Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଏପ୍ରିଲ ୧୧ ତାରିଖ, ଶୁକ୍ରବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ଏପ୍ରିଲ ୧୧ ତାରିଖ, ଶୁକ୍ରବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

utkala khabar
Last updated: April 11, 2025 2:32 pm
utkala khabar
Published April 11, 2025
Share
SHARE

ମେଷ – ଆସନ୍ତାକାଲି ମେଷ ରାଶି ପାଇଁ  ଷଷ୍ଠ ଚନ୍ଦ୍ର । ଦିନଟି ରେ ବହୁତ ଭଲ ଯୋଗ ରହିଛି । ରାଜନୀତିରେ ସଫଳତା ପ୍ରାପ୍ତି ହେବ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ଆଗକୁ ବଢିବ ।

ବୃଷ – ବୃଷ ରାଶି ପାଇଁ  ଘାତ ଚନ୍ଦ୍ର ଯୋଗୁଁ ଉଦବେଗ ଜନକ ପରିସ୍ଥିତି ସୃଷ୍ଟି ହେବ । ମନ ବିଚଳିତ ହୋଇପାରେ । ଆତ୍ମବିଶ୍ୱାସର ଅଭାବ ହେବ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହୋଇପାରେ ।  ପରିଶ୍ରମ ଅଧିକ ହେବ ।

ମିଥୁନ – ଦିନଟି ଆଶାନୁରୂପ ଫଳ ଦେବ ନାହିଁ  ।ଚାକିରି କ୍ଷେତ୍ର ରେ ମନ ହାନି ହୋଇ ପାରେ । ଅଧିକ ପରିଶ୍ରମ କରିବାକୁ ପଡ଼ି ପାରେ । ଛାତ୍ର ଛାତ୍ରୀ ମାନେ ସଫଳତା ପ୍ରାପ୍ତ କରିବେ ।କିଛି ଖୁସି ଖବର ମିଳିବ । ଯାନ ବାହାନ ରେ ସାତାକତ ନିହାତି ଆବଶ୍ୟକ ।

କର୍କଟ – ତୃତୀୟ ଚନ୍ଦ୍ର କାଳ ଭୋଗ ହେତୁ  ଦିନଟି ଶୁଭ ରେ କଟିବ । ଦାମ୍ପତ୍ୟ ଜୀବନରେ ଶାନ୍ତି ଦେଖା ଦେବ । ଧାର୍ମିକ ସ୍ଥାନ କୁ ଭ୍ରମଣ ରେ ଯାଇ ପାରନ୍ତି । ଆୟ ର ଯୋଗ ରହିଛି। ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ  ପୁଣି ଆରମ୍ଭ ହେବ ।

ସିଂହ – ଅଟକି ଥିବା ଧନ କୁ ପାଇ ଖୁସି ହେବେ । କାର୍ଯ୍ୟ କ୍ଷେତ୍ର ରେ ପ୍ରଶଂସା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟ ରେ ଜଗିରଖି କାର୍ଯ୍ୟ କଲେ ଆୟ ଉତ୍ତମ ହେବ । ବିଦ୍ୟାର୍ଥୀ ଙ୍କ ପରିଶ୍ରମ ସଫଳତା ଦେବ ।

କନ୍ୟା – ଶ୍ରୀ ଚନ୍ଦ୍ର ରହିଥିବାରୁ ଦିନଟି ବହୁତ୍ ଖୁସି ଖବର ଦେବ ।ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଶତ୍ରୁ ଙ୍କ ପରାଜୟ ହେବ । କର୍ମକ୍ଷେତ୍ର ରେ ନୂତନ ପଦ ପଦବୀ ରେ ଯୋଗଦାନ କରିବେ ।ବ୍ୟବସାୟ ଖୁବ୍ ଭଲ ହେବ ।

ତୁଳା – ଅର୍ଥ ନିବେଶ ପାଇଁ ଦିନଟି ଅଶୁଭ ଅଟେ । ସନ୍ତାନ ଙ୍କ ପାଇଁ ସାମାନ୍ୟ ଚିନ୍ତା ରେ ରହିବେ । ପ୍ରେମ ସମ୍ପର୍କ ରେ ତୁତନ ଆଶା ଉଜୀବିତ ହେବ ।କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନେଇ ପାରନ୍ତି । ବ୍ୟୟ ର ପରିମାଣ ଅଧିକ ରହିବ ।

