଯ୍ୟରେ ସମୟ ନିବେଶ କରିବେ। ସୌଜନ୍ୟ ଭାବ ମନରେ ରହିବେ। ବିଦ୍ୟାର୍ଥୀ ଲାଭବାନ ହେବେ।

ମୀନ- କର୍ମ କ୍ଷେତ୍ରରେ ସାବଧାନ ରହିବା ବିଧେୟ । ବ୍ୟବସାୟରେ ଲାଭ ଯୋଗ ରହିଛି। କର୍ମ କ୍ଷେତ୍ରରେ ନୂତନ ପଦବୀ ମିଳିପାରେ। ପରିବାରରେ ସାମାନ୍ୟ ମନୋମାଳିନ୍ୟ ଦେଖା ଦେବ ।

You Might Also Like

କେମିତି ହୋଇଥିଲା ଏୟାରଷ୍ଟ୍ରାଇକ; କହିଲେ ୱିଙ୍ଗ କମାଣ୍ଡର ବ୍ୟୋମିକା ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀ

ହଟିଲେ ପାକିସ୍ତାନର ସେନାମୁଖ୍ୟ ମୁନିର ଅହମ୍ମଦ

ଭୟଙ୍କର କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଲକ୍ଷଣ

ଆଜି ହେଉଛି ପବିତ୍ର ସୀତାନବମୀ

ଭୂକମ୍ପ ଝଟକାରେ ଥରିଲା ଜମ୍ମୁ କଶ୍ମୀର

TAGGED:#horoscope#UTKALA KHABARAstrology NewsRashifal 2025
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?