Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କେମିତି କଟିବ ଆଜିର ଦିନ ଜାଣନ୍ତୁ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଶିଫଳ

କେମିତି କଟିବ ଆଜିର ଦିନ ଜାଣନ୍ତୁ

utkala khabar
Last updated: May 24, 2025 3:56 pm
utkala khabar
Published May 23, 2025
Share
SHARE

ମେଷ– କୃଷ୍ଣ ପକ୍ଷ ଦ୍ଵାଦଶ ଚନ୍ଦ୍ର ସର୍ବ କାର୍ଯ୍ୟ ସଫଳ ହେବ। ବିଦ୍ୟାର୍ଥୀମାନେ ମନୋରଞ୍ଜନ କରି ସମୟ  ଅତିବାହିତ କରିବେ | ବ୍ୟବସାୟୀମାନେ କାମ କରିବାକୁ ନୂତନ ସୁଯୋଗ ପାଇବେ।

ବୃଷ– ଅଧିକ ଆୟର ଯୋଗ ରହିଛି । ଫଳରେ ମାନସିକ ଓ ଶାରୀରିକ ସ୍ତରରେ ମଜଭୁତ ରହିବେ। ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇପାରେ। ଧନ ସଞ୍ଚୟ ପାଇଁ ଦିନଟି ଉତ୍ତମ ରହିଛି।

ମିଥୁନ– ଭାଗବତ ସେବାରେ ମନୋନିବେଶ କରିବେ। ମନରେ ବିଶାଦ ସୃଷ୍ଟି ହୋଇପାରେ। ଚିନ୍ତାକୁ  ଦୂରୀଭୂତ କରନ୍ତୁ। ଧନ ଲାଭର ସଂଯୋଗ ରହିଛି। ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ।

କର୍କଟ– ସୁଖ ହାନି ଘଟିବ। ଅଙ୍ଗରେ ସମସ୍ୟା ଦେଖାଦେବ। ଆବଶ୍ୟକତା ଠାରୁ ବ୍ୟୟ ଅଧିକ ହେବ। ବ୍ୟବସାୟ ମଧ୍ୟମ ଗତିରେ ଚାଲିବ। ଘରୋଇ ବିବାଦରୁ ଦୂରେଇ ରୁହନ୍ତୁ। ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ।

ସିଂହ– ଦୁର୍ଘଟଣାରୁ ସତର୍କ ରହିବେ। ପରିଶ୍ରମ ସାମାନ୍ୟ ଅଧିକ ରହିବ। ଭ୍ରମଣ ଯୋଗୁ ଆଳସ୍ୟ ଅନୁଭବ କରିବେ। କିଛି ଭୁଲ ନିଷ୍ପତ୍ତି ମଧ୍ୟ ନେଇପାରନ୍ତି। ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବେ।

କନ୍ୟା– ମନରେ ଆତ୍ମ ଗର୍ବ ଭରି ରହିବ। ଦିନଟିରେ ଉତ୍ତମ ଧନ ପ୍ରାପ୍ତି ଯୋଗ ରହିଛି। ବଡ଼ ସଫଳତା ମିଳିପାରେ। ସ୍ବାସ୍ଥ୍ୟାବସ୍ଥା ମଧ୍ୟମ ରହିବ। ଶତ୍ରୁଙ୍କୁ ଭୟ ରହିବ। ଅଧିକ ପରିଶ୍ରମରେ ଦିନଟି କଟିବ।

ତୁଳା– ଘାତ ବାର ରହିଥିବାରୁ ମାନସିକ ଅଶାନ୍ତି ଲାଗି ରହିବ। ଆର୍ଥିକ ସମସ୍ୟା ଲାଗି ରହିବ। କିଛି ନୂତନ ପାରିବାରିକ ତିକ୍ତତା ହେତୁ ମନ ଅଶାନ୍ତ ରହିବ। କିଛି ଚିନ୍ତା ମନକୁ ପ୍ରଭାବିତ କରିବ।

ବିଛା– ଅନ୍ୟ ଉପରେ ଅଭିମାନ କରି ନିଜ ସମୟ ନଷ୍ଟ କରିବେ। ମାନହାନି ହେବାର ସମ୍ଭାବନା ରହିଛି। କର୍ମ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ। ଆର୍ଥିକ ଅନଟନ ଦେଖା ଦେଇପାରେ।

ଧନୁ– ଘାତ ଚନ୍ଦ୍ର ରହିଥିବାରୁ ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ତଥାପି ସମ୍ମାନର ଅଧିକାରୀ ହେବେ। ପ୍ରଫୁଲ୍ଲ ଓ ଉତ୍ସାହିତ ରହିବେ। କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ। ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ।

ମକର– ଅଟକିଥିବା କାର୍ଯ୍ୟର ପରି ସମାପ୍ତି ହେବ। ପରିଶ୍ରମର ଫଳ ପ୍ରାପ୍ତି ହେବ। ଉଚ୍ଚ ସମ୍ମାନ ଲାଭ କରିବେ। ଚାକିରିରେ ପଦୋନ୍ନତି ଘଟିବ। ବ୍ୟବସାୟରେ ଅଧିକ ଅର୍ଥଲାଭର ଯୋଗ ରହିଛି।

କୁମ୍ଭ– କାର୍ଯ୍ୟରେ ହାନି ଘଟିବ। ଆର୍ଥିକ ଅସୁବିଧା ଦେଖା ଦେଇପାରେ। ପାରିବାରିକ ଜୀବନ ମଧ୍ୟମ ରହିବ। ଚାକିରିରେ କୌଣସି ଅତିରିକ୍ତ ଦାୟିତ୍ୱ ମିଳିପାରେ। ପରିଶ୍ରମ ଅଧିକ ହେବ।

ମୀନ– ଶ୍ରୀ ଚନ୍ଦ୍ର ରହିଥିବାରୁ ଆୟ ଉତ୍ତମ ରହିବ। ମନରେ ଅନେକ ଉଚ୍ଚ ଚିନ୍ତାଧାରା ରହିବ। କୌଣସି ସୂତ୍ରରୁ ଆର୍ଥିକ ସହାୟତା ମିଳିପାରେ। ଚାକିରିରେ ପରିବର୍ତ୍ତନ ହୋଇପାରେ।

You Might Also Like

ଦିନରେ ଅଭିନୟ କଲେ, ରାତିରେ ଝୁଲିପଡିଲେ କିନ୍ନର ଅର୍ଚ୍ଚିତା

ଚାରଧାମ ଯାତ୍ରା ପାଇଁ ଅଫଲାଇନ ରେଜିଷ୍ଟ୍ରେସନ ଆଜିଠାରୁ ଆରମ୍ଭ ହେଲା

କେଶ ବୃଦ୍ଧି ପାଇଁ ଖାଆନ୍ତୁ ଏହିସବୁ ମଞ୍ଜି, ମିଳିବ ଜବରଦସ୍ତ ଫାଇଦା

ଜମ୍ମୁ-କାଶ୍ମୀର ପହଲଗାମର ଆକ୍ରମଣକୁ ନିନ୍ଦା କଲେ ମାହିରା ଖାନ୍

ତମ୍ବା ପାତ୍ରରେ ପାଣି ପିଇଲେ ଜାଣନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଲାଭ ନା କ୍ଷତି ?

TAGGED:#horoscope#UTKALA KHABARAstrology NewsRashifal 2025
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?