Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଶ୍ରୀନଗରରେ ପହଞ୍ଚି ସେନା ମୁଖ୍ୟ ଜମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଶ୍ରୀନଗରରେ ପହଞ୍ଚି ସେନା ମୁଖ୍ୟ ଜମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ

utkala khabar
Last updated: April 25, 2025 12:09 pm
utkala khabar
Published April 25, 2025
Share
SHARE

ଶ୍ରୀନଗର ୨୫/୪ : ଭାରତ-ପାକିସ୍ତାନ ଟେନସନ୍ ଭିତରେ ଶ୍ରୀନଗରରେ ପହଞ୍ଚିଛନ୍ତି ସେନା ମୁଖ୍ୟ।  ଆର୍ମୀ ଚିଫ୍ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଶ୍ରୀନଗର ଯାଇଛନ୍ତି ।  ଜମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ ।  ପହଲଗାମ ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷିରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ । ଜମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନର ସମୀକ୍ଷା କରିବେ ।  ଆର୍ମୀର ଟପ୍ କମାଣ୍ଡର ସେନା ମୁଖ୍ୟଙ୍କୁ ସ୍ଥିତି ସଂପର୍କରେ ଅବଗତ କରିବେ ।  ଏଲଓସି ସ୍ଥିତିର ମଧ୍ୟ ସମୀକ୍ଷା କରିବେ କାଉଣ୍ଟର ଟେରରିଷ୍ଟ ଏଲଓସି ସ୍ଥିତିର ମଧ୍ୟ ସମୀକ୍ଷା କରିବେ ଜେନେରାଲ ଦ୍ବିବେଦୀ ।15 Corps କମାଣ୍ଡର ଓ ଅନ୍ୟ ରାଷ୍ଟ୍ରୀୟ ରାଇଫଲର କମାଣ୍ଡରମାନେ ସେନାମୁଖ୍ୟଙ୍କ ଗସ୍ତ ବେଳେ ଉପସ୍ଥିତ ରହିବେ ।   ପହଲଗାମରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ନିପାତ ପାଇଁ ବଡ଼ ଅଭିଯାନ ଆରମ୍ଭ କରିଛି ଭାରତୀୟ ସେନା । ଯବାନଙ୍କ ଘେରା ବନ୍ଦୀରେ ରହିଛି ଆତଙ୍କବାଦୀଙ୍କ ଏକାଧିକ ଆଡ୍ଡା ।

 

 

You Might Also Like

ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା, ମହାପ୍ରଭୁଙ୍କ ହେଲା ମହାସ୍ନାନ

‘ଫେରି ଯାଇ ମୋଦିଙ୍କୁ କୁହନ୍ତୁ’ ,କାଶ୍ମୀରର ପହଲଗାମରେ ମୃତ ପର୍ଯ୍ୟଟକଙ୍କ ପତ୍ନୀଙ୍କୁ କହିଲେ ଆତଙ୍କବାଦୀ

ପ୍ରଥମେ କାହା ପାଖରେ ଥିଲା କୋହିନୂର ହୀରା? ଜାଣନ୍ତୁ ଏହାର ପୂରା ଇତିହାସ

ସମ୍ପୂର୍ଣ୍ଣ ଦେଶରେ ନୂଆ ଟୋଲ୍ ପଲିସି ଲାଗୁ ହେବାକୁ ଯାଉଛି

ଏହି ଉପାୟରେ ବ୍ୟବହାର କରନ୍ତୁ ସୋରିଷ ତେଲ

TAGGED:#UTKALA KHABARArmy ChiefJamu kashmirSrinagar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?