ବିଛା – ଏକାଦଶ ଚନ୍ଦ୍ର ହେତୁ ଦିନଟି ଭଲ ଫଳ ଦେବ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ ରହିଛି । ରାଜନୀତି  ସମ୍ମାନିତ ହେବାର ଯୋଗ ଅଛି ।କାର୍ଯ୍ୟ କ୍ଷେତ୍ର ରେ ଦାୟିତ୍ବବାନ ହେବେ । ଗୃହରେ ପୂଜା ପାଠର ଆୟୋଜନ ହେବ ।

ଧନୁ – ଦଶମ ଚନ୍ଦ୍ର କାଳ ଭୋଗ ହେତୁ ଚାକିରି କ୍ଷେତ୍ରରେ ନିଶ୍ଚିନ୍ତ ଶୁଭ ଖବର ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଅତି ଉତ୍ତମ ରହିଛି। ବ୍ୟବସାୟରେ ରେ ଧନ ପ୍ରାପ୍ତି ର ଯୋଗ ରହିଛି । ବନ୍ଧୁ ଙ୍କ ଦ୍ଵାରା ଆୟ ର ଅବସର ପ୍ରାପ୍ତ ହେବ । ବିବାହ ପ୍ରସ୍ତାବ ଆସିବ ।

ମକର – ସ୍ବାସ୍ଥ୍ୟ କ୍ଷେତ୍ର ରେ ସମସ୍ୟା ଦେଖା ଦେବ । ଭ୍ରମଣ ର ଯୋଗ ରହିଛି । ଚାକିରି ରେ ସ୍ଥାନ ପରିବର୍ତ୍ତନ ହେବ । ପୁରୁଣା ବନ୍ଧୁ ଙ୍କ ସହ ମିଳନ ହେବ । ବ୍ୟବସାୟ ମଧ୍ୟମ ଫଳ ଦେବ । ଦାମ୍ପତ୍ୟ ଜୀବନ ରେ ମଧୁରତା ଆସିବ ।

କୁମ୍ଭ – ଭାଗ୍ୟର ସାଥ ମିଳିବ । ଦୂର ଯାତ୍ରା କରି ପାରନ୍ତି । ଯେ କୌଣସି କ୍ଷେତ୍ର ରୁ ଶିବ ସମାଚାର ମିଳିବ । ଜୀବନ ସାଥି ଙ୍କ ସହଯୋଗ ମିଳିବ । ମାଲି ମକୋଦମା ରେ ଜୟଯୁକ୍ତ ହେବେ । ବିଦ୍ୟାର୍ଥୀ ମାନେ ପ୍ରଗତି କରିବେ ।

ମୀନ – ପରିବାରରେ ଖୁସି ଦେଖିବାକୁ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅନିଚ୍ଛା ସତ୍ତ୍ୱେ ଖର୍ଚ୍ଚ ବୃଦ୍ଧି ହେବ । ନିଜ ସ୍ବାସ୍ଥ୍ୟ ର ଧ୍ୟାନ ରଖନ୍ତୁ।ଦୂର ଯାତ୍ରା କରିବେ । ଗୃହ ରେ ଧାର୍ମିକ କାର୍ଯ୍ୟ ର ଆୟୋଜନ ହେବ ।

You Might Also Like

କେମିତି କଟିବ ଆଜିର ଦିନଟି ଜାଣନ୍ତୁ

ଜାଣନ୍ତୁ କେମିତି ରହିବ ଆଜିର ଦିନ

କେମିତି କଟିବ ଆଜିର ଦିନ ଦେଖନ୍ତୁ ରାଶିଫଳ

ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ଅତ୍ୟନ୍ତ ଲାଭଦାୟକ

ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି, ଓଡ଼ିଆ ପରମ୍ପରାରେ ଆଜିଠାରୁ ନୂଆବର୍ଷ ଆରମ୍ଭ

TAGGED:#horoscope#rashifalPrtediction
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?