Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଲାଗୁ ହେବ ନୂଆ ଟାକ୍ସ ପଲିସି, ଟିକସଦାତାଙ୍କୁ ମିଳିବ ଅତିରିକ୍ତ ଲାଭ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

ଲାଗୁ ହେବ ନୂଆ ଟାକ୍ସ ପଲିସି, ଟିକସଦାତାଙ୍କୁ ମିଳିବ ଅତିରିକ୍ତ ଲାଭ

utkala khabar
Last updated: April 1, 2025 1:19 pm
utkala khabar
Published April 1, 2025
Share
SHARE

ଆଜିଠୁ ଲାଗୁ ହେବ ନୂଆ ଟାକ୍ସ ପଲିସି । ଏନେଇ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନୂତନ ବିତ୍ତୀୟ ବର୍ଷ ଆରମ୍ଭରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ସରକାର । ତେବେ ଯୋଜନାଗୁଡ଼ିକର ଫାଇଦା କେବେ ମିଳିବ ତାହା ଯୋଜନାର ପ୍ରକାର ଏବଂ ଲାଗୁ କରିବାର ପ୍ରକ୍ରିୟା ଉପରେ ନିର୍ଭର କରିବ ।

କିନ୍ତୁ ଆୟକର ଛାଡ଼ ଏବଂ ସବ୍‌ସିଡି ଭଳି ଫାଇଦା ଏପ୍ରିଲ ୧ରୁ ଲାଗୁ ହୋଇଯିବ କାରଣ ଏହା ଆର୍ଥିକ ବର୍ଷ ସହ ଜଡ଼ିତ ଥାଏ । ସେହିଭଳି ଭିତ୍ତିଭୂମି ଏବଂ ବିକାଶ ପରିଯୋଜନା, ସାମାଜିକ କଲ୍ୟାଣ ଯୋଜନାର ଫାଇଦା ମିଳିବାରେ ସମୟ ଗିବ କାରଣ ଏହା ଉପରେ କାର୍ଯ୍ୟ କରିବାର ଏକ ଲମ୍ବା ପ୍ରକ୍ରିୟା ଥାଏ ।

ନୂଆ ଟିକସ ବ୍ୟବସ୍ଥା ଅଧୀନରେ ଏବେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ବେତନଭୋଗୀଙ୍କ ପାଇଁ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମିଶିଲେ ଏହି ଛାଡ଼ ରାଶି ୧୨.୭୫ ଲକ୍ଷ ଟଙ୍କା ହୋଇଯିବ । ନୂଆ ଟିକସ ବ୍ୟବସ୍ଥାରେ ୨୦ରୁ ୨୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ୨୫%ର ଏକ ନୂଆ ଟିକସ ସ୍ଲାବ୍‌କୁ ବି ସାମିଲ କରାଯାଇଛି ।

ଯାହା ସାଧାରଣ ଲୋକଟିଏ ଜାଣିବା ନିହାତି ଦରକାର । ୟୁପିଆଇ ନିୟମରେ ପରିବର୍ତ୍ତନ ସହ, ରନ୍ଧନ ଗ୍ୟାସ୍‌ ଦର କମିଛି । ଏହାସହ ଘର ମାଲିକ ଓ ବରିଷ୍ଠ ନାଗରିକଙ୍କୁ ମିଳିବ ଆଶ୍ୱସ୍ତି । ଏପ୍ରିଲ ୧ରୁ କଣ ସବୁ ପରିବର୍ତ୍ତନ ହେବ ଆସନ୍ତୁ ଜାଣିବା ।

You Might Also Like

ପାୱାରଫୁଲ୍ ସ୍ମାର୍ଟଫୋନ୍ ଲଞ୍ଚ ହେଲା Motorola Edge 60 Pro

ଏପ୍ରିଲରେ ୨.୩୭ ଲକ୍ଷ କୋଟିର ଜିଏସଟି ସଂଗ୍ରହ

ଭାରତରେ ମିଳୁଛି ଏହି ଶସ୍ତା କାର୍ Maruti Suzuki Alto K10

ସୁନା ଦର ବଢ଼ିବା ପଛରେ ଟ୍ରମ୍ପ୍‌ଙ୍କ ହାତ, ପ୍ରଥମେ ମହଙ୍ଗା ପରେ ଶସ୍ତା

ଆଜିର ସୁନା ଦର ୯୭,୦୦୦ ଟପିଛି

TAGGED:#gst#new tax rates#tax#upi
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?