Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଭଦ୍ରକ ଗସ୍ତ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଭଦ୍ରକ ଗସ୍ତ

utkala khabar
Last updated: June 2, 2025 11:12 am
utkala khabar
Published June 2, 2025
Share
SHARE

ଭଦ୍ରକ ୨/୬ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଏହା ପ୍ରଥମ ଭଦ୍ରକ ଗସ୍ତ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହାସହ ସଭାସ୍ଥଳରେ ତନତନ କରି ଯାଞ୍ଚ କରାଯାଉଛି ।ତେବେ ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଅପରାହ୍ନ ୩ ଟା ୪୫ରେ ଜଗଦଲପୁର ସ୍କୁଲ ପଡ଼ିଆରେ ପହଞ୍ଚିବେ। ସେଠାରୁ ବାହାରି ସଭାସ୍ଥଳରେ ୪ ଟା ୫ରେ ପହଞ୍ଚିବେ। ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଅନେକ ନୂଆ ପ୍ରକଳ୍ପର ଘୋଷଣା କରିବେ ବୋଲି ସୂଚନା ମିଳିଛି। ଏହାପରେ ୫ଟା ୨୦ ମିନିଟ୍‌ରେ ସଭସ୍ଥଳିରୁ ବାହାରିବା ନେଇ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର ଭଦ୍ରକ ଜିଲ୍ଲାରୁ ପ୍ରଥମ ଗ୍ରସ୍ତ ଥିବାରୁ ଜିଲ୍ଲା ପାଇଁ ଅନେକ ଗୁଡିଏ ନୂଆ ପ୍ରକଳ୍ପ ପାଇଁ ଘୋଷଣା ହୋଇପାରେ ବୋଲି ଜିଲ୍ଲାବାସୀ ଆଶା ରଖିଛନ୍ତି।

 

 

 

You Might Also Like

ପ୍ରତି ଛକରେ ହେବ ଲେନ୍‌ ଡ୍ରାଇଭ , ଜୟଦେବବିହାରରୁ ଆରମ୍ଭ

ତେଜିବାରେ ଲାଗିଛି ଟ୍ରମ୍ପ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ବିବାଦ

ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି ଗଭୀର ଅବପାତ

ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଛାତ୍ରଛାତ୍ରୀମାନେ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ

TAGGED:#mohan charan majhi#odisha cm#UTKALA KHABARBhadrakVisit
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?