Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କେଶ ବୃଦ୍ଧି ପାଇଁ ଖାଆନ୍ତୁ ଏହିସବୁ ମଞ୍ଜି, ମିଳିବ ଜବରଦସ୍ତ ଫାଇଦା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

କେଶ ବୃଦ୍ଧି ପାଇଁ ଖାଆନ୍ତୁ ଏହିସବୁ ମଞ୍ଜି, ମିଳିବ ଜବରଦସ୍ତ ଫାଇଦା

utkala khabar
Last updated: April 14, 2025 1:24 pm
utkala khabar
Published April 14, 2025
Share
SHARE

ସୁନ୍ଦର ତ୍ୱଚା ପାଇଁ ଆଜିକାଲି ସମସ୍ତେ ଚିନ୍ତିତ । ଏଥିପାଇଁ ଅଫିସ କାମରୁ ଟିକେ ଫୁରସତ୍‌ ମିଳିଲେ ସମସ୍ତେ ପାର୍ଲର ଆଡକୁ ଯାଆନ୍ତି। ଏଥିପାଇଁ ତାଙ୍କୁ ବେଶି ପରିଶ୍ରମ କରିବାକୁ ପଡ଼େ ନାହିଁ। କିନ୍ତୁ ଏପରି ସ୍ଥିତିରେ ଯଦି ଆମେ ଘରୋଇ ଉପଚାର କୁ ଆପଣାଇବା ତେବେ ଆମ ପାଖରେ ସେତିିକି ସମୟ ହୁଏନାହିଁ।

ସମୟ ଅଭାବ କାରଣରୁ ପାର୍ଲର ଯିବାକୁ ହିଁ ଠିକ ବୋଲି ଭାବିନେଉ। ତେବେ ଏହାରି ମଧ୍ୟରେ ସ୍କିନ କେୟାର ଉପରୁ ଧ୍ୟାନ ହଟେନାହିଁ। ଯାହା କାରଣରୁ କେଶ ସମସ୍ୟା ପ୍ରତି ଆଦୈା ନଜର ଯାଏ ନାହିଁ। ଏମିତିରେ ବି କେଶ ସମସ୍ୟା ଆଜିକାଲି ସମୟରେ ସାଧାରଣ ଓ ବଡ଼ ସମସ୍ୟା ହେଲାଣି। ପରିବର୍ତ୍ତିତ ଲାଇଫଷ୍ଟାଇଲ ଏବଂ ଖାଦ୍ୟ ପାନୀୟ ମଧ୍ୟ ଏହାର ଏକ ମୁଖ୍ୟ କାରଣ। ଏଥିରେ କେଶ ବଢ଼େ ନାହିଁ। କିନ୍ତୁ କେଶ ଝଡ଼ିବା ସମସ୍ୟା ବଢ଼ିଯାଏ।

ତେବେ ଆଜି କିଛି ହୋମ ରିମେଡି ସମ୍ପର୍କରେ କହିବୁ ଯାହାକୁ ଆପଣାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିବ। ଆପଣଙ୍କଚ ଏଥିପାଇଁ କିଛି କରିବାକୁ ପଡ଼ିବ ନାହିଁ। କେବଳ ନିଜ ଡାଏଟରେ ଏହି ଜିନିଷକୁ ମିଶାଇବାକୁ ହେବ। କିଛି ପୌଷ୍ଟିକ ବିଜ ବା ମଞ୍ଜି ରହିଛି ଯାହାକୁ ଖାଇବା ଦ୍ୱାରା ଆପଣଙ୍କ କେଶ ସମସ୍ୟା ଦୂର ହୋଇଯିବ।

ଆପଣ ଏହିସବୁ ମଞ୍ଜିକୁ କଞ୍ଚା ନଚେତ ସିଝାଇ ଖାଇପାରିବେ। କେଶର ଗ୍ରୋଥକୁ ବଢ଼ାଇବା ପାଇଁ ଏହି ମଞ୍ଜି ଖୁବ ଭଲ ହୋଇଥାଏ।

କଖାରୁ ମଞ୍ଜି ଏବଂ ମେଥି ମଞ୍ଜି ଏଥିପାଇଁ ସବୁଠୁ ଭଲ ହୋଇଥାଏ। ଏହାସହିତ ଆପଣ ହେଲଦି ଡାଏଟ ଏବଂ ଭଲ ଲାଇଫଷ୍ଟାଇଲକୁ ମେଣ୍ଟେନ କରିବା ଜରୁରୀ। ଯଦି ଆପଣ ବି ହେୟାର ଗ୍ରୋଥ ପାଇଁ ଚାହୁଁଛନ୍ତି ତେବେ ଏସବୁକୁ ନିଜ ଡାଏଟରେ ସାମିଲ କରନ୍ତୁ।

ରାଶି ମଞ୍ଜିକୁ ଆପଣ ନିଜ ହେୟାର ଗ୍ରୋଥ ପାଇଁ ବ୍ୟବହାର କରିପାରିବେ। ଏହାକୁ ଆପଣ ପରିବା କିମ୍ବା ଅନ୍ୟ ଉପାୟରେ ମଧ୍ୟ ଖାଇପାରିବେ।

ସୂର୍ଯ୍ୟମୂଖୀ ମଞ୍ଜି ମଧ୍ୟ ହେୟାର ଗ୍ରୋଥ ପାଇଁ ସବୁଠୁ ଭଲ ହୋଇଥାଏ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ , ଭିଟାମିନ ଇ ରହିଛି। ଓମେଗା ୩ ଫ୍ୟାଟି ଏସିଡ ଏବଂ ଜିଙ୍କ ମଧ୍ୟ ସାମିଲ ରହିଛି।

କଖାରୁ ମଞ୍ଜିରେ ଜିଙ୍କ, ସିଲେନିୟମ, କପର, ମାଗ୍ନେସିୟମ. ଆଇରନ, କ୍ୟାଲସିୟମ, ଭିଟାମିନ ଏ, ବି , ସି ଭଳି ପୋଷକ ତତ୍ତ୍ୱ ଭରପୂର ରହିଛି।

ମେଥି ଦାନା କେଶ ବୃଦ୍ଧି ପାଇଁ ଖୁବ ଉତ୍ତମ ହୋଇଥାଏ। ଏହାକୁ ଖାଇବା ସହ ଆପଣ ଏହାକ ୁ ନଡ଼ିଆ ତେଲରେ ପକାଇ କେଶରେ ଲଗାଇପାରିବେ।

You Might Also Like

ଅପରେସନ୍‌ ସିନ୍ଦୂର ; ଏଟିଏମ୍‌-ୟୁପିଆଇକୁ ଅର୍ଥ ମନ୍ତ୍ରଣାଳୟର କଡା ନିର୍ଦ୍ଦେଶ

ମେ ୧୨ରୁ କାର୍ଯ୍ୟକ୍ଷମ ହେବ ନୂଆ ଭୁବନେଶ୍ୱର ଷ୍ଟେସନ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟା ଭିତରେ ଅବପାତର ରୂପ ନେବ

ମୁଖ୍ୟମନ୍ତ୍ରୀମାନଙ୍କୁ କାହିଁକି ଏମିତି ନିର୍ଦ୍ଦେଶ ଦେଲେ ଅମିତ ଶାହ?

ପାୱାରଫୁଲ୍ ସ୍ମାର୍ଟଫୋନ୍ ଲଞ୍ଚ ହେଲା Motorola Edge 60 Pro

TAGGED:#UTKALA KHABARHair growth increaseHair tipsLifestyle news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?