Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ସକାଳୁ ଖାଲି ପେଟରେ ପିଅନ୍ତୁ ଗୋଟିଏ ଗ୍ଲାସ୍ ଉଷୁମ ପାଣି, ଦୂର ହୋଇଯିବ ଏହି ସବୁ ସମସ୍ୟା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ସକାଳୁ ଖାଲି ପେଟରେ ପିଅନ୍ତୁ ଗୋଟିଏ ଗ୍ଲାସ୍ ଉଷୁମ ପାଣି, ଦୂର ହୋଇଯିବ ଏହି ସବୁ ସମସ୍ୟା

utkala khabar
Last updated: April 14, 2025 1:02 pm
utkala khabar
Published April 14, 2025
Share
SHARE

ସୁସ୍ଥ ରହିବାକୁ ତ ମଣିଷ କାଯ୍ୟ କରୁଛି । ଯଦି ଜଣେ ମଣିଷ ଖାଲି ଖାଲି ଘରେ ବସି ରହିଥାଏ, ତାହାଲେ ସେହି ଲୋକଙ୍କୁ ବହୁତ୍ ଶୀଘ୍ର ରୋଗ ମାଡି ବସିଥାଏ । ତେବେ ଏଥି ପାଇଁ ଲୋକେମାନେ ବିଭିନ୍ନ ପ୍ରକାରର କାର୍ଯ୍ୟ କରି ନିଜ ସ୍ୱାସ୍ଥ୍ୟକୁ ସୁସ୍ଥ ରଖୁଛନ୍ତି । ଏଥି ସହ ବର୍ତ୍ତମାନର ଲୋକମାନେ ଖାଲି ଖାଲି ଘରେ ବସିବାକୁ ମଧ୍ୟ ଭଲ ପାଉନାହିଁନ୍ତି । କାହିଁକି ନା ମଣିଷ ସ୍ୱାସ୍ଥ୍ୟକୁ ଜଗୁଛି ଏବଂ ସ୍ୱାସ୍ଥ୍ୟ ପାଇଁ କ’ଣ ଆବଶ୍ୟକ ତାହାକୁ ମଧ୍ୟ ତୁଲାଉଛି । ତେବେ ଆଜି ଆପଣଙ୍କୁ ଏକ ଖାସ୍ ବିଷୟରେ କହିବୁ, ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସାହାଯ୍ୟ କରିବ ।

ଏହି ଖାସ୍ କଥା ହେଉଛି- ‘ଉଷୁମ୍ ପାଣି’ । ଯଦି ଆପଣ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ସକାକୁ ଖାଲି ପେଟରେ ଗୋଟିଏ ଗ୍ଲାସ୍ ଉଷୁମ୍ ପାଣି ନିହାତି ପିଅନ୍ତୁ, ଦେଖିବେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହିତ ରିଲାକ୍ସ ମଧ୍ୟ ଫିଲ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଉଷୁମ୍ ପାଣି ପିଇବା ଦ୍ବାରା କେଉଁ ପ୍ରକାରର ଲାଭ ମିଳିଥାଏ ।

ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ :

ଯଦି ଆପଣ ସକାଳୁ ଖାଲି ପେଟରେ ଉଷୁମ୍ ପାଣି ପିଅନ୍ତି ତେବେ ଏହା ଆପଣଙ୍କ ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ହୋଇଥାଏ । ଉଷୁମ୍ ପାଣି ପିଇବା ଦ୍ବାରା ସକାଳେ ଆପଣଙ୍କ ପେଟ ସଫା ହୋଇଯିବ । ଏଥି ସହ କୋଷ୍ଠକାଠିନ୍ୟ ଏବଂ ବଦହଜମୀ ଭଳି ପେଟ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ । ତେବେ ଆପଣଙ୍କୁ ମନେରଖିବା ଉଚିତ୍ ଯେ ସବୁଦିନ ସକାଳୁ ଖାଲି ପେଟରେ ଉଷୁମ୍ ପାଣି ପିଇବା ନିହାତି ଆବଶ୍ୟକ ।

