Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଜୀବନରେ ସଫଳତା ଚାହୁଁଛନ୍ତି, ତେବେ ଖାଆନ୍ତୁ ଡ୍ରାଏଫ୍ରୁଟ୍ସ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଜୀବନରେ ସଫଳତା ଚାହୁଁଛନ୍ତି, ତେବେ ଖାଆନ୍ତୁ ଡ୍ରାଏଫ୍ରୁଟ୍ସ

utkala khabar
Last updated: April 21, 2025 4:46 pm
utkala khabar
Published April 21, 2025
Share
SHARE

ସବୁ ସମୟରେ ଆପଣ ଡ୍ରାଏଫ୍ରୁଟ୍ସ ଖାଇପାରିବେ। ଏହାକୁ ଖାଇବା ଦ୍ୱାରା ପ୍ରତିରକ୍ଷା ପ୍ରଣାଳୀ ମଜଭୂତ ହେବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ଛୋଟ ପିଲାଙ୍କ ପାଇଁ ଏହା ବେଶ୍‌ ଲାଭକାରୀ ହୋଇଥାଏ। ସବୁ ସମୟରେ ଆପଣ ଡ୍ରାଏଫ୍ରୁଟ୍ସ ଖାଇପାରିବେ। ଏହାକୁ ଖାଇବା ଦ୍ୱାରା ପ୍ରତିରକ୍ଷା ପ୍ରଣାଳୀ ମଜଭୂତ ହେବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ବାଦାମକୁ ବି ମଧ୍ୟ ଆପଣଙ୍କ ଖାଦ୍ୟରେ ସାମିଲ୍ କରିପାରିବେ । କାରଣ ଫିଟ୍ ରହିବା ପାଇଁ ପ୍ରତିଦିନ ବାଦାମ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ବାଦାମରେ ଆମିନୋ ଏସିଡ୍ ରହିଥାଏ । ଯାହା ଦ୍ଵାରା ଶରୀରରେ ନାଇଟ୍ରିକ୍ ଅକ୍ସାଇଡ୍ ପ୍ରସ୍ତୁତ କରିଥାଏ ।

କିନ୍ତୁ କ’ଣ ଆପଣ ଜାଣନ୍ତି କି, ଶରୀରକୁ ସୁସ୍ଥ ରଖୁଥିବା ଡ୍ରାଏଫ୍ରୁଟ୍ସ ମଧ୍ୟ ଆପଣଙ୍କ ଜୀବନରେ ସଫଳତା ଆଣିଦିଏ। ଜ୍ୟୋତିଷ ଶାସ୍ତ୍ରରେ ଏହାର ବିଶେଷ ମହତ୍ତ୍ୱ ରହିଛି। ଏହାକୁ ସକାଳୁ ଖାଇବା ଦ୍ୱାରା ଆପଣଙ୍କ ଦିନ ଶୁଭ ହେବା ସହିତ ସଫଳତାଦାୟକ ହୋଇଥାଏ। ଆସନ୍ତୁ ଜାଣିବା କେଉଁଦିନ ଆପଣ କେଉଁ ଡ୍ରାଏଫ୍ରୁଟ୍ସ ଖାଇଲେ, ସଫଳତା ମିଳିବ।

ସୋମବାର ଦିନ ସକାଳୁ ଆପଣ ୪ଟି କାଜୁ ଖାଇବେ। ମଙ୍ଗଳବାର ଦିନ ୭ଟି କିସ୍‌ମିସ୍‌, ବୁଧବାର ଦିନ ୫ଟି ପେସ୍ତା ଏବଂ ୧ଟି ବାଦାମ, ଗୁରୁବାର ୩ ଖିଅ କେଶର, ଶୁକ୍ରବାର ଦିନ ୫ଟି ମିଶ୍ରି ଦାନା, ଶନିବାର ଦିନ ୩ଟି ଅଞ୍ଜିର ଏବଂ ରବିବାର ଦିନ ୫ଟି ଅଖରୋଟ ଖାଇଲେ ଆପଣଙ୍କୁ ସଫଳତା ମିଳିବ।

ଯଦି ଆପଣ ଜୀବନରେ ସଫଳତା ଚାହୁଁଛନ୍ତି, ତେବେ ଦିନ ଅନୁଯାୟୀ ଡ୍ରାଏଫ୍ରୁଟ୍ସ ଖାଆନ୍ତୁ। ଏହା ଆପଣଙ୍କୁ ବିଭିନ୍ନ ଶାରୀରିକ ସମସ୍ୟାରୁ ରକ୍ଷା କରିବା ସହିତ ସଫଳତା ମଧ୍ୟ ଆଣିଦେବ।

You Might Also Like

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଲଗାଇଦେଲେ ନିଆଁ, ଛକର ନାଁକୁ ନେଇ ଥିଲା ବିବାଦ

ଓଜନ କମାଇବ କଞ୍ଚା କଦଳୀ, ଏହି ଉପାୟରେ ଖାଆନ୍ତୁ

ଧର୍ମଶାଳାରୁ ଦିଲ୍ଲୀ ପହଞ୍ଚିଲେ ଆଇପିଏଲ ପଞ୍ଜାବ କିଙ୍ଗସ ଖେଳାଳି

ଆଜି ହେଉଛି : ଏପ୍ରିଲ ୧୧ “ବିଶ୍ଵ ଛେନାପୋଡ ଦିବସ”

ଚୋରା ମଦ ବିକ୍ରି ବିରୁଦ୍ଧରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା!

TAGGED:#UTKALA KHABARDry fruitsLifestyle newsSummer season
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?