ଶରୀରରେ ମେଟାବୋଲିଜିମ୍ ବୃଦ୍ଧି କରନ୍ତୁ :

ଆପଣ କ’ଣ ଜାଣନ୍ତି ଯେ ପ୍ରତିଦିନ ସକାଳେ ଉଷୁମ ପାଣି ପିଇ ଆପଣ ଆପଣଙ୍କ ଶରୀରର ମେଟାବୋଲିଜିମ୍ ବୃଦ୍ଧି କରିପାରିବେ? ଏଥି ସହିତ ଯଦି ଆପଣ ଓଜନ କମ୍ କରିବା ପାଇଁ ଚାହୁଁଚନ୍ତି, ତେବେ ପ୍ରତିଦିନ ଖାଲି ପେଟରେ ଉଷୁମ୍ ପାଣି ପିଇବା ଅଭ୍ୟାସ୍ କରନ୍ତୁ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଉଷୁମ୍ ପାଣି ପିଇବାର ଅଭ୍ୟାସ୍ ଆପଣଙ୍କ ଶରୀରକୁ ବିଷମୁକ୍ତ କରିବାରେ ମଧ୍ୟ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ ।

ଇମ୍ୟୁନିଟି ସିଷ୍ଟମକୁ ମଜବୁତ୍ କରନ୍ତୁ :

ଯଦି ଆପଣଙ୍କର ରୋଗ ପ୍ରତିରେଧକ ଶକ୍ତି ଦୁର୍ବଳ, ତେବେ ଉଷୁମ ପାଇ ପିଇ ଆପଣ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବେ । ଅର୍ଥାତ୍ ଆପଣ ବାରମ୍ବାର ଅସୁସ୍ଥ ହେବାରୁ ମଧ୍ୟ ରକ୍ଷା କାଇପାରିବେ । ଏହା ବ୍ୟତୀତ ଗଳା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଉଷୁମ ପାଣି ମଧ୍ୟ ପିଇପାରିବେ । ଏଥି ସହ ଷ୍ଟ୍ରେସକୁ କ୍ କରିବା ପାଇଁ ସକାଳେ ଖାଲି ପେଟରେ ଉଷୁମ ପାଣି ପିଇପାରିବେ । ଏହା ସହ ଯଦି ଆପଣ ଆପଣଙ୍କର ଶରୀରକୁ ସୁସ୍ତ ରଖିବା ପାଇଁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇବା ଅଭ୍ୟାସ୍ କରନ୍ତୁ, ଦେଖିବେ ଆପଣଙ୍କ ଶରୀର ଫିଟ୍ ରହିବା ସହ ରିଲାକ୍ସ ମଧ୍ୟ ଲାଗିବ ।

You Might Also Like

ଗ୍ରୀଷ୍ମ ଋତୁରେ ଉଜ୍ଜ୍ୱଳ ଏବଂ ଚମକଦାର ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଆଲୋଭେରା

ଦହି ଓ ଗୁଡର ମିଶ୍ରଣ କରି ଖାଇବା ଦ୍ଵାରା ଅନେକ ଫାଇଦା ମିଳେ

ଅଧ କପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କଣ କରିବେ…

ଶୋଇବା ପୂର୍ବରୁ ଫୋନ୍ ଦେଖୁଛନ୍ତି କି? ହୋଇଯାଆନ୍ତୁ ସାବଧାନ

ଖରାଦିନେ କାକୁଡ଼ି ଖାଇଲେ ଶରୀର ପାଇଁ କ’ଣ ଫାଇଦା ମିଳିଥାଏ ଜାଣନ୍ତୁ

TAGGED:Drink lukewarm waterEmpty stomach in the morningLifestyle newsUtkalଅ khